Movie prime

ବାଇକ୍ ରେ ଯାଉଥିବା ବେଳେ ଅଚାନକ ଗାଡ଼ି ଚକା ଆଗରୁ ଆସିଗଲା Anaconda ସାପ, କ୍ୟାମେରା ରେ ହୋଇଗଲା ରେକର୍ଡ ନହେଲେ ଆପଣ ମଧ୍ୟ ବିଶ୍ଵାସ କରି ନଥାନ୍ତେ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଥିବା ଅନେକ ପ୍ରକାରର ଘଟଣା ସମ୍ପର୍କ ରେ ଦେଖିବାକୁ ପାଉଥିବେ।
ପ୍ରତ୍ୟେକ ଥର ସୋସିଆଲ ମିଡ଼ିଆ ରେ ଏଭଳି କିଛି ଭିଡିଓ ଭାଇରାଲ୍ ହୋଇଥାଏ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇ ଯାଆନ୍ତି।
ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଥିବା ଏଭଳି ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ କି ବାଇକ୍ ଚାଳକ ମାନେ ଅସାବଧାନତା ଅବଲମ୍ବନ କରନ୍ତି।
ଏବଂ ଅସାବଧାନତା ସହକାରେ ବାଇକ୍ ଚଲେଇ ଥାଆନ୍ତି। ଏଥିପାଇଁ ମଧ୍ୟ ସେମାନେ ଦୁର୍ଘଟଣା ଗସ୍ଥ ହୋଇ ତାଙ୍କର ହାଡ଼ ଗୋଡ଼ ମଧ୍ୟ ଭାଙ୍ଗି ଯାଇଥାଏ।
ତେବେ ଆପଣ ମାନେ ଥରେ ଭାବି ଦେଖନ୍ତୁ ଯଦି ଟ୍ରକ ଚାଳକ ମାନେ ମଧ୍ଯ ଏଭଳି ଗାଡ଼ି ଚଳାଇବେ ତେବେ କଣ ହେବ। ଯଦି ଏକ ସାଧାରଣ ବାଇକ୍ ଦ୍ବାରା ଏତେ କ୍ଷତି ହୋଇ ଯାଉଛି ତେବେ ଟ୍ରକ ଦ୍ବାରା ସମ୍ପୁର୍ଣ୍ଣ ଜୀବନ ହିଁ ଚାଲିଯିବା ର ସମ୍ଭାବନା ଅଛି।
ଆମେ ଏବେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ ଆପଣ ମାନେ ଦେଖିବାକୁ ପାଇବେ କି କିଭଳି ଏକ ଟ୍ରକ ଚାଳକ ଆନାକୁଣ୍ଡା ସାପ ଭଳି ଟ୍ରକ ଚଲାଉଛନ୍ତି।
ଯାହା ଦ୍ୱାରା ସେ ତାଙ୍କ କଡ଼ ରେ ଯାଉଥିବା ବାଇକ୍ ଆରୋହୀ ଙ୍କୁ ଧକ୍କା ମଧ୍ୟ ଦେଇ ଦେଉଛନ୍ତି। ଏହା ଫଳରେ ବାଇକ୍ ଆରୋହୀ ଜଣକ ଯାହା ସହ କି ଏକ ଛୋଟ ପିଲା ମଧ୍ୟ ଅଛି ସେ ଯାଇ ବିଲ ଭିତରେ ପଡି ଯାଉଛନ୍ତି। ଏହାପରେ ଟ୍ରକ ଚାଳକ ଜଣକ ସେଠାରୁ ପଳାଇ ଯାଇଛନ୍ତି।
ସ୍ଵଭାଗ୍ୟ ବଶତଃ ଦୁହିଁଙ୍କର କିଛି କ୍ଷତି ହୋଇ ନାହିଁ। ଦୁହେଁ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ମଧ୍ୟ ଅଛନ୍ତି। ହେଲେ ଆପଣ ମାନେ ଜାଣି ପାରୁଥିବେ କି ଏହା ଏକ ସାଧାରଣ ଘଟଣା ନୁହେଁ ଏହା ଦ୍ବାରା ଲୋକଙ୍କ ବଡ଼ ବଡ଼ କ୍ଷତି ମଧ୍ୟ ହୋଇ ପାରିଥାନ୍ତା।
ତାଙ୍କ ଜୀବନ ଯିବାର ମଧ୍ଯ ଆଶଙ୍କା ଥିଲା। ଏଠି ଆମେ କହି ରଖିବାକୁ ଚାହିଁବୁ କୌଣସି ଯାନ ଚଳାଇବା ସମୟରେ ନିଜ ଜୀବନ ସହ ଅନ୍ୟ ଜୀବନ କୁ ମଧ୍ୟ ଧ୍ୟାନରେ ରଖି ଗାଡ଼ି ଚଳାନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.