Movie prime

ଭାଉଜ ପ୍ରେମ ମିଠା, ସ୍ଵାମୀ ନଥିଲା ବେଳେ ଡାକିଲା ସ୍ତ୍ରୀ ଆଉ ତାପରେ ଯାହା ହେଲା....

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏଭଳି କିଛି ଖବର ଭାଇରାଲ ହେଉଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏବେ ଏଭଳି କିଛି ଖବର ବିଷୟରେ ଆପଣମାନେ ଜାଣିବାକୁ ପାଇବେ ଯାହା ଆପଣଙ୍କ ମନରେ ଅନେକ ଭାବନା ସୃଷ୍ଟି କରିବ । ଏମିତି କିଛି ଘଟଣା ଏବେ ସୋସିଆଲ ମିଡିଆରେ ଘଟି ଚାଲିଛି । ଏହି ଘଟଣାକୁ ନେଇ ଅନେକ କଥା ବି ଆସୁଛି ।
ଆଜିକା ଯୁଗରେ ଆଉ କାହାକୁ ବି ବିଶ୍ବାସ ନାହିଁ । ସେ ନିଜ ସ୍ବାମୀ ହେଉ ବା ସ୍ତ୍ରୀ କାହାକୁ ବିଶ୍ବାସ ନାହିଁ । ଜଣେ ପୁରୁଷ ମହିଳାଙ୍କୁ ବିବାହ କରି ମଧ୍ୟ ସ୍ତ୍ରୀ ଆଉ ଛୁଆ ଥାଉ ଥାଉ ପର ମହିଳା ସହ ପରକୀୟା ପ୍ରୀତି ଭାବ କରୁଛି ।
ଆଉ ଏଭଳି ସ୍ତ୍ରୀ ମଧ୍ୟ ବିବାହ ପରେ ସ୍ବାମୀ ଏବଂ ଛୁଆକୁ ଛାଡି ଏଭଳି ପରପୁରୁଷ ସହ କାମ କରୁଛି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ଏହିଭଳି ଘଟଣା ଆଜିକା ଅଞ୍ଚଳରେ ବହୁତ ପରିମାଣରେ ଘଟୁଛି । ଏବେ ଏକ ଘଟଣା ସାମ୍ନାକୁ ଆସିଛି ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ମହିଳା ସ୍ବାମୀ ଡ୍ୟୁଟି ଯିବା ପରେ ଏଭଳି ନିର୍ଲଜ୍ଜ କାମ କରିଛନ୍ତି ଯାହା ଏହି ସମାଜକୁ କଳୁଷିତ କରୁଛି । ଏହି ମହିଳା ଜଣକ ଏଭଳି କାମ କରିବା ପୂର୍ବରୁ ଟିକେ ବି ଭାବିଲେ ନାହିଁ କି ଏଭଳି କାମ କରିଲେ ତାଙ୍କ ଇଜ୍ଜତ ବି ଯିବ ।
ଆଉ ସ୍ବାମୀ କି ପିଲାଛୁଆ କଥା ଟିକେ ବି ଭାବୁ ନାହାଁନ୍ତି । ଏହି ଭିଡିଓରେ ଆପଣ ଦେଖିପାରିବେ ଜଣେ ମହିଳା ସ୍ବାମୀ କାମକୁ ଯାଇସାରିବା ପରେ ତାର ପ୍ରେମିକ ପାଖକୁ କଲ୍ କରି ଏଭଳି ନିର୍ଲଜ୍ଜ କଥା ହେଉଛି ଯାହା ଶୁଣିଲେ ଖରାପ ଲାଗିବ ।
ଏହି ମହିଳା ଜଣକ କେବଳ ସାଧାରଣ କଲ୍ କରିନାହାନ୍ତି ତାଙ୍କ ପ୍ରେମିକ ପାଖକୁ ଭିଡିଓ କଲ କରିଛନ୍ତି । ଆଉ ସ୍ବାମୀ ନଥିବାର ଫାଇଦା ଉଠାଇ ସେହି ମହିଳା ଜଣକ ପ୍ରେମିକ ସହ ବାର୍ତ୍ତାଳାପ କରି ଏଭଳି ସବୁ କାମ କରିଛନ୍ତି ଯାହା ନିନ୍ଦନୀୟ ଅଟେ ।
ଆଉ ସେ କଥା ହୋଇ ହସୁଥିବାର ଦୃଶ୍ୟ ମଧ୍ୟ ଆପଣ ଏହି ସୋସିଆଲ ମିଡିଆରେ ଦେଖିପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ଏହି ମହିଳା ଜଣକ ନାରୀ ଜାତି ପାଇଁ କଳଙ୍କ ଅଟନ୍ତି ।