Movie prime

ଜଙ୍ଗଲ ରେ ଏକା ପାଇ ଝିଅ କୁ କରିଦେଲେ ଖରାପ କାମ, ଆଉ ଭିଡିଓ କରି କଲେ viral, ହାତ ଯୋଡୁଥିଲେ ବି ଛାଡ଼ିଲେନି ନର ରାକ୍ଷସ

 
Special report
ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ହେଉ ଅବା ଘର ପାଖରେ ହେଉ ଅଜବ ପ୍ରକାରର ଘଟଣା ନିଶ୍ଚୟ ଦେଖିଥିବେ।ବର୍ତମାନ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଲା।
ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଜଣେ ଯୁବତୀ ଙ୍କୁ ପୁରୁଷ ବନ୍ଧୁ ଙ୍କ ସାମ୍ନାରେ କିଛି ଜଣ ଯୁବକ ଆସି ବହୁତ ମାରପିଟ୍ କରିଥିଲେ,କେବଳ ସେତିକି ନୁହେଁ ଯୁବତୀ ଙ୍କୁ ନିଜ ଡ୍ରେସ୍ ଖୋଲିବା ପାଇଁ ମଧ୍ୟ କହିଥିଲେ।
Special Report
ସେଠାରେ ଉପସ୍ଥିତ ଥିବା ଯୁବକ ମାନେ ଏହି ସବୁ ଘଟଣାର ମୋବାଇଲ ରେ ରେକର୍ଡ କରୁଥିଲେ।ଯୁବତୀ ଜଣଙ୍କ ସେହି ଯୁବକ ମାନଙ୍କୁ କ୍ଷମା କରିଦିଅ ବୋଲି କହୁଥିଲେ।ଆଉ ୬ ଜଣ ଯୁବକଙ୍କୁ ହାତ ଯୋଡ଼ି ଏସବୁ ନ କରିବା ପାଇଁ ମଧ୍ୟ କହିଥିଲେ।
ଯୁବତୀ ଜଣଙ୍କ ତାଙ୍କ ସାଙ୍ଗ ସହିତ ବୁଲିବାକୁ ଆସିଥିଲେ।ଏହାପରେ ସେଠାରେ ୬ ଜଣ ଯୁବକ ସେମାନଙ୍କୁ ଧରି ପକାଇଲେ।କିଛି ଯୁବକ ଯୁବତୀ ଙ୍କ ଡ୍ରେସ୍ ଖୋଲି ତାଙ୍କୁ ବାଡ଼ି ରେ ମାରିବାକୁ ଲାଗିଲେ।
ଏବଂ ଭିଡିଓ ରେକର୍ଡ କରିବାକୁ ଲାଗିଲେ।ଏହି ଘଟଣା ରେ ଯୁବତୀ ଆଉ ତାଙ୍କ ପୁରୁଷ ବନ୍ଧୁ କ୍ଷମା ପ୍ରାର୍ଥନା କରିଥିଲେ।କିନ୍ତୁ ଏହି ଯୁବକ ମାନେ ତାଙ୍କ କଥା କିଛି ଶୁଣିଲେ ନାହିଁ।ତାଙ୍କୁ ମାରି ଚାଲିଲେ।ଏହି ଘଟଣା ଟି ହମିର ପୁର ରେ ଦେଖିବାକୁ ମିଳିଛି।
Special report
ଏହି ବଦମାସ୍ ଯୁବକ ମାନେ ଭିଡିଓ କୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଦେଇଥିଲେ।ଏହି ଭିଡିଓ ଭାଇ ତାଲ ହେବାପରେ ହମିର ପୁର ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଥିଲେ।
୬ ଜଣ ଯୁବକଙ୍କ ମଧ୍ୟରୁ ତିନି ଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିଲେ।ଏହି ଘଟଣା ଟି ୧୬ ଅଗଷ୍ଟ ରେ ହୋଇଛି ବୋଲି କୁହାଯାଇଛି।ପୋଲିସ ଆଉ ତିନି ଜଣ ଯୁବକଙ୍କୁ ଗିରଫ କରିବା ପାଇଁ ତଦନ୍ତ କରୁଛନ୍ତି।
ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ବହୁତ ନିନ୍ଦା କରିଛନ୍ତି।ଯୁବକ ମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ମଧ୍ୟ ଦାବି କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.