Movie prime

ଦେଖନ୍ତୁ କିଏ ଏହି ବ୍ୟକ୍ତି କାହିଁକି ପାଣ୍ଡିଆନଙ୍କୁ ଦେଲେ ଏତେ ଗାଳି ଦେଖନ୍ତୁ Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଭିକେ ପାଣ୍ଡିଆନ ଙ୍କୁ ଆମ ରାଜ୍ୟରେ ପ୍ରାୟତଃ ସ୍ଥାନ ମାନଙ୍କରେ ଘୋର ବିରୋଧ କରା ଯାଉଛି।
Special report
ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ସେହି ଭିଡିଓ ରେ ଜଣେ ବ୍ୟକ୍ତି କହିଛନ୍ତି କି ଯେତେ ଦିନ ପର୍ଯ୍ୟନ୍ତ ଭିକେ ପାଣ୍ଡିଆନ ମାଡ଼ ନଖାଇ ଛନ୍ତି ସେତେ ଦିନ ପର୍ଯ୍ୟନ୍ତ ସେ ତାଙ୍କର ଦାଢ଼ି କି ଚୁଟି କାଟିବେ ନାହିଁ।
ଯେଉଁଦିନ ଭିକେ ପାଣ୍ଡିଆନ ଓଡ଼ିଶାରେ ମାଡ଼ ଖାଇବେ ସେଦିନ ବ୍ୟକ୍ତି ଜଣକ ଦାଢ଼ି କାଟିବା ସହ ଲଣ୍ଡା ହେବେ ବୋଲି ମଧ୍ୟ କହିଛନ୍ତି। ଆଉ ତାଙ୍କ ଦେହରେ ଗୋଟେ ବି ସ୍ଥାନରେ ସେଦିନ ସେ ଚୁଟି ରଖିବେ ନାହିଁ ବୋଲି କହିଛନ୍ତି।
ସେ ପ୍ରଦୀପ ପାଣିଗ୍ରାହୀ ଙ୍କ ଉପରେ କହିଛନ୍ତି କି ତାଙ୍କୁ ନିମିଶି ଛକ ଠାରେ ବିଜେଡ଼ି ଗୁଣ୍ଡା ମାନେ ଆକ୍ରମଣ କରିଥିଲେ। ଏବଂ ସେ କହି ରଖିଛନ୍ତି କି ସେ ହେଉଛନ୍ତି ଜଣେ ନିର୍ବାଚିତ ପ୍ରତିନିଧି।
Special report
ଜଣେ ନିର୍ବାଚିତ ପ୍ରତିନିଧି କୁ ଯଦି ଗୋଟେ ଦଳ ଗୁଣ୍ଡା ଲଗାଇ ଅଟକାଇବା ଆଉ ତାଙ୍କୁ ଟଚ୍ କରିବା ନିହାତି ଭାବରେ ଏକ ଅନ୍ୟାୟ ଅଟେ। ଆଉ ଏହା ସେମାନେ ଭିକେ ପାଣ୍ଡିଆନ ଙ୍କ ବୁଦ୍ଧିରେ କରିଛନ୍ତି ବୋଲି ବ୍ୟକ୍ତି ଜଣକ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଲୋକ ମାନଙ୍କୁ ଲାଜ ଲାଗିବା କଥା କି ସେ ଜଣେ ତାମିଲ ବୁଦ୍ଧିରେ ଆସି ଜଣେ ଓଡିଆ କୁ ପିଟୁ ଛନ୍ତି। ଗଞ୍ଜାମରେ ମଧ୍ଯ ଗୁଣ୍ଡା ଗିରୀ ଦେଖାଇବା ପାଇଁ ସେ ବାରଣ କରିଛନ୍ତି।
ସେ କହିଥିଲେ କି ଯେଉଁ ମାନେ ଭିକେ ପାଣ୍ଡିଆନ ଙ୍କ କଥାରେ ପ୍ରଦୀପ ପାଣିଗ୍ରାହୀ ଙ୍କ ଦେହରେ ହାତ ମାରିଛନ୍ତି ତାଙ୍କ ଅବସ୍ଥା ଖରାପ ହେବ ବୋଲି ବ୍ୟକ୍ତି ଜଣକ ଖୋଲାଖୋଲି ଭାବରେ ଧମକ ଦେଇଛନ୍ତି।
ବ୍ୟକ୍ତି ଜଣକ ଏହି ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଥିବା ବେଳେ ଏହା ଜଣକ ଫୋନ ରୁ ଅନ୍ୟ ଜଣକ ଫୋନ କୁ ଘୁରି ବୁଲୁଛି ତେବେ ଏହା ଉପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.