Movie prime

ଚାହୁଁ ଚାହୁଁ ଘଟିଗଲା ବଡ ଅଘଟଣ ଦେଖନ୍ତୁ ଶୋଇଥିଲେ ମାଲିକ କୁକୁର ସିଧା ଝାମ୍ପିନେଲା ବାଘ Viral Video

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଆଜ୍ଞା ହଁ ଭିଡିଓ ଟିରେ ଦେଖିବାକୁ ମିଳିଛି କି ନିଜ ମାଲିକ ସହ କୁକୁରଟି ସୋଇଛି। ଆଉ ଏହାପରେ ସେଠାରୁ ଏକ ବାଘ ଆସି ଝାମ୍ପି ନେଇ ଯାଇଛି। ଏହି ଘଟଣା ଜଙ୍ଗଲରେ ନୁହେଁ ବରଂ ସହରରେ ଘଟିଛି ଏହି ଘଟଣା।
ଏବେ ମାତିବା ରେ ଲାଗିଛି କଲରା ପତରିଆ ବାଘର ଆତଙ୍କ। ମହାରାଷ୍ଟ୍ର ର ପୁନେ ରୁ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣାର ସିସି ଟିଭି ଭିଡିଓ ମଧ୍ୟ ବର୍ତ୍ତମାନ୍ ଖୁବ ଭାଇରାଲ୍ ହେବାରେ ଲାଗିଛି।
Special report
ଏହି ଭାଇରାଲ୍ ଭିଡିଓ ରେ ଦେଖିବାକୁ ମିଳିଛି କି ଭୋର ରାତିରେ ଏକ ବ୍ୟକ୍ତି ସୋଇଥିବା ବେଳେ ତାଙ୍କର ପାଖକୁ ଲାଗି ତାଙ୍କର ଏକ ପୋଷା କୁକୁର ଟିଏ ମଧ୍ୟ ସୋଇ ରହିଛି।
ଏହାରି ମଧ୍ୟରେ ଦେଖୁ ଦେଖୁ ଏକ କଲରା ପତରିଆ ବାଘ ଧୀରେ ଧୀରେ ଆସି ମାଲିକ ଠାରୁ ଟିକିଏ ଦୁରରେ ସୋଇଥିବା କୁକୁରକୁ ଶିକାର କରୁଛି। ଏହି ସମୟରେ କୁକୁରର ମାଲିକ ଖଟ ଉପରେ ଅଚିନ୍ତା ନିଦରେ ଶୋଇଛନ୍ତି।
ଏହାପରେ ସେ କୁକୁର ର ପାଟି ଶୁଣିବା ପରେ ଉଠି ପଡ଼ି ଯାହା ଦେଖନ୍ତି ତାହା ତାଙ୍କ ଆଖିକୁ ବିଶ୍ଵାସ ହେଲା ନାହିଁ। ମାଲିକ ଜଣକ ଅଳ୍ପକେ ମୃ-ତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ।
ହେଲେ ତାଙ୍କର ପ୍ରିୟ କୁକୁରକୁ ତାଙ୍କୁ ସବୁ ଦିନ ପାଇଁ ହରାଇବାକୁ ପଡ଼ିଲା। ଭିଡିଓ ଦେଖିବା ପରେ ସୋସିଆଲ ମିଡ଼ିଆ ର ୟୁଜର ମାନଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଠିବାରେ ଲାଗିଛି।
କାରଣ ସମସ୍ତ ବିପଦ ର ଆଭାସ ସର୍ବ ପ୍ରଥମେ ସବୁ ଠାରୁ ବିଶ୍ଵସ୍ଥ ପ୍ରାଣୀ କୁକୁର ହିଁ ଜାଣି ପାରି ଥାଏ। ମାତ୍ର ବାଘ ଟି ଏତେ ପାଖକୁ ଆସି ଯାଇଥିଲେ ସୁଦ୍ଧା କୁକୁର କିଭଳି ଜାଣି ପାରିଲା ନାହିଁ ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.