Movie prime

ଆଖୁ କିଆରୀ ରେ ଯୁବତୀ ସହ କରିଦେଲେ ଧର୍ଷଣ, ଖରାପ ଭିଡିଓ ବି କଲେ ସୁଟ୍

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ଆମ ସମାଜରେ କିଭଳି ଘଟଣା ମାନ ଘଟୁଛି। ପୁରୂଷ ଏବଂ ମହିଳା ବିବାହିତ ହୋଇ ମଧ୍ୟ ନିଜ ସ୍ତ୍ରୀ ବା ସ୍ଵାମୀ ଏବଂ ପିଲା ମାନଙ୍କ କଥା ଭୁଲି ଯାଇ ଅନ୍ୟ ଜଣକ ସହ ସମ୍ପର୍କ ରଖୁଛନ୍ତି।
ଏଭଳି ଘଟଣା ପ୍ରାୟତଃ ଆମ ସମାଜରେ ଅନେକ ଗୁଡ଼ିଏ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏହା ଜେପରି ଏକ ନୀତି ଦିନିଆ କଥା ପାଲଟି ଗଲାଣି। କେହି ମଧ୍ୟ ଏଭଳି କରିବାକୁ ଡରୁ ନାହାଁନ୍ତି।
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏଭଳି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ। ଯାହାକୁ ଦେଖି ଆପଣ ମାନେ ଜାଣି ପାରିବେ କି ଆମେ ଆପଣଙ୍କୁ କଣ କହିବାକୁ ଚାହୁଁଛୁ।
ଆଜ୍ଞା ହଁ ଦେଖନ୍ତୁ ଏହି ଦୃଶ୍ୟ କୁ ଭଲ ଭାବରେ ଗୋଟିଏ ଘର ଭିତରେ ସ୍ଵାମୀ ଜଣକ କିଭଳି ଭାବରେ ଅନ୍ୟ ଏକ ଯୁବତୀ ଙ୍କ ସହ ସୋଇବାକୁ ଯାଉଛନ୍ତି। ଆଉ ଠିକ ଏହି ସମୟରେ ସେଠାରେ ତାଙ୍କ ସ୍ତ୍ରୀ ଆସି ପହଞ୍ଚି ଯାଉଛନ୍ତି।
ସ୍ଵାମୀ ଜଣକ ନିଜ ସ୍ତ୍ରୀ ଙ୍କୁ ଆଖି ସାମ୍ନାରେ ଦେଖି ଘାବରେଇ ଯାଇଛନ୍ତି। ସେଠାରୁ ସେ ହଠାତ୍ ଉଠି ମଧ୍ୟ ପଡୁଛନ୍ତି। ଏଥି ସହ ତାଙ୍କ ସହ ଶୋଇଥିବା ସେହି ଯୁବତୀ ଜଣକ ମଧ୍ୟ ଉଠି ପଡୁଛି।
ଏହାପରେ ଉକ୍ତ ସ୍ତ୍ରୀ ଜଣକ ଦୁହିଁଙ୍କୁ ଖୁବ ଜୋରେ ପାଟି ମଧ୍ୟ କରୁଛନ୍ତି। ହେଲେ ଏଭଳି ପ୍ରତୀତ ହେଉଛି କି ତାଙ୍କ ପାଟି ଦ୍ବାରା ଦୁଇ ଜଣକୁ କିଛି ହେଲେ ମଧ୍ୟ ଫରକ୍ ପଡୁ ନାହିଁ। ଦୁହେଁ କିଛି ନକହି ଏକଦମ୍ ଚୁପ ଅଛନ୍ତି।
ସ୍ତ୍ରୀ ଜଣକ ଏବେ ତାଙ୍କ ସ୍ବାମୀ କରିଥିବା ଏହି କାରନାମା ଭିଡିଓ କୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି। ଏବଂ ଏହି ଭିଡିଓ ମଧ୍ଯ ଏବେ ପ୍ରଚୁର ମାତ୍ରାରେ ଭାଇରାଲ୍ ହେବା ସହ ଏହା ଫୋନ ରୁ ଫୋନ କୁ ଘୁରି ବୁଲୁଛି।
ଏହାକୁ ଅନେକ ଲୋକ ମାନେ ଦେଖି ସାରିଥିବା ସହ ଏଭଳି ଘଟଣାକୁ ଘୋର ନିନ୍ଦା ମଧ୍ଯ କରିଛନ୍ତି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.