Movie prime

ଶେଷ ରେ ଝିଅ ସହ କରିଦେଲେ ଏମିତି କାମ ଯାହା ଆପଣ ବି ଦେଖିଲେ ମୁଣ୍ଡ ରେ ହାତ ଦେବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟୁଛି। ଦିନକୁ ଦିନ ଏଭଳି ଘଟଣା ମଧ୍ଯ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଯାହାକୁ କେହି ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ। ସୋସିଆଲ ମିଡିଆରେ ଏଭଳି ଘଟଣା କୁ ମଧ୍ୟ ଅନେକ ଲୋକ ଦେଖୁଛନ୍ତି ଓ ଏହାକୁ ଖୁବ୍ ନିନ୍ଦା ମଧ୍ୟ କରୁଛନ୍ତି। ବର୍ତ୍ତମାନ ଏଭଳି ଏକ ଘଟଣା ସମ୍ପର୍କ ରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ତେବେ ଏହି ଘଟଣା କୁ ଦେଖିବା ପରେ ଆପଣ ମାନେ ମଧ୍ୟ ନିନ୍ଦା ନକରି ରହି ପାରିବେ ନାହିଁ। ଆଜି କାଲି ସୋସିଆଲ ମିଡ଼ିଆ ପାଇଁ କୌଣସି ଘଟଣା ମଧ୍ୟ ଆଉ ଅଛପା ହୋଇ ରହୁ ନାହିଁ।
ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ଯୁବପିଢୀ ମାନେ ପ୍ରେମକୁ କିଭଳି ଭାବରେ ଦେଖୁଛନ୍ତି। ସେମାନଙ୍କ ପାଇଁ ପ୍ରେମ ହିଁ ହେଉଛି ସର୍ବ ପ୍ରଥମେ। ଆଜ୍ଞା ହଁ ଏହି ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ କି ଯେତେବେଳେ,
କଲେଜ୍ ରେ କେହି ଉପସ୍ଥିତ ନଥିଲେ ସେହି ସମୟରେ ସେଠାରେ ଲାଇବ୍ରେରୀ କୁ ଜଣେ ଯୁବତୀ ଯାଉଛନ୍ତି ସେହି ସମୟରେ ସେଠାରେ କେହି ମଧ୍ୟ ଉପସ୍ଥିତ ନାହାଁନ୍ତି। ସେହି ସମୟରେ ସେଠାରେ ଜଣେ ଯୁବକ ମଧ୍ଯ ଯାଉଛନ୍ତି।
ଦୁହେଁ ସେଠାକୁ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ମଧ୍ୟ ବିତାଉ ଛନ୍ତି। ଯାହା କି ସିସି ଟିଭି କ୍ୟାମେରା ରେ ମଧ୍ଯ କଏଦ ହୋଇଛି। ଏହା ଏବେ ସୋସିଆଲ ମିଡ଼ିଆରେ ମଧ୍ଯ ସେୟାର କରାଯାଇଛି।
ଏବେ ଏହି ଘଟଣା ମଧ୍ଯ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଅନେକ ଲୋକ ମାନେ ମଧ୍ୟ ଅନେକ କଥା କହିଛନ୍ତି। ଅନେକ ଲୋକ ଦେଖି ସାରିଥିବା ବେଳେ ଏହାକୁ ସେମାନେ ଖୁବ ନିନ୍ଦା ମଧ୍ଯ କରିଛନ୍ତି।
ଏହା ନିଶ୍ଚିତ ଭାବରେ ଏକ ନିନ୍ଦନୀୟ ଅଟେ। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.