Movie prime

ଝିଅ ନାଚିଲା ଏମିତି ନାଚ ଭିଡିଓ ହେଲା VIRAl ଦେଖନ୍ତୁ ଏହି ଭାଇରାଲ ଭିଡିଓ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରାୟତଃ ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ। ଲୋକ ମାନେ ମଧ୍ୟ ସେହି ଭିଡିଓ ଗୁଡିକ ଦେଖିବାକୁ ଖୁବ ପସନ୍ଦ ମଧ୍ୟ କରିଥାନ୍ତି।
ତେବେ ଆପଣ ମାନେ ମଧ୍ୟ ସେହି ଭିଡିଓ ଗୁଡିକ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉ ଥିବାର ପ୍ରାୟତଃ ଦେଖିଥିବେ। ଆପଣ ମାନେ ଜାଣିଥିବେ କି ଆଜିକାଲି ଘରେ ଘରେ ହେଉଛି ସ୍ମାର୍ଟ ଫୋନ।
ଏହି ସ୍ମାର୍ଟ ଫୋନ ପାଇଁ ଏକ ସାଧାରଣ ଭିଡିଓ ମଧ୍ୟ ଖୁବ ସହଜରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇ ଯାଉଛି। ଆଜି କାଲି ପିଲା ଠାରୁ ବୁଢ଼ା ସମସ୍ତେ ଏହି ସ୍ମାର୍ଟ ଫୋନ ବ୍ଯବହାର କରୁଛନ୍ତି।
ଏହି ସ୍ମାର୍ଟ ଫୋନ ପାଇଁ ଆମ ଦେଶରେ ଅନେକ ଲୁକାୟିତ ହୋଇଥିବା ପ୍ରତିଭା ମଧ୍ୟ ସାମ୍ନା କୁ ଆସି ପାରୁଛନ୍ତି। ଆମେ ଏବେ ଆପଣଙ୍କୁ ସେଭଳି ଏକ ପ୍ରତିଭା ଦେଖିବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଆଜ୍ଞା ହଁ ବର୍ତ୍ତମାନ ଏକ ଯୁବତୀ ଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଭିଡିଓ ଟିରେ ଜଣେ କୁନି ଝିଅ ବେଶ ଭଲ ଭାବରେ ନାଚି ଛନ୍ତି। ତାଙ୍କର ନାଚ କୁ ଦେଖି ସମସ୍ତେ ଖୁବ୍ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇ ଯାଇଛନ୍ତି।
ତାଙ୍କର ଏହି ନୃତ୍ୟ ଦେଖି ସମସ୍ତେ ଅବାକ୍ ହୋଇ ଚାହିଁ ରହିଛନ୍ତି। କାରଣ ଯୁବତୀ ଜଣକ ତାଙ୍କର ଏଭଳି ପ୍ରତିଭା କାହାକୁ ଦେଖାଇ ନଥିଲେ। ଆଉ ଏବେ ଏହା ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବାରେ ଲାଗିଛି।
ଜଣେ ବ୍ୟକ୍ତି ଯୁବତୀ ଜଣକଙ୍କ ଏହି ଭିଡିଓ କରି ଏହାକୁ ସୋସିଆଲ ମିଡ଼ିଆ ପୋଷ୍ଟ ମଧ୍ଯ କରିଥିଲେ ଏବେ ଏହା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ମଧ୍ୟ ଲାଗିଛି।
ଅନେକ ଲୋକ ଏହାକୁ ଦେଖି ସାରିଥିବା ବେଳେ ସମସ୍ତେ କମେଣ୍ଟ ମାଧ୍ୟମରେ ଏହା କହିଛନ୍ତି କି ଯୁବତୀ ଜଣକ ନିଶ୍ଚିତ ଭାବରେ ପ୍ରଶିକ୍ଷଣ ପାଇଲେ ଏକ ବେଶ ଭଲ ନୃତ୍ୟ ଶିଳ୍ପ ହେବେ। ତେବେ ଏହି ନୃତ୍ୟ ଦେଖି ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.