Movie prime

ଅନଲାଇନ୍ ଅଫିସ ମିଟିଂ ଚାଲିଥିବା ବେଳେ ଭୁଲ୍ ରେ ଖରାପ କାମ କରୁଥିଲେ ଯୁବତୀ, ସବୁ କିଛି ହେଇଗଲା କ୍ୟାମେରା ରେ ରେକର୍ଡ ଆଉ ତାପରେ

 
Special Report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ମିଡିଆ ରିପୋର୍ଟ ଅନୁଯାୟୀ ଯୁବତୀ ଜଣଙ୍କ ବ୍ରିଟେନର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।ଏହି ଘଟଣା ଟି ବହୁତ ହୋଇଥିଲେ ମଧ୍ୟ ବର୍ତମାନ ଭାଇରାଲ ହେବାରେ ଲାଗିଛି।
ଯୁବତୀ ଜଣଙ୍କ ଘରେ ବସି ତାଙ୍କ ଲାପଟପ୍ ରେ କାମ କରୁଥିଲେ।ସେହି ସମୟରେ ଏଭଳି କିଛି କାମ କରିଛନ୍ତି ଯାହାକି ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Special Report
ଯୁବତୀ ଜଣଙ୍କ ଙ୍କ ନାମରେ ଅଭିଯୋଗ ହୋଇଥିଲା ଯେ ସେ ନିଜ କାମରେ କାମ ଚୋରି କରୁଥିଲେ ଏବଂ ନିର୍ଦ୍ଦିଷ୍ଟ ସମୟରେ କାମ ଶେଷ ମଧ୍ୟ କରି ନଥାନ୍ତି।
କାମ କରୁଥିବାବେଳେ ସେ ଶୋଇପଡିଥିବା ମଧ୍ୟ ଅଭିଯୋଗ ହୋଇଥିଲା।କିନ୍ତୁ ଯୁବତୀ ଜଣଙ୍କ ଏସବୁ ମିଛ ବୋଲି କହିଛନ୍ତି।ଯୁବତୀ ଙ୍କ ଲାପଟପ୍ ରେ ଏକ ସଫ୍ଟୱେର୍ ଥିଲା, ଯାହା ବିଷୟରେ ସେ ବୋଧହୁଏ ଜାଣି ନଥିଲେ।
Viral video
ଦିନେ କାମ କରୁଥିବା ସମୟରେ ଯୁବତୀ ଜଣଙ୍କ ହଠାତ୍ ଲାପଟପ୍ ସାମ୍ନାରେ ଶୋଇ ପଡିଥିଲେ।କେବଳ ଏତିକି ନୁହେଁ, ସେ କାମ ବ୍ୟତୀତ ଅନ୍ୟାନ୍ୟ ଅନେକ କାର୍ଯ୍ୟ କରିଥିଲେ, ଯାହା କମ୍ପାନୀର କାର୍ଯ୍ୟ ସହିତ କୌଣସି ସମ୍ପର୍କ ନଥିଲା।
ଏହାପରେ ଯୁବତୀଙ୍କ ସମସ୍ତ କାର୍ଯ୍ୟ ଲାପଟପ୍ ରେ ରେକର୍ଡ ହୋଇଥିଲା।ଏହା ପରେ ସଫ୍ଟୱେର୍ ରେକର୍ଡ ହୋଇଥିବା ଭିଡିଓ କୁ କମ୍ପାନୀକୁ ପଠାଇ ଦେଇଥିଲା।
Special Report
ଯୁବତୀ ଙ୍କ ପାଖକୁ କମ୍ପାନୀ ତରଫରୁ ଏକ ମେଲ୍ ଆସିଥିଲା।ଏବଂ ମେଲ ରେ ସମସ୍ତ ରେକର୍ଡ ହୋଇଥିବା ଭିଡିଓ ଗୁଡିକ ଯୁବତୀ ଙ୍କ ପାଖକୁ ପଠା ଯାଇଥିଲା।ଏହା ଦେଖି ଯୁବତୀ ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଏହି ମାମଲାଟି ଶେଷରେ କୋର୍ଟ ରେ ପହଞ୍ଚିଥିଲା।ଶେଷରେ ଯୁବତୀ ଙ୍କ ଦୋଷ ସବୁ ଜଣା ପଡ଼ିଥିଲା।ତାଙ୍କୁ ଚାକିରି ରୁ ବହିଷ୍କାର କରାଯାଇଥିଲା।ଏହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.