Movie prime

ମା ନିଜ ୧୬ ବର୍ଷ ପୁଅ କୁ କହିଲା : ମତେ reel video ରେ ଲାଇଭ କିସ୍ କର, ଟଙ୍କା ମିଳିବ, ଆଉ ଭିଡିଓ ହୋଇଗଲା viral

 
Special report
ବର୍ତମାନ ଏପରି ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।କିଛି ଦିନ ତଳେ ଜଣେ ମା ଓ ପୁଅ ରୋମାଣ୍ଟିକ ଭିଡିଓ କରି କିସ୍ କରୁଥିବାର ଦେଖିବାକୁ ମିଳିଥିଲା।
ଏହାଦେଖି ଦର୍ଶକ ମାନେ ବହୁତ ନିନ୍ଦା କରିଥିଲେ।କିନ୍ତୁ ବର୍ତମାନ ଏହି ଘଟଣା କୁ ଜୋର୍ ଚର୍ଚ୍ଚା ହେବାରେ ଲାଗିଛି।ଦର୍ଶକ ମାନେ ରାଗି ଯାଇ ଗୁରଫ କରାଯାଉ ବୋଲି ଦାବି କରିଛନ୍ତି।
ଏହି ଘଟଣାଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ମହିଳା ଜଣଙ୍କ ଯେଉଁ ଯୁବକ ଙ୍କୁ କିସ୍ କରୁଛନ୍ତି ସେ ହେଉଛନ୍ତି ତାଙ୍କ ସାନ ପୁଅ।
ଏଭଳି ଅଭାବନୀୟ ଘଟଣା ନୂଆ ଦିଲ୍ଲୀ ରେ ଦେଖିବାକୁ ମିଳିଛି।ଅନେକ ଦର୍ଶକ ମାନେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।କିନ୍ତୁ ଆଉ କିଛି ଲୋକ ରୋମାଣ୍ଟିକ ଭିଡିଓ ଦେଖି ଅତ୍ୟଧିକ କ୍ରୋଧିତ ହୋଇଛନ୍ତି।
ସୂଚନା ଅନୁସାରେ ମହିଳାଙ୍କ ନାମ ହେଉଛି ରାଖନା ଏବଂ ସେ ନିଜ ପୁଅ ସହିତ ଇନଷ୍ଟାଗ୍ରାମ ରେ ଭିଡିଓ କରିଥାନ୍ତି।ବର୍ତମାନ ସୋସିଆଲ ମିଡିଆରେ ପ୍ରାୟ ସମସ୍ତେ ରିଲ କରି ପୋଷ୍ଟ କରୁଛନ୍ତି।କିଛି କିଛି ଭିଡିଓ ବହୁତ ଭାଇରାଲ ମଧ୍ୟ ହୋଇଥାଏ।
ଏହି ମା ଆଉ ପୁଅ ଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି ସେମାନଙ୍କ ଭିଡିଓ ଦେଖିଲେ ମା ଆଉ ପୁଅ ବୋଲି ଜଣା ପଡୁ ନାହାଁନ୍ତି।
କେବଳ ଏତିକି ନୁହେଁ, ଯଦି ମହିଳାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲକୁ ଭିତରକୁ ଯିବେ ତାହେଲେ ସେଥିରେ ଅନେକ ଭିଡିଓ ଦେଖିବାକୁ ପାଇବେ।ବର୍ତ୍ତମାନ ଲୋକମାନେ ଏହାକୁ ବିରୋଧ କରୁଛନ୍ତି।
ସୋସିଆଲ ମିଡିଆରେ ରାଖନାଙ୍କୁ ଗିରଫ କରିବାର ଦାବି କରୁଛନ୍ତି। କୁହାଯାଉଛି ଯେ ପୂର୍ବରୁ ମଧ୍ୟ କିଛି ଲୋକ ମହିଳାଙ୍କ ବିଷୟରେ ଅଭିଯୋଗ କରି ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। 
ଏହି ସମୟରେ, କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଭିଡିଓରେ ଦେଖାଯାଇଥିବା ବାଳକ ପ୍ରକୃତରେ ମହିଳାଙ୍କ ସାବତ ପୁଅ।ମହିଳା ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ୨ ଲକ୍ଷରୁ ଅଧିକ ଫଲୋର୍ଶ ରହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.