Movie prime

ବ୍ୟସ୍ତ ବହୁଳ ରାସ୍ତା ମଝି ରେ ଅଚାନକ ପଶିଗଲା ମଦୁଆ ସ୍କୁଟି ଡ଼୍ରାଇଭର ଆଉ ତାପରେ ଯାହା ହେଲା ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ ଯାହାକି ପ୍ରଚୁର ମାତ୍ରାରେ ଭାଇରାଲ୍ ହୋଇଥାଏ। ଏଭଳି ଭିଡିଓ ମଧ୍ଯ ଲୋକ ମାନେ ଦେଖି ଖୁବ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇ ଥାଆନ୍ତି।
ତେବେ ଆପଣ ମାନେ ଅକସ୍ମାତ ଦୁର୍ଘଟଣା କୁ ନେଇ ଅନେକ ଭିଡିଓ ମଧ୍ୟ ଦେଖିଥିବେ। ଆପଣ ମାନେ ଜାଣିଥିବେ କି ରାସ୍ତାରେ ଗାଡ଼ି ଚଳାଇବା ସମୟରେ ନିଶ୍ଚିତ ଭାବର ଆମକୁ ସଚେତନତା ଅବଲମ୍ବନ କରିବା ଉଚିତ।
କାରଣ ଯଦି ଆମେ ଏଭଳି ନକରିବା ତେବେ ଆମ ସହ କେତେ ବେଳେ ବି କଣ ହୋଇ ପାରେ। ତେବେ ଏହି ସମ୍ପର୍କ ରେ ଆମେ ଆପଣଙ୍କୁ ଏକ ଭିଡିଓ ମଧ୍ଯ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ଜାଣି ପାରିବେ କି
ଏଭଳି ଅସାବଧାନତା ହେବାର କାରଣ କଣ ଯେ ହୋଇ ପରେ। ତେବେ ଦେଖାନ୍ତୁ କିଭଳି ଭାବରେ ଜଣେ ସ୍କୁଟି ଚାଳକ ରାସ୍ତାର ଅପରପକ୍ଷରେ ଛିଡ଼ା ହୋଇଛନ୍ତି। ଏବଂ ସେ ଏହି ରାସ୍ତାକୁ ପାର ହେବାକୁ ଚାହୁଁଛନ୍ତି।
ହେଲେ ସେ ରାସ୍ତାର ଦୁଇ ପାର୍ଶ୍ଵ କୁ ନଅନାଇ ରାସ୍ତା ପାର ହେଉଛନ୍ତି ଏବଂ ସେ ଅପର ପକ୍ଷକୁ ଆସିବା ସମୟରେ ହିଁ ସେଠାରେ ଏକ କାର ବିପରୀତ ପାର୍ଶ୍ଵ ରୁ ଆସି ତାଙ୍କୁ ଧକ୍କା ଦେଇଛି। ଆଉ ଏହା ଏଭଳି ଭୟଙ୍କର ଭାବରେ ଧକ୍କା ଦେଇଛି କି ବୋଧ ହୁଏ
ଏହାପରେ ଆଉ ସେ ସ୍କୁଟି ଚାଳକ ଜଣକ ଆଉ ଜୀବିତ ନଥିବେ। ଏଠାରେ ସେହି କାର ଡ଼୍ରାଇଭର ଜଣକ ମଧ୍ୟ ରୋଡ କ୍ରସିଂ ଦେଖି ନିଶ୍ଚିତ ଭାବରେ ତାଙ୍କ କାର କୁ ଆସ୍ତେ ଚଳାଇବାର ଥିଲା।
ଯଦି ସେ ଆସ୍ତେ ମଧ୍ଯ ଚଳାଇ ଥାଆନ୍ତେ ତେବେ ବୋଧ ହୁଏ ଏତେ ବଡ଼ ଦୁର୍ଘଟଣା ହୋଇ ନଥାନ୍ତା। ଏହି ଦୁର୍ଘଟଣା ରେ ଦୁଇ ଚାଳକ ଙ୍କ ସମାନ ଭାବରେ ଭୁଲ ଅଛି। ଏହି ଭିଡିଓ ଟି ସିସି ଟିଭି କ୍ୟାମେରା ରେ କଏଦ ହୋଇଥିବା ବେଳେ
ଏହା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଲୋକ ମାନେ ମଧ୍ୟ ଡ୍ରାଇଭର ଙ୍କ ଏଭଳି ବ୍ୟବହାର କୁ ଖୁବ ନିନ୍ଦା ମଧ୍ୟ କରିଛନ୍ତି । ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.