Movie prime

ଷ୍ଟେଜ ରେ ଝିଅ ଅଶ୍ଳିଳ ନାଚ ନାଚୁଥିଲା, ଅଚାନକ ପଛରୁ ଆସି ଯୁବକ ଜଣକ କରିଦେଲା ଏମିତି କାଣ୍ଡ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆ ଦ୍ବାରା ଦିନକୁ ଦିନ ଅନେକ ଭିଡିଓ ମାନ ଭାଇରାଲ୍ ହେବାରେ ଲାଗୁଛି।
ଦିନକୁ ଦିନ ଆମ ସମାଜର ଯୁବପିଢୀ ମାନେ ଏଭଳି ହୋଇ ଗଲେଣି କି ସେମାନେ ନିଜ ସମ୍ମୁଖରେ ଅନ୍ୟ କାହାରି ହେଲେ ମଧ୍ୟ ସମ୍ମାନ କରୁ ନାହାଁନ୍ତି। ସେମାନେ ଏଭଳି କିଛି କାର୍ଯ୍ୟ କରି ବସିଛନ୍ତି ଯାହାକି ଅତ୍ୟନ୍ତ ନିନ୍ଦନୀୟ ଅଟେ।
Viral video
ଆଜ୍ଞା ହଁ ବର୍ତ୍ତମାନ୍ ଯୁବପିଢୀ ମାନେ ତାଙ୍କର ସମସ୍ତ ଶିକ୍ଷା ଦୀକ୍ଷା ଓ ସଂସ୍କାର ଭୁଲି ସାରିଲେଣି। କାହା ସହ ସେମାନେ କେମିତି ବ୍ଯବହାର କରିବେ ତାହା ମଧ୍ୟ ସେମାନେ ଭାବୁ ନାହାଁନ୍ତି।
ଆମେ ଏବେ ଆପଣଙ୍କୁ ସେଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ। ତେବେ ଏହି ଘଟଣାଟି ଘଟି ଯାଇଛି ବାଲିଆ ର ସାହାଟୱାର ପୋଲିସ ଷ୍ଟେସନ ଅନ୍ତର୍ଗତ ଚାନ୍ଦପୁର ଗ୍ରାମରେ।
ସେଠାରେ ଏକ କୌଣସି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସେଠାକୁ ଏକ ନର୍ତ୍ତକୀ ତାଙ୍କର ନୃତ୍ୟ ପରିବେଷଣ ପାଇଁ ଆସୁଥିଲେ। ଆଉ ସେହି ସମୟରେ ହିଁ ସେଠାରେ ଜଣେ ଯୁବକ ଆସି ସେହି ନର୍ତ୍ତକୀ ଜଣକ ସହ ନାଚି ଥିଲେ।
Viral video
ଏହାପରେ ତାଙ୍କୁ ଖରାପ୍ ଇଙ୍ଗିତ କରିବା ସହ ତାଙ୍କୁ ସ୍ପର୍ଶ କରି ତାଙ୍କ ସହ ଖରାପ୍ ବ୍ୟବହାର ମଧ୍ୟ କରିଥିଲେ। ଆଉ ଯୁବକ ଜଣଙ୍କ ଏଭଳି ବ୍ଯବହାର ସେହି ନର୍ତ୍ତକୀ ଜଣଙ୍କୁ ବିଲକୁଲ ପଶନ୍ଦ ଆସି ନଥିଲା।
ଯାହା ଫଳରେ କି ନର୍ତ୍ତକୀ ଜଣକ ତାଙ୍କୁ ଏକ ଚାପୁଡା ମାରିଥିଲେ। ଏହାପରେ ଯୁବକ ଜଣକ ମଧ୍ୟ ରାଗି ଯାଇ ଉକ୍ତ ଯୁବତୀ ଜଣକୁ ଏକ ଚାପୁଡା ମାରିଥିଲେ ।ଏହାପରେ ସେଠାକାର ସ୍ଥାନୀୟ ଲୋକ ମାନେ ଆସି ତାଙ୍କୁ ଅଟକାଇ ଥିଲେ।
ଏବେ ଯୁବତୀ ଜଣକ ଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏବଂ ଲୋକ ମାନେ ଏହି ଯୁବକ ଜଣକ ଙ୍କୁ ଖୁବ ନିନ୍ଦା ମଧ୍ଯ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.