Movie prime

ଲଜ୍ୟାଜନକ ଭିଡିଓ ,ଭୁଲ ରେ ବି ସକାଳେ ଦେଖନ୍ତୁ ନାହିଁ

 
Special report
ବର୍ତମାନ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଆପଣମାନେ ଜାଣିଥିବେ ଆଜିକାଲି ର ଯୁବପିଢି ମାନେ ପ୍ରେମ ପାଇଁ ପାଗଳ ହୋଇ ଯାଉଛନ୍ତି।
କେବଳ ଛୋଟ ପିଲାମାନେ ନୁହେଁ ବିବାହିତ ମହିଳା ଆଉ ପୁରୁଷ ମାନେ ମଧ୍ୟ ପ୍ରେମ ପାଇଁ ସବୁକିଛି ଭୁଲି ଯାଉଛନ୍ତି।ବିବାହିତ ହୋଇ ମଧ୍ୟ ମହିଳା ମାନେ ଅନ୍ୟ ପୁରୁଷ ଙ୍କ ସହିତ ସମ୍ପର୍କ ରଖୁଛନ୍ତି।
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି।ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ବିବାହିତ ହୋଇ ମଧ୍ୟ ଜଣେ ଯୁବକ ଙ୍କୁ ଭଲ ପାଉଛନ୍ତି।
ମହିଳା ଜଣଙ୍କ ସମ୍ପର୍କ ରେ ଯୁବକ ଙ୍କ ର ଖୁଡି ହେବେ।ମହିଳା ଙ୍କ ସ୍ବାମୀ ଯେତେବେଳେ ଘରୁ ଚାଲି ଯାଇଥାନ୍ତି ସେତେବେଳେ ମହିଳା ଜଣଙ୍କ ଯୁବକ ଙ୍କ ପାଖକୁ ଆସିଥାନ୍ତି।ଆଉ ତାଙ୍କ ସହିତ କଥା ହୁଅନ୍ତି। ଏ ବିଷୟରେ କେହି କିଛି ଜାଣି ନଥିଲେ।
ଭିଡିଓ ରେ ଦେଖିବାକୁ ମିଳିଛି ଯେ ଯୁବକ ଜଣଙ୍କ ତାଙ୍କ ରୁମ ରେ ସୋଇଥିଲେ।ଏହାପରେ ମହିଳା ଜଣଙ୍କ ଯୁବକ ଙ୍କ ରୁମ୍ କୁ ଆସି ତାଙ୍କୁ ଉଠାଇ ଦେଇଥିଲେ।
ଏତିକି ବେଳେ ଯୁବକ ଜଣଙ୍କ ସେହି ସମୟର ଦୃଶ୍ୟ ତାଙ୍କ ଫୋନ ରେ ରେକର୍ଡ କରି ଦେଇଥିଲେ।ଖୁଡି ଯିଏ କି ଯୁବକଙ୍କ ମା ସମାନ ହେବେ। ଖୁଡ଼ି ନିଜ ପୁଅ ବୟସର ପୁଅକୁ ଭଲ ପାଉଛନ୍ତି।ଏହା ଦେଖି ସମସ୍ତେ ନିନ୍ଦା କରୁଛନ୍ତି।
ଏହି ଘଟଣା ଟି କିଛି ନୂଆ ନୁହେଁ।ଏଭଳି ଘଟଣା ସବୁବେଳେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।କେତେବେଳେ ପ୍ରେମୀ ଯୁଗଳ ମାନେ ଘରେ ମିଛ କହି କେଉଁଆଡେ ଫେରାର ହୋଇ ଯାଉଛନ୍ତି।
ସେହିଭଳି ବିବାହିତ ହୋଇ ମଧ୍ୟ ଆଉ ଥରେ ବାହା ମଧ୍ୟ ହୋଇ ଯାଉଛନ୍ତି।ବର୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.