Movie prime

ହରିଣକୁ ନେଇ ଆସିଲା ଏମିତି ଏକ ଆଶ୍ଚର୍ୟ୍ଯ ଜନକ ଭିଡିଓ ଯାହା ଦେଖିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ ଦେଖନ୍ତୁ ଏହି VIRAL VIDEO

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଆଜିକାଲି ଭାଇରଲ ହୋଇଥାଏ। ଏପରି ଗୋଟିଏ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେଉଛି।
ବନ୍ୟ ପ୍ରାଣୀ ଶିକାରର ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯେଉଁଥିରେ ଗୋଟିଏ ସାପକୁ ହରିଣ ଶିକାର କରୁଥିବାର ଦେଖିବାକୁ ମିଳୁଛି। 
କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଶିକାରର ଏକ ଲାଇଭ୍ ଦୃଶ୍ୟ ଅତାବ ରୋମାଞ୍ଚକର ଅନୁଭୁତି ଆଣିଥିଲା । ଜଙ୍ଗଲ ମଝିରେ ଯାଇଥିବା ଏକ ରାସ୍ତା ଉପରେ ହରିଣକୁ ଦେଖି ଖୁସି ହେଉଥିବା ପର୍ଯ୍ୟଟକମାନେ
 ସେହି ହରିଣର ଶିକାର ହେବା ଦେଖିଛନ୍ତି। ତେବେ ବନ୍ଧୁଗଣ ସମସ୍ତେ ଜାଣନ୍ତି ହରିଣ ହେଉଛି ଏକ ତୃଣ ଭୋଜି ପ୍ରାଣୀ। ହେଲେ ସେ ସାପ କେମିତି ଖାଇପାରିବ। 
ହରିଣ କେବଳ ଘାସ ପତ୍ର ଖାଇ ବଞ୍ଚିଥାଏ। ଚିଡ଼ିଆଖାନାରେ ମଧ୍ୟ ହରିଣ ଘାସ ପତ୍ର ଖାଉଥିବାର ଦେଖିବାକୁ ମିଳେ। କିନ୍ତୁ ନିକଟରେ ଏକ ଦୃଶ୍ୟ ଦେଖିବାକୁ ମିଳୁଛି ଯେଉଁଥିରେ ଏକ ହରିଣ ସାପକୁ ଖାଉଛି।
ତେବେ ଅସହ୍ୟ ଭୋକ କାରଣରୁ ବୋଧେ ହୁଏ ହରିଣଟି ସାପ ଖାଇବା ପାଇଁ ବାଧ୍ୟ ହୋଇଥିବାର ଲାଗୁଛି। ପ୍ରକୃତିର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ହରିଣ। 
ଯଦି ଏହାର ଖାଦ୍ୟ ରେ ପରିବର୍ତ୍ତନ ଘଟେ ତେବେ ଜଙ୍ଗଲର ବ୍ୟବସ୍ଥା ବିଗିଡ଼ିବା ମଧ୍ୟ ଏକ ପ୍ରକାର ନିଶ୍ଚିନ୍ତ ହେବ। ତେବେ କୁହାଯାଉଛି ହରିଣ ଘାସ ପତ୍ର ଛଡ଼ା ବେଳେବେଳେ ଛତୁ, ଫୁଲ, ବାଦାମ ଓ ଅଖରୋଟ ଆଗ୍ରହରେ ଖାଇଥାଏ।
ହେଲେ ଏହି ହରିଣର ଭାଇରାଲ ହେଉଥିବା ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।କିଭଳି ଭାବେ ହରିଣ ସାପକୁ ଖାଇ ପାରୁଛି ତାହା ନେଇ ବର୍ତ୍ତମାନ ସବୁଠି ପ୍ରଶ୍ନ ଉଠୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.