Movie prime

ଏହି ଝିଅ ଟେ ପୁଅ ଙ୍କୁ କହିଲା ଏମିତି କଥା, ଆପଣ ବି ଶୁଣିଲେ ଆପଣ ବି ଲାଜେଇ ଯିବେ , ear phone ଦେଇ ଶୁଣିବେ

 
Special Report
ଆପଣମାନେ ଜାଣିଥିବେ ଏପରି ମହିଳାମାନେ ଓ ଯୁବତୀ ମାନେ ଅଛନ୍ତି ଯେଉଁମାନେ ଭିଡିଓ କରି ଦର୍ଶକ ମାନଙ୍କୁ ଅନେକ କଥା କହିଥାନ୍ତି।ସେହିଭଳି ଏକ ଯୁବତୀ ଙ୍କ ଭିଡିଓ ଯିଏ ଶୁଣୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
ଯୁବତୀ ଜଣକ ଭିଡ଼ିଓରେ ଝିଅ ମାନଙ୍କୁ ନେଇ କିଛି କଥା କହିଛନ୍ତି।ଯୁବତୀ ଜଣଙ୍କ ଭିଡିଓ ରେ କହିଛନ୍ତି ଯେ ଯଦି ଜଣେ ସ୍ତ୍ରୀ ଙ୍କୁ କୌଣସି କାରଣରୁ ତାଙ୍କ ଶାଶୁଘରେ ଲୋକେ ସ୍ବାମୀଙ୍କ ସାମ୍ନାରେ ତାଙ୍କୁ ଅପମାନ କରିଥାନ୍ତି ତାହେଲେ ସେଠୀ ସ୍ବାମୀ ଚୁପ ରହିଥାନ୍ତି।
ପ୍ରତିବାଦ କରନ୍ତି ନାହିଁ।ସେହିଭଳି ଯଦି ଜ୍ବାଇଁ ଙ୍କୁ ତାଙ୍କ ଶଶୁର ଘର ଲୋକେ କୌଣସି କାରଣରୁ ଅପମାନିତ କରିଥାନ୍ତି ତାହେଲେ ସେଠୀ ଯଦି ସ୍ତ୍ରୀ ଉପସ୍ଥିତ ରହିଥାଏ କେବେ ହେଲେ ବି ଚୁପ ହୋଇ ରହି ପାରନ୍ତି ନାହିଁ।ନିଶ୍ଚିନ୍ତ ଭାବରେ ପ୍ରତିବାଦ କରିଥାନ୍ତି।
Special Report
ବାପ ଘର ସହିତ ସମ୍ପର୍କ ରହୁ କି ନ ରହୁ ସେ ବିଷୟରେ କିଛି ଚିନ୍ତା କରନ୍ତି ନାହିଁ।ସେ ସ୍ବାମୀ ଙ୍କ ସପୋର୍ଟ ରେ କହିଥାନ୍ତି।କାରଣ ଜଣେ ଝିଅ ଜାଣିଛି ଯେ ବିବାହ ପରେ ତା ସ୍ଵାମୀ ତାର ସବୁକିଛି।
ସ୍ତ୍ରୀ ତାଙ୍କ ସ୍ଵାମୀଙ୍କ ଉପରେ ରାଗିବେ,ଝଗଡ଼ା କରିବେ,ଯାହା ପାରିବେ ତାହା କହିବେ।କିନ୍ତୁ ତାଙ୍କ ସାମ୍ନାରେ ଯଦି କିଏ ତାଙ୍କ ସ୍ବାମୀ ଙ୍କୁ କଟୁ କଥା କହିଥାନ୍ତି କି ଗାଳି କରିଥାନ୍ତି ତାହା ସେ ସହି ପାରନ୍ତି ନାହିଁ।
ସଙ୍ଗେ ସଙ୍ଗେ ସ୍ବାମୀ ଙ୍କ ସପୋର୍ଟ ରେ କହିଥାନ୍ତି।ତେଣୁ ଯୁବତୀ ଜଣଙ୍କ ସବୁ ସ୍ଵାମୀ ମାନଙ୍କୁ କହିଛନ୍ତି ଯେ ବେଳେ ବେଳେ ସ୍ତ୍ରୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ,ଅତ୍ୟାଚାର ଆଉ ଅପମାନ ପାଇଁ ମୁହଁ ଖୋଲନ୍ତୁ।
କାରଣ ସେ କାହା ଭରସା ରେ ନୁହେଁ କେବଳ ସ୍ତ୍ରୀ ଜଣଙ୍କ ତାଙ୍କ ସ୍ଵାମୀ ଙ୍କ ଭରସା ରେ ଘରକୁ ଯାଇଥାନ୍ତି।ଯୁବତୀ ଙ୍କ ଏଭଳି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
ଆଉ ଯୁବତୀ ଜଣଙ୍କ ଠିକ୍ କହିଛନ୍ତି ବୋଲି ଦର୍ଶକ ମାନେ କହୁଛନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.