Movie prime

ରାତିରେ ଏହି ଛୋଟ ଛୋଟ ଡ୍ରେସ ପିନ୍ଧାଇ ଦେଖାଉଥିଲେ ଏହି ଭିଡିଓ ନ ନାଚିଲେ କିଛି କରୁଥିଲେ ଏମିତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରମାଦେବୀରେ ରାଗିଂ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ରୀ। ଛାତ୍ରୀଙ୍କ ଅଭିଯୋଗ ଯେ ରମାଦେବୀ ଜୁନିୟର କଲେଜ ହଷ୍ଟେଲର୧ ନମ୍ବର ରୁମ୍ ରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଛି ।
Special report
ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ରୁମ୍‌ରେ ତାଙ୍କୁ ଏକ ଘରକିଆ କରି ରଖାଯାଉଥିଲା । ତାଙ୍କ ପୋଷାକପତ୍ର, ଜୋତା ଅଲଗା ରଖିବାକୁ କୁହାଯାଉଥିଲ। ସେ ଓଡ଼ିଆ ମିଡିୟମ ଛାତ୍ରୀ ହୋଇଥିବା ବେଳେ ତାଙ୍କ ରୁମମେଟ୍‌ମାନେ ଇଂଲିଶ ମିଡିୟମ ଛାତ୍ରୀ । 
ତେଣୁ ସେମାନେ ଏପରି ପାତରଅନ୍ତର କରୁଥିବା ଛାତ୍ରୀଜଣକ ଅଭିଯୋଗ କରିଛନ୍ତି। ଏବଂ ରୁମରେ ଅଶ୍ଳୀଳ ଭିଡିଓ ଦେଖିବାରେ ବାଧ୍ୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରୀ ଜଣକ। ତେବେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବି ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ଜଣକ।
Special report
ଏହା ପରେ ଗଣଶିକ୍ଷା ବିଭାଗକୁ ଲିଖିତ ଅଭିଯୋଗ ଜଣାଇଛନ୍ତି। ଅଭିଯୋଗ ପାଇବା ପରେ ପୁରା ଘଟଣାର ତଦନ୍ତ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛି ଗଣ ଶିକ୍ଷା ବିଭାଗ। 
ରମାଦେବୀ ଭଳି ଏକ ପ୍ରତିଷ୍ଠିତ କଲେଜରେ ଜଣେ ରାଗିଙ୍ଗ ଦମନ ପାଇଁ ଜଣେ କଡା ପ୍ରଶାସନିକ ଅଧିକାରୀଙ୍କ ଆବଶ୍ୟକତା ରହିଛି ବୋଲି ଅଭିଭାବକ ମହଲରେ ଦାବି ହୋଇଛି।
Special report
ସେପଟେ ଅଭିଯୋଗର ସତ୍ୟତା ନଥିବା କହିଛନ୍ତି ରମାଦେବୀ କଲେଜର ଅଧ୍ୟକ୍ଷ। ତେବେ ବନ୍ଧୁଗଣ ରାଗିଂ ସ୍ଥିତିର ସାମ୍ନା କରିଥିବା ଏହି ଯୁକ୍ତ ଦୁଇ ଛାତ୍ରୀ, ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି। 
ଫଳରେ ଗଣଶିକ୍ଷା ବିଭାଗକୁ ଲିିଖିତ ଭାବେ ନିଜର ଅଭିଯୋଗ ଜଣାଇଛନ୍ତି ସଂପୃକ୍ତ ଛାତ୍ରୀ। ସୂଚନା ଅନୁସାରେ- ଛାତ୍ରୀ ଜଣକ ନିଜର ପରିବାର ଓ କଲେଜ ପର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।
ବାପା-ମାଙ୍କ ଉପସ୍ଥିତିରେ କଲେଜ୍ କର୍ତ୍ତୃପକ୍ଷ ଛାତ୍ରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ବନ୍ଧୁଗଣ ଘଟଣା ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.