Movie prime

କ୍ୟାମେରା ଆଗରେ ଘଟିଲା ଏମିତି କିଛି ଘଟଣା ଯାହାକୁ ଦେଖିଲେ ହିଁ ଆପଣ ବିଶ୍ୱାସ କରିପାରିବେ ଦେଖନ୍ତୁ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ୍ ହେଉଥିବା ଭିଡିଓ ଆମେମାନେ ଦେଖିଥାଉ। ବିଶେଷ କରି ଭୂତ,ପ୍ରେତ କୁ ନେଇ ଆସୁଥିବା ଭିଡିଓକୁ ଦେଖିବାକୁ ଆମମାନଙ୍କ ଭିତରେ ବେଶ୍ ଉଚ୍ଛୁକତା ଥାଏ।
ବେଳେବେଳେ କିଛି ଭିଡିଓ ଫେକ୍ ଲାଗିଥାଏ ତ ଆଉ କେତେବେଳେ ଏକଦମ୍ ସତ ଭଳି ମାନେ ହୁଏ। ତେବେ ଏମିତି କିଛି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। 
୧:- ଏହି ଭିଡିଓରେ ଦେଖିବାକୁ ମିଳୁଛି ୨ ଜଣ ପିଲା ଘର ଭିତରେ ପୁରା ଶାନ୍ତିରେ ବସିଥିଲେ। ଯେମିତି କି ତାଙ୍କର ଉପରେ କିଏ ଯାଦୁ କରିଛନ୍ତି। ହେଲେ ସେହି ପିଲାଙ୍କ ଭାଇଙ୍କୁ କିଛି ଦିନ କେବଳ ଗୋଟେ ଅଜବ ଚେହେରା ନଜର ଆସୁଥିଲା।
ଏହାପରେ ତାଙ୍କ ଭାଇ ନିଜ ଫୋନ୍ କ୍ୟାମେରା ରେ ରେକଡ଼ିଂ ଆରମ୍ଭ କରି ଦେଇଥିଲେ। ତାପରେ ତାଙ୍କ ଭାଇ ଆଲମିରା ଆଡ଼କୁ ନିଜ କ୍ୟାମେରା ବୁଲାଇବାରୁ ତାଙ୍କୁ ଏକ ଅଜବ ଚେହେରା ନଜର ଆସିଥିଲା। ଏବଂ ତାପରେ ତାଙ୍କ ଭାଇ ଆଲମିରା ଖୋଲି ଦେଖିଲା ବେଳକୁ କେହି ନଥିଲେ। 
୨:- ବନ୍ଧୁଗଣ ଇଣ୍ଡୋନେସିଆରେ କିଛି କାମ ପାଇଁ ଜଣେ ବ୍ୟକ୍ତି ଯାଉଥିଲେ। ଏହା ପୂର୍ବରୁ ବ୍ୟକ୍ତି ଜଣକ କେବେ ହେଲେ ଏରୋପ୍ଲେନ୍ ରେ ଯାତ୍ରା କରିନଥିଲେ। ଯାହାଫଳରେ ବ୍ୟକ୍ତି ଜଣକ ତାଙ୍କ ଅନୁଭୂତିକୁ ନିଜ ଫୋନ ରେ ରେକଡ୍ କରିଥିଲେ।
ଏହାପରେ ସେହି ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କୁ ରେକଡ୍ କରିଥିବା ଭିଡିଓକୁ ତାଙ୍କ ପାଖକୁ ପଠାଇଥିଲେ। ଏବଂ ସେହି ଭିଡିଓକୁ ଭଲରେ ଦେଖିଲେ ଲାଗୁଥିଲା କି ସିଟ ରେ କେହି ଜଣେ ବସିଛନ୍ତି। ଏହାପରେ କ୍ୟାମେରା ଯେତେବେଳ ସେହି ସିଟ ପାଖକୁ ଯାଇଥିଲା ସେତେବଳେ ସେଠାରେ କେହି ମଧ୍ୟ ନଜର ଆସିନଥିଲେ। 
୩:- କିଛି ସାଙ୍ଗ ମିଶି ଏକ ହୋଟେଲକୁ ଖାଇବା ପାଇଁ ଯାଇଥିଲେ। ସେଇଠାରେ ସେମାନେ ସମସ୍ତେ ଫଟୋ ଉଠେଇବା ସହିତ ଭିଡିଓ ମଧ୍ୟ କରିଥିଲେ।
କିନ୍ତୁ ସେହି ଭିଡିଓ ରେ ଯାହା ରେକଡ୍ ହେଇଥିଲା ତାହା ସାଧାରଣ ନଥିଲା। ସେହି ଭିଡିଓରେ ଏକ ଅଜବ ଯିବ ଦେଖିବାକୁ ମିଳିଥିଲା। ଯାହା ମଣିଷ ଭଳି ନୁହେଁ ଏକ ଏଲିଏନ୍ ଭଳି ଦେଖିବାକୁ ମିଳିଥିଲା। 
୪:- କିଛି ଦିନ ପୂର୍ବରୁ କିଛି ଲୋକ ଏକ ଅଜବ ଜୀବକୁ ପାଣିରେ ପହଁରୁ ଥିବାର ଦେଖିବାକୁ ପାଇଥିଲେ। ତେବେ ବନ୍ଧୁଗଣ ସମୁଦ୍ରରେ ଅନେକ ପ୍ରକାରର ଜିବ ଅଛନ୍ତି ଯାହା ବିଷୟରେ ଆମେମାନେ ଆଜି ପର୍ଯ୍ୟନ୍ତ ଜାଣିବାକୁ ପାଇନେ। ତେବେ ହେଇପାରେ କି ଏହି ଅଜବ ଜୀବ ସେମାନଙ୍କୁ ଭିତରୁ ଗୋଟେ ହେଇଥାଇ ପାରେ। 
୫:- ୩ ଅକ୍ଟୋବର ୨୦୧୧ ରେ ଏକ ୱସରୁମ୍ ବାହାରେ ଲାଗିଥିବା ସିସିଟିଭି କ୍ୟାମେରେ ରେକଡ୍ ହେଇଥିଲା ଏକ ଭିଡିଓ। ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ଟଇଲେଟ ଭିତରକୁ ହାତ ଧୋଇବା ପାଇଁ ଆସିଥିଲେ।
ଏହାପରେ ଆଉ ଜଣେ ବ୍ୟକ୍ତି ଟଇଲେଟ ଭିତରୁ ଆସିଥିଲେ କିନ୍ତୁ ଟଇଲେଟରେ ଲାଗିଥିବା ମିରୋର୍ ରେ ତାଙ୍କର ଛବି ଦେଖିବାକୁ ମିଳିନଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.