Movie prime

ପାଣି ଭିତରେ ଝିଅ କଲା ଖେଳ ଦେଖନ୍ତୁ ଏହି VIRAL VIDEO

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ
ଯାହାକୁ ଆପଣ ମାନେ ଦେଖିଲେ ଆଜି କାଲି ସମାଜରେ ପୁଅ ଝିଅ ମାନେ କେଉଁ ଭଳି ଭାବରେ ଭଲ ପାଇବା ରେ ପଡ଼ି ଶେଷରେ ପ୍ରେମ କୁ ପାଇବା ପାଇଁ ବାପା ମା ଘର କୁ ଛାଡିକି ପଳାଇଛନ୍ତି। 
ଆପଣ ମାନେ ଜାଣିଥିବେ ଆଜି କାଲି ଭଲ ପାଇବା ଗୋଟିଏ ସାଧାରଣ କଥା ହୋଇ ଗଲାଣି। ଯେଉଁ ବୟସରେ ପିଲା ମାନେ ପାଠ ପଢିବା କଥା ଦୁନିଆ ବିଷୟରେ ଅନେକ କିଛି କଥା ଜାଣିବାର କଥା
ସେହି ବୟସରେ ସେମାନେ ଖରାପ ରାସ୍ତା କୁ ଚାଲି ଯାଉଛନ୍ତି। ଆଉ ତାହା ସହିତ କୁହାଯାଉଛି କି ସେହି ଖରାପ ରାସ୍ତା ରେ ଯାଇ ପିଲା ମାନେ କଣ ଠିକ କଣ ଭୁଲ କିଛି ଜାଣି ପାରୁ ନାହାନ୍ତି। 
ପ୍ରେମ ସମ୍ପର୍କ କୁ ଆମେ ପବିତ୍ର ଏବଂ ନିସ୍ଵାର୍ଥପର ବୋଲି କହି ଥାଉ, ପ୍ରେମ କରିବା ଲୋକ ମଧ୍ୟ ଆଗ ପଛ କିଛି ବିଚାର କରି ନଥାଏ। ଟଙ୍କା ଆଉ ଶା-ରୀ-ରି-କ ସମ୍ପର୍କ ଛାଡ଼ି ଦେଲେ ପ୍ରେମ ରେ ସେମାନେ ଆଉ କିଛି ମଧ୍ୟ ଦେଖୁ ନାହାଁନ୍ତି।
କୁହାଯାଏ ଯେ ପ୍ରେମଠୁ ବଳି ଏହି ଦୁନିଆରେ ଆଉ କିଛି ନାହିଁ। ଦୁନିଆରେ ଏହା ହେଉଛି ସବୁଠାରୁ ନିଆରା ସମ୍ପର୍କ। ପ୍ରେମ ପାଇଁ ପ୍ରେମୀ ଯୁଗଳ ମାନେ ଅନେକ କିଛି ତ୍ୟାଗ କରିଥାନ୍ତି। 
ତେବେ ବନ୍ଧୁଗଣ ବର୍ତ୍ତମାନ ଆପଣ ମାନେ ଏହି ଭିଡିଓଟିରେ ଦେଖିପାରୁଥିବେ କେମିତି ପ୍ରେମିକ ପ୍ରେମିକା ମନ୍ଦିରରେ ଆସି ବାହା ହେଉଛନ୍ତି। ଆଉ ତାଙ୍କ ବାହାଘରେ ମଧ୍ୟ ଗୁଆ ଘିଅ ଗୀତ ବାଜୁଛି।
ତେବେ ଏହା ସମାଜ ପାଇଁ ଏକ ବହୁତ ବଡ଼ ନି-ନ୍ଦ-ନୀ-ୟ ଘଟଣା ଅଟେ ଏବଂ ଆଗାମୀ ଯୁବ ପିଢ଼ି ଙ୍କ ପାଇଁ ଏହା ଅନେକ କୁପ୍ରଭାବ ପକାଇବ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.