Movie prime

ଯାତ୍ରା ଚାଲିଥିବା ବେଳେ ଝିଅ କୁ ଟାଣି ନେଇ ଖରାପ କାମ କରିଦେଲେ ଯୁବକ !!

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଚାଲିଥିଲା ଠାକୁରାଣୀ ଯାତ୍ରା, ବହୁ ଆଡ଼ମ୍ବରରେ ଝୁମୁଥିଲେ ଦର୍ଶକ। ଯାତ୍ରା ଦେଖିବା ସହିତ ଭଳିକି ଭଳି ଜିନିଷ ଆଉ ତା ସହିତ ଚାଟ ଗୁପଚୁପର ମଜା ଦର୍ଶକ ମାନଙ୍କୁ ବେଶ୍ ଉତ୍ସାହିତ କରିଥିଲା।
ଆଉ ସେହି ମେଳାର ମଜା ଉଠେଇବା ପାଇଁ କୁନି ଝିଅଟି ବାପାଙ୍କ ସହିତ ଆସିଥିଲା। ମେଳାର ଭରପୂର ମଜା ଉଠାଉଥିଲା ସେହି କୁନି ଝିଅ। ହେଲେ କଳା ଅନ୍ଧାର ରାତିରେ ବାଟରେ ଲୁଚି ବସିରହିଥିଲା ୧୪ ରାକ୍ଷସ। 
Special Report
ଆଉ ସେହି ୧୪ ରାକ୍ଷସ ସେହି କୁନିଝିଅକୁ ଟାର୍ଗେଟ କରିଥିଲେ। କୁନିଝିଅକୁ ଦୁ-ଷ୍କ-ର୍ମ କରିବା ପାଇଁ ରାକ୍ଷସ ମାନେ ରଚିଥିଲା ମାଷ୍ଟର ପ୍ଲାନ୍। ଝିଅକୁ ଦୁ-ଷ୍କ-ର୍ମ କରିବାକୁ ଟେକି ନେଉଥିବା ବେଳେ ସେହି ଝିଅର ବାପା ୧୪ ରାକ୍ଷସକୁ ଅଟକାଇଥିଲେ।
ଆଉ ଚିତ୍କାର କରି ଲୋକ ମାନଙ୍କୁ ସାହାଯ୍ୟ ପାଇଁ ଡ଼ାକିଥିଲେ। ବାପାର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାର ଆସି ପହଞ୍ଚି ଯାଇଥିଲେ। ସେଠାରେ ସେହି ରାକ୍ଷସକୁ କାବୁ କରି ପୋଲିସ ହତାରେ ଦେଇ ଦେଇଥିଲେ। 
Special Report
ଏପରି ଏକ ଲ-ଜ୍ୟା-ଜ-ନ-କ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ପଞ୍ଚାୟତ ବେଳେଙ୍ଗା ସିନ୍ଧିବାହିନି ଗାଁ'ରେ। ସୂଚନା ଅନୁସାରେ ବିଳମ୍ବିତ ରାତିରେ ଚାଲିଥିଲା ମା ଠାକୁରାଣୀଙ୍କର ଯାତ୍ରା।
ରୀତିନୀତି ଅନୁସାରେ ଘରେ ପୂଜାଅର୍ଚ୍ଚନା ସାରି ଗାଁ'ରୁ ପାଖାପାଖି ୨୦୦ କିଲୋମିଟର ଦୂରରେ ଥିବା ଏକ ପୂଜା ସ୍ଥାନକୁ ଜଣେ ୧୦ ବର୍ଷୀୟ ଝିଅ ତା ବାପା ମାଆଙ୍କ ସହିତ ଯାଉଥିଲା। 
ହେଲେ ହଠାତ ଜଣେ ଯୁବକ ଆସି ସେହି କୁନିଝିଅର ପାଟିରେ ହାତ ବନ୍ଦ କରି ତାକୁ ଟେକି ନେଇଯାଉଥିଲେ। ସେହି ସମୟରେ ଝିଅର ଚିତ୍କାର ଶୁଣି ତାଙ୍କ ବାପା ଦୌଡ଼ି ଯାଇ ଯୁବକଙ୍କୁ ଜାବୁଡ଼ି ଧରିଥିଲେ।
ଯୁବକଙ୍କୁ ଜାବୁଡ଼ି ଧରିବା ସମୟରେ ଝିଅର ବାପାଙ୍କୁ ପଥରରେ ମାରିଥିଲା ଜଣେ ଯୁବକ। ଯୁବକ ଜଣକ ଗୁଣ୍ଡୁରି ପଞ୍ଚାୟତ ବଡଚାମକଣା ଗାଁ'ର ବୋଲି ଜଣାପଡିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.