Movie prime

ସ୍ଵାମୀ ଅଫିସ ଗଲା ବେଳେ ସବୁ ଦିନ ଫୋନ କରି ସ୍ତ୍ରୀ ଡାକୁଥିଲା ଡ଼୍ରାଇଭର କୁ, ଆଉ ଘଣ୍ଟା ଘଣ୍ଟା ଧରି ଦୁହେଁ ରହୁଥିଲେ ସମ୍ପର୍କ ରେ ମସଗୁଲ୍

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ ସୋସିଆଲ ମିଡିଆରେ କିଭଳି ଘଟଣା ମାନ ଘଟିବାରେ ଲାଗିଛି।
ଦିନକୁ ଦିନ ଲୋକ ମାନେ ଏଭଳି କାର୍ଯ୍ୟ କରୁଛନ୍ତି ଯାହାକି ସଭିଙ୍କୁ ଆଶ୍ଚର୍ୟ୍ଯ ଚକିତ କରି ଦେଉଛି। ଅଜ୍ଞା ହଁ ପ୍ରତ୍ୟେକ ଦିନ ଆପଣ ମାନେ ଏଭଳି କିଛି ଘଟଣା ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଖିବାକୁ ପାଇଥିବେ। ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା କହିବାକୁ ଯାଉଛୁ।
ତେବେ ଆପଣ ମାନେ ଦିଅର ଭାଊଜ ଙ୍କ ସଂପର୍କରେ ଅନେକ କଥା ଶୁଣିଥିବେ। ହେଲେ ଆମେ ଏବେ ଆପଣଙ୍କୁ ଏକ ଦିଅର ଭାଉଜ ଙ୍କ ସମ୍ପର୍କରେ ଏଭଳି କଥା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ।
Special Report
ଆଜ୍ଞା ହଁ ନିଜ ସ୍ଵାମୀ ଙ୍କ ଉପସ୍ଥିତି ରେ ମହିଳା ଜଣକ ତାଙ୍କ ଦିଅର ସହ ସମ୍ପର୍କ ରଖୁଛନ୍ତି। ଆଉ ତାଙ୍କ ସ୍ଵାମୀ ମଧ୍ଯ ଜୀବିତ ଅଛନ୍ତି। ଏହି ଘଟଣାଟି ଏବେ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି।
ଏଭଳି ଏକ ଘଟଣା ହେଉଛି ଗୋରଖପୁର ଜିଲ୍ଲା ଚୌରି ଚୌରା ଅଞ୍ଚଳରୁ। ସେଠାରେ ଜଣେ ମହିଳା ବିବାହ କରିବାର କିଛି ଦିନ ପରେ ହିଁ ତାଙ୍କ ସ୍ୱାମୀ ଶାରୀରିକ ଭାବରେ ଅକ୍ଷମ ହୋଇ ଯାଇଥିଲେ।
Special Report
ଏହାପରେ ତାଙ୍କ ଦିଅର ନିଜ ଭାଉଜ ଙ୍କୁ ସାହାରା ଦେବା ସହ ଶାରୀରିକ ସମ୍ପର୍କ ରଖିବେ ବୋଲି ମଧ୍ୟ ପ୍ରତିଜ୍ଞା ଦେଇଥିଲେ। ଆଉ ସେବେଠାରୁ ହିଁ ସେ ତାଙ୍କର ଭାଊଜ ଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଛନ୍ତି।
ଆଉ ମହିଳା ଜଣକ ସ୍ୱାମୀ ମଧ୍ଯ ଜୀବିତ ଅଛନ୍ତି। ଆଉ ତାଙ୍କୁ ଏବେ ତାଙ୍କର ଦିଅର ବିବାହ କରିବାକୁ ବାରଣ କରି ଦେଇଛନ୍ତି। ଆଉ ଏବେ ମହିଳା ଜଣକ ସଂପୂର୍ଣ୍ଣ ଭାବରେ ନିରାଶ୍ରୟ ହୋଇ ଯାଇଛନ୍ତି।
Special Report
ଏଥିପାଇଁ ସେ ଏବେ ଚୌରୀ ଚୌରା ଥାନାରେ ଯୁବକ ଜଣକ ନାମରେ ଏତଲା ମଧ୍ଯ ଦେଇଥିଲେ। ଆଉ ମହିଳା ଜଣକ ଏତଲା ଆଧାରରେ ପୋଲିସ ମଧ୍ୟ ଏବେ ଏହି ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଛି।