Movie prime

ସ୍ଵାମୀ ନଥିବ ର ସୁଯୋଗ ନେଇ ଟ୍ୟୁସନ୍ କରୁଥିବା ଶିକ୍ଷୟତ୍ରୀ ଙ୍କ ସହ ଖରାପ ସମ୍ପର୍କ ରଖିଦେଲା ଛାତ୍ର !!

 
Viral video
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ପାଟନା ଦାନାପୁରରେ ନାବାଳିକାଙ୍କ ଙ୍କୁ ଅସଦାଚରଣ କରିଥିବା ଘଟଣା ସାମ୍ନାକୁ ଆସିଛି। ନାବାଳିକାର ସମ୍ପର୍କୀୟମାନେ ଦାନାପୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି।
ଯାହା ଆଧାରରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ବୋଲି ଜଣାପଡିଛି।ପୋଲିସ ପୀଡିତାଙ୍କୁ ଦାନାପୁର ସବ-ଡିଭିଜନାଲ ହସ୍ପିଟାଲକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି।
Viral video
ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ସୂଚନା ଅନୁସାରେ ଭୂଷଣ ନାମକ ଜଣେ ଯୁବକ ନାବାଳକ ପୀଡିତା, ତାଙ୍କ ପିତା ଏବଂ ପରିବାର ସଦସ୍ୟଙ୍କୁ ଦୀର୍ଘ ଦିନ ଧରି ହଇରାଣ କରୁଥିଲା।
ଏଥିରେ ବିରକ୍ତ ହୋଇ ପୀଡିତାଙ୍କ ପରିବାର ସଦସ୍ୟ ପୋଲିସକୁ ଜଣାଇବା ଉଚିତ୍ ବୋଲି ଭାବିଥିଲେ।ଥାନାକୁ ଯାଇ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥିଲା।
Viral video
ଘଟଣା ସମ୍ପର୍କରେ ସୂଚନା ଦେଇ ପୀଡିତାଙ୍କ ମା କହିଛନ୍ତି ଯେ ଭୂଷଣ ନାମକ ଅଭିଯୁକ୍ତ ତାଙ୍କ ଝିଅକୁ ଜବରଦସ୍ତ ଘରୁ ନେଇଯାଇ ଥିଲା।ଏହାପରେ ଘରେ ତାଙ୍କ ଝିଅ ସହିତ ଅସଦାଚରଣ କରିଥିଲା।
ନାବାଳିକାକୁ ଅସଦାଚରଣ କରିବା ସମୟରେ ଶରୀରର ଅନେକ ଅଙ୍ଗକୁ କ୍ଷତ କରିଥିଲା।ଏବଂ ଏଥିରେ କ୍ଷତ ଚିହ୍ନ ମଧ୍ୟ ରହିଥିଲା।ପୀଡିତାଙ୍କ ମା କହିଛନ୍ତି ଯେ ଅଭିଯୁକ୍ତ ଜଣଙ୍କ ତାଙ୍କ ଝିଅ ସହିତ ଖରାପ ସମ୍ପର୍କ ରଖିବାକୁ କହିଥାଏ।
Viral video
ଏବଂ ଗାଳିଗୁଲଜ କରୁଥିବା ବେଳେ ନାବାଳିକା ଙ୍କ ପରିବାର ଲୋକଙ୍କୁ କହିଥାଏ ଯେ ଯେତେବେଳେ ସେ କହିବେ ତାଙ୍କ ଝିଅକୁ।ପଠାଇବାକୁ ପଡିବ। ଅଭିଯୁକ୍ତଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ତାଙ୍କ ମା ଦାନପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ,
ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥିଲା।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.