Movie prime

ଲଙ୍ଗଳା ଫଟୋ ପଠେଇ ଥିଲା ଯୁବତୀ ସେକିଦେଇ ଗଲା

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ହେଉଛି ଯୁବତୀ ଜଣକୁ ଅ-ଶ୍ରି-ଳ ଭିଡିଓ ପଠାଇ ଏବେ ମାଡ଼ ଖାଇଛି ଯୁବକ।
ଏବଂ ଯୁବକ ଜଣକୁ ଅନ୍ୟ କେହି ନୁହେଁ ଆଜ୍ଞା ବରଂ ନିଜେ ଯୁବତୀ ଜଣକ ତାଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଛନ୍ତି।
ଏବଂ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କି ଦେଖିବାକୁ ମିଳିଛି ଏକ ଯୁବତୀ,ଯୁବକ ଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଛନ୍ତି।
ଆଉ ଏଭଳି ଘଟଣା ମଧ୍ୟ ଏକ ରାସ୍ତା ମଝିରେ ହିଁ ଦେଖିବାକୁ ମିଳିଛି। ଯୁବତୀ ଜଣକ ଚାପୁଡା ମାରି ସାରିବା ପରେ ଯୁବତୀ ଜଣଙ୍କୁ ଜୋତା ଖୋଲି ମଧ୍ଯ ମୁହଁ କୁ ମୁହଁ ସେକି ଚାଲିଛି।
ଆଉ ଯୁବତୀ ଜଣକ ଏଭଳି କରିବା ପଛରେ କାରଣ ହେଉଛି ଉକ୍ତ ଯୁବକ ଜଣକ ଯୁବତୀ ଙ୍କୁ ଏକ ଭିଡିଓ ପଠାଇଥିଲେ। ଯାହାକି କୌଣସି ସାଧାରଣ ଭିଡିଓ ନଥିଲା ତାହା ଥିଲା ଏକ ଅ-ଶ୍ରି-ଳ ଭିଡ଼ିଓ ଯାହାକୁ ଦେଖି ଯୁବତୀ ଜଣକ ଉତ୍ୟକ୍ତ ହୋଇ ଯାଇଥିଲେ।
 ଏହାପରେ ଯୁବତୀ ଜଣକ ନିଜେ ଆସି ଯୁବକ ଜଣଙ୍କୁ ତାଙ୍କୁ ଏଭଳି ଭିଡିଓ ପଠାଇବାର କାରଣ ପଚାରିବା ସହ ଚାପୁଡା ଉପରେ ଚାପୁଡା ମଧ୍ୟ ସେକୀ ଦେଇ ଚାଲିଥିଲେ। ଏହି ସମୟରେ ଯୁବକ ଜଣକ ତାଙ୍କୁ ଛାଡି ଦେବା ପାଇଁ ନେହୁରା ମଧ୍ୟ ହେଉଛନ୍ତି।
ହେଲେ ଯୁବତୀ ଜଣକ ଯୁବକଙ୍କ କୌଣସି କଥା ଶୁଣିବାକୁ ନାରାଜ ସେ ଯୁବକ ଜଣଙ୍କୁ ମାରି ଚାଲିଛନ୍ତି। ଭିଡିଓ ରୁ ଏହା ମଧ୍ଯ ଜଣା ପଡ଼ିଛି ଉକ୍ତ ଯୁବତୀ ଜଣକ ହେଉଛନ୍ତି ତାଙ୍କ ସିନିୟର୍।
କାରଣ ଯୁବତୀ ଜଣକ କହିଛନ୍ତି କି "ଦିଦି ମାନଙ୍କୁ କେମିତି ବ୍ୟବହାର କରାଯାଏ ତାହା କଣ ଜଣା ନାହିଁ।" ଏହାପରେ ଉକ୍ତ ଯୁବକ ଜଣକ କହିଛନ୍ତି "ଦିଦି ଛାଡ଼ି ଦିଅଏଭଳି ଭୁଲ ଆଉ କେବେ ହେବ ନାହିଁ।
"ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.