Movie prime

ଛି ଅଫିସ ଭିତରେ ନିଜ ସହକର୍ମୀ ଙ୍କ ସହ ସମ୍ପର୍କ ରଖିଦେଲେ ବଡ ଅଫିସର, CCTV ରେ ସମ୍ପୂର୍ଣ ଘଟଣା ହେଲା ରେକର୍ଡ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଆମ ସମାଜରେ କିଭଳି ଲଜ୍ୟା ଜନକ ଘଟଣା ମାନ ଘଟୁଛି। ଯାହାକି ଅତ୍ୟନ୍ତ ନିନ୍ଦନୀୟ ମଧ୍ୟ ଅଟେ।
ଏଭଳି ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ମଧ୍ୟ ଖୁବ ଭାଇରାଲ୍ ହେବାରେ ଲାଗୁଛି। ଲୋକ ମାନେ ମଧ୍ୟ ଅନେକ ଭିଡ଼ିଓ ଦେଖୁଛନ୍ତି ଏବଂ ତାହାକୁ ଦେଖିବା ପରେ ଲୋକ ମାନେ ଖୁବ ନିନ୍ଦା ମଧ୍ୟ କରୁଛନ୍ତି।
ଆମେ ଆପଣଙ୍କୁ ସେଭଳି ଏକ ଭିଡିଓ ଦେଖିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁବ ନିନ୍ଦା କରିବେ। ଆଜ୍ଞା ହଁ ଜଣେ ମୋଟର ସାଇକେଲ ବ୍ୟବସାୟ ବିଯିନେଶ ମ୍ୟାନ ଏଭଳି କିଛି ବ୍ୟବହାର କରିଛନ୍ତି।
ହେଲେ ସେ ଜାଣି ନଥିଲେ କି ସେ ଯାହା କରୁଛନ୍ତି ତାହା ସବୁ ସିସି ଟିଭି କ୍ୟାମେରା ରେ କଏଦ ହେଉଛି। ଆପଣ ମାନେ ଦେଖି ପାରୁଥିବେ ବ୍ୟକ୍ତି ଜଣକ ଚେୟାର ଉପରେ ବସି କୌଣସି ଏକ କାର୍ଯ୍ୟ କରୁଛନ୍ତି।
ସେଠାରେ ମଧ୍ୟ ସୋଫା ଉପରେ ଜଣେ ମହିଳା ବସି ରହିଥିଲେ। ଏହାପରେ ମହିଳା ଜଣକ ହଠାତ୍ ଉଠି ଆସି ବ୍ୟକ୍ତି ଙ୍କୁ ଚାହା ଦେଉଛନ୍ତି। ହେଲେ ବ୍ୟକ୍ତି ଜଣକ ଚାହା ପିଇବା ବାହାନାରେ ମହିଳା ଜଣକ ସହ ଯାହା କରୁଛନ୍ତି ତାହା ଆମେ ଆପଣଙ୍କୁ କହି ପାରିବୁ ନାହିଁ।
ବ୍ୟକ୍ତି ଜଣକ ମହିଳା ଜଣକ ସହ ଅ-ଶ୍ରି-ଳ କାର୍ଯ୍ୟ କରୁଛନ୍ତି। ହେଲେ ବ୍ୟକ୍ତି ଜଣକ ଜାଣି ପାରି ନାହାଁନ୍ତି କି ସେ ଯାହା କରୁଛନ୍ତି ତାହା ଉପରେ ଲାଗିଥିବା ସିସି ଟିଭି କ୍ୟାମେରା ରେ ସବୁ କିଛି କଏଦ ହୋଇଛି।
ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବା ସହ ଅନେକ ଲୋକ ମାନେ ମଧ୍ୟ ଏହି ଭିଡିଓ କୁ ଦେଖି ସାରିଲେଣି। ଏହି ଭିଡିଓ ରେ ଥିବା ବ୍ୟକ୍ତି ଙ୍କୁ ସେମାନେ ଖୁବ ନିନ୍ଦା ମଧ୍ଯ କରିଛନ୍ତି। କେହି କେହି ଏହା ମଧ୍ୟ କହିଛନ୍ତି
କି ଏତେ ବଡ ବିଜିନେଶ ମ୍ୟାନ ହୋଇ ମଧ୍ୟ ସେ ଏତେ ନ୍ୟୁନ କାମ କରୁଛନ୍ତି। ତେବେ ଏହି ଭିଡିଓ ଦେଖିବା ପରେ ଆପଣ ଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.