Movie prime

Collage ଝିଅ ର ଗୋଡ଼ ଟେକା ଭିଡିଓ ହୋଇଗଲା viral, ଥରୁଟେ ଦେଖିଲେ ଆପଣ ଙ୍କ ବି ମୁଣ୍ଡ ଘୁରେଇ ଦେବ

 
Viral video
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣମାନେ ଜାଣିଥିବେ ଆଜିକାଲି ସୋସିଆଲ ମିଡ଼ିଆ ଯୁଗ ବହୁତ ଆଗକୁ ଯିବାକୁ ଲାଗିଲାଣି। ତାହା ସହିତ କୁହାଯାଉଛି କି ନିଜର ପ୍ରତିଭାକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ କଷ୍ଟ କରିବାକୁ ପଡ଼ୁନାହିଁ।
ତାହା ସହିତ ସୋସିଆଲ ମିଡ଼ିଆ ଜରିଆରେ ନିଜ ଭିତରେ ଲୁକାୟିତ ହୋଇକି ଥିବା ପ୍ରତିଭାକୁ ଲୋକମାନେ ସୋସିଆଲ ମିଡ଼ିଆ ଜରିଆରେ ସମସ୍ତଙ୍କର ସାମ୍ନାକୁ ଆଣୁଛନ୍ତି। ଆଉ ତାହା ସହିତ ଦର୍ଶକ ମାନଙ୍କର ପ୍ରସଂଶା ମଧ୍ୟ ସାଉଁଟିଥିବା କଥା ମଧ୍ୟ ଦେଖିବାକୁ ମିଳୁଛି। 
ତେବେ ଅନେକ ସମୟରେ ଦେଖିବାକୁ ମିଳିଥାଏ କି ସୋସିଆଲ ମିଡ଼ିଆ ଜରିଆରେ ପିଲାଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ପ୍ରତିଭାକୁ ଦେଖାଇ ବାରେ ଲାଗିଛନ୍ତି।
ଆଉ ସୁନ୍ଦର ଭାବରେ ଗୀତ, ନାଚ ଓ ତାହା ସହିତ ଅଭିନୟ ର ଝଲକ ମଧ୍ୟ ଦେଖାଇ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ।
ବିଶେଷକରି ମୋଜାଦାର ଓ କୌତୁହଳ ପୂର୍ଣ୍ଣ ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଲୋକ ମାନଙ୍କର ଆଗ୍ରହ ଅଧିକ ହୋଇଥାଏ। 
ଆଉ ସେମାନେ ସେହିଭଳି ମଜାଳିଆ ଭିଡ଼ିଓ ଗୁଡିକୁ ଦେଖିକି ମଜା ମଧ୍ୟ ନେଇଥାନ୍ତି। ତେବେ ବର୍ତ୍ତମାନ ସେହିଭଳି କୌତୁହଳ ପୂର୍ଣ୍ଣ କେତେ ଗୁଡିଏ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।
ବର୍ତ୍ତମାନ ଏକ କୁନି ଝିଅର ଭିଡିଓ ଦେଖିବାକୁ ମିଳୁଛି। ଯିଏକି ରିଲ୍ସ ଭିଡ଼ିଓ ବନାଇବା ପାଇଁ ଚେଷ୍ଟା କରୁଛନ୍ତି। ଏହାପରେ ଭିଡିଓ ବନାଇବା ଭିତରେ ତାଙ୍କ ପାଖରେ ଥିବା କମ୍ୟୁଟରରେ ହାତ ବାଜି ଯିବାରୁ କମ୍ୟୁଟରଟି ତଳେ ପଡ଼ି ଭାଙ୍ଗିଗଲା। 
ଏହାପରେ ଝିଅଟିର ମାଆ ଆସି ଝଅଟିକୁ ବଢ଼ାଇଥିଲେ। ଯାହାକି ବନ୍ଧୁଗଣ ଏହି ଭିଡ଼ିଓରେ ଦେଖିବାକୁ ପାଇବେ। ଏହାପରେ ପୁଣି ଏକ ଭିଡିଓରେ ଦେଖିବାକୁ ମିଳୁଛି ପ୍ରେମିକ ଜଣକ ନିଜ ପ୍ରେମିକାକୁ ଟେକିବା ପାଇଁ ଆସିଥିଲେ।
କିନ୍ତୁ ଭୁଲ୍ ବଶତଃ ପ୍ରେମିକାର ସାଙ୍ଗକୁ ଟେକିଦେଇଥିଲେ। ଯାହା ଫଳରେ ଏହି ଦୃଶ୍ୟକୁ ପ୍ରେମିକା ଜଣକ ଦେଖିଦେଇ ରାଗି ଯାଇ ସେଠାରୁ ଚାଲି ଯାଇଥିଲେ। ବନ୍ଧୁଗଣ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.