Movie prime

ଟ୍ରେନ ଭିତରେ ନିଜ ସ୍ତ୍ରୀ ସହ କରିଲେ ଖରାପ କାମ, ଭିଡିଓ ଉଠେଇ ଲୋକେ କରିଦେଲେ viral

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ କିଭଳି ଘଟଣା ମାନ ଘଟିବାରେ ଲାଗିଛି। ଏବଂ ସୋସିଆଲ ମିଡିଆରେ ମଧ୍ୟ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେଉଛି।
ଆଜିକାଲି ସମସ୍ତେ ମଧ୍ୟ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି। ସେଥିପାଇଁ ଏକ ସାଧାରଣ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହୋଇ ହୋଇ ଯାଉଛି। ଆପଣ ମାନେ ପ୍ରାୟତଃ ସମୟରେ ଷ୍ଟେସନ ମାନଙ୍କରେ ଅନେକ ଭିଡିଓ ଦେଖିଥିବେ।
ଟ୍ରେନ ମଧ୍ୟରେ ଡାନ୍ସ କରୁଥିବା ଅନେକ ଲୋକଙ୍କ ଭିଡିଓ ମଧ୍ଯ ଭାଇରାଲ୍ ହୋଇଥାଏ। ହେଲେ ବର୍ତ୍ତମାନ୍ ଏଭଳି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖି ଆପଣ ମାନେ ଏହାକୁ ନିନ୍ଦା ନକରି ରହି ପାରିବେ ନାହିଁ।
ଆଜ୍ଞା ହଁ ଦେଖିବାକୁ ମିଳିଛି କି ପ୍ରେମୀ ଯୁଗଳ ଦୁହେଁ ଏକ ମେଟ୍ରୋ ଟ୍ରେନ ରେ ଛିଡ଼ା ହେଇଥିବା ବେଳେ ଦୁହେଁ ସେଠାରେ ସମସ୍ତଙ୍କ ସାମ୍ନାରେ ରୋମାନ୍ସ ମଧ୍ୟ କରୁଛନ୍ତି। ଏବଂ ଲୋକ ମାନେ ମଧ୍ୟ ସେମାନଙ୍କୁ ଦେଖୁଛନ୍ତି।
ଏହି ପ୍ରେମୀ ଜୁଗଳ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରି ମଧ୍ୟ ଛିଡ଼ା ହୋଇଛନ୍ତି।ଏହି ଭିଡିଓ ଦେଖି ଆପଣ ମାନେ ଜାଣି ପାରୁଥିବେ କି ବର୍ତ୍ତମାନ୍ ର ଯୁବପିଢୀ ମାନେ କେତେ ମାତ୍ରାରେ ନ୍ୟୁନ ସ୍ତର କୁ ଚାଲି ଗଲେଣି।
Special report
ପ୍ରେମ ପାଇଁ ମଧ୍ଯ ସେମାନେ କିଛି ମଧ୍ଯ କରିବାକୁ ପ୍ରସ୍ତୁତ ଅଟନ୍ତି।ଲୋକ ମାନେ ବସିଥିବା ସମୟରେ ମଧ୍ଯ ସେମାନେ ଏଭଳି କାମ କରୁଛନ୍ତି ଏବଂ ଏଥି ପାଇଁ ତାଙ୍କୁ ଲଜ୍ୟା ମଧ୍ୟ ଲାଗୁ ନାହିଁ।
ଟ୍ରେନ ରେ ମଧ୍ୟ ଅନେକ ଯାତ୍ରୀ ମାନେ ବସିଥିବେ ଏବଂ ସେଠାରେ ଛୋଟ ଛୋଟ ପିଲା ମାନେ ମଧ୍ୟ ବସିଥିବେ। ଆଉ ଏଭଳି କରିବା ଦ୍ୱାରା ନିଶ୍ଚିତ ଭାବରେ ତାଙ୍କ ଉପରେ ଖରାପ୍ ପ୍ରଭାଵ ପଡିବ। ସର୍ବ ସାଧାରଣ ସ୍ଥାନରେ ଏଭଳି କରିବା ମଧ୍ଯ ଉଚିତ ନୁହେଁ।
ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଥିବା ବେଳେ ଏହା ଦିଲ୍ଲୀ ର ଏକ ମେଟ୍ରୋ ଟ୍ରେନ ର ବୋଲି କୁହା ଯାଉଛି। ତେବେ ଏହି ଘଟଣା ଉପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.