Movie prime

ଦେଖନ୍ତୁ ଏହି ଭିଡିଓ ରେ ସମସ୍ତଙ୍କ ଲୋକପ୍ରିୟ ଅଭିନେତ୍ରୀ ଦେବଜାନୀ ଗାଁ ରେ ଆଈଙ୍କ ସହ କେମିତି କରୁଛନ୍ତି ମସ୍ତି

 
Special Report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଦେବଜାନୀ ଦେଗୁରିଆ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀ ଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଏବଂ ଆଲବମ ରେ ଅଭିନୟ କରିଛନ୍ତି।ଅଭିନେତ୍ରୀ ଦେବଜାନୀ ମେ ୧୫ ତାରିଖ ୧୯୮୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ।
ତାଙ୍କ ମା ଙ୍କ ନାମ ହେଉଛି ମିତା ଦେଗୁରିଆ।ଆଉ ପିତାଙ୍କ ନାମ ହେଉଛି ମିହିର ଚନ୍ଦ୍ର ଦେଗୁରିଆ।ତାଙ୍କ ଘର ହେଉଛି ବାଲେଶ୍ଵର।ଅଭିନେତ୍ରୀ ଦେବଜାନୀ ଜଣେ ବେଙ୍ଗୋଲି ଝିଅ ଅଟନ୍ତି।
ତାଙ୍କ ବାପା ବାଲେଶ୍ଵର ରେ ଚାକିରି କରୁଥିଲେ ବୋଲି ଅଭିନେତ୍ରୀ ଦେବଜାନୀ ଓଡ଼ିଶା ରେ ରହୁଥିଲେ।ସେ ଏଫ୍ ଏମ କଲେଜ ବାଲେଶ୍ଵର ରେ ପାଠ ପଢିଥିଲେ।ଅଭିନେତ୍ରୀ ଦେବଜାନୀ ୨୦୦୪ ରୁ ଅଭିନୟ କରିବା ଆରମ୍ଭ କରିଥିଲେ।
ସେ ରଙ୍ଗିଲା ଟୋକା ୨୦୧୨ ମସିହାରେ ହାସ୍ୟ ଅଭିନେତା ପପୁ ପମ ପମ ଙ୍କ ସହିତ ଅଭିନୟ କରିଥିଲେ।ଏହି ଚଳଚ୍ଚିତ୍ର ଟି ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା।ଏହାପରେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।
ଦର୍ଶକ ମାନଙ୍କୁ ତାଙ୍କ ଆଲବମ ବହୁତ ପସନ୍ଦ ଆସିଥାଏ।ବର୍ତମାନ ଯେଉଁ ଭିଡିଓ ଭାଇ ରାଲ ହୋଇଛି ସେଥିରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ଦେବଜାନୀ ତାଙ୍କ ଆଇ ଙ୍କ ସହିତ ବହୁତ ମଜା ମସ୍ତି କରୁଛନ୍ତି।
ଅନେକ ଛୋଟ ଛୋଟ ପିଲା ମାନଙ୍କ ସହିତ ଫଟୋ ମଧ୍ୟ ଉଠାଇଛନ୍ତି।ଏକ ଛୋଟ ଚାଳ ଘରେ ବସି ଅଭିନେତ୍ରୀ ଦେବଜାନୀ ଫଟୋ ଉଠାଇଛନ୍ତି।ଆପଣମାନେ ଜାଣିଥିବେ ଅଭିନେତ୍ରୀ ଦେବଜାନୀ ଅନେକ ସମୟରେ
 ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଫଟୋ ଆଉ ଭିଡିଓ ସେୟତ କରିଥାନ୍ତି।ବର୍ତମାନ ମଧ୍ୟ ସୁନ୍ଦର ସୁନ୍ଦର ଫଟୋ ସେୟାର କରିଛନ୍ତି।ଯାହାକି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.