Movie prime

ହଠାତ୍ ରାସ୍ତା ଉପରେ ପୋଲିସ ବାବୁ ଙ୍କ ସହ ହଷ୍ଟେଲ ଝିଅ ମାନେ କରିବାକୁ ଲାଗିଲେ ଏମିତି ଆଉ ତା ପରେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଭାଇରାଲ ହେଉଛି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆଜିକା ସମାଜରେ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ବା ହଷ୍ଟେଲରେ ରହୁଥିବା ଝିଅମାନେ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ଦେଖିପାରିବେ ଯାହା ବିଶ୍ବାସ ହେଉନଥିଲେ ବି ସତ ଅଟେ । ଆଜିକା ଯୁଗର ଝିଅମାନେ ସବୁ ଏଭଳି କାମ କରୁଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ପୋଲିସ ଅଫିସର ହଷ୍ଟେଲରେ ପାଠ ପଢୁଥିବା ଝିଅ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ଖରାପ ଅଟେ । ଏହି ଝିଅମାନେ ଏକ କାରରେ ବସିଥିଲେ । କାର ଗୋଟିଏ ପୁଅ ଚଲାଉଥିଲା ।
ଏହି ଦୁଇଟି ଝିଅ ହଷ୍ଟେଲରେ ପାଠ ପଢୁଥିଲେ । ଆଉ ସେମାନେ ମଦ ପିଇ କାର ଚଲାଉ ଥିଲେ । ଆଉ ସେମାନେ ବହୁତ ସ୍ପିଡ ଗାଡ଼ି ଚଳାଉ ଥିଲେ । ଆଉ ତାଙ୍କ ଗାଡ଼ି ଏକ ବାଇକ୍ ଚାଳକ ସହ ଧକ୍କା କରାଇଥାନ୍ତି । ଏହି କାମକୁ ଦେଖିବା ପରେ ପୋଲିସ ଅଫିସର ତାଙ୍କ ପିଛା କରିଥିଲେ ।
ଆଉ ଶେଷରେ ୨୦ ମିନିଟ ପରେ ସେହି ପୋଲିସ କାରକୁ ଧରିଲା । ଏହାପରେ ପୋଲିସ ତାଙ୍କୁ ଅଟକାଇ ତାଙ୍କ ସହ କଥା ହେଲେ । ଏହାପରେ ପୋଲିସକୁ ସେହି ଯୁବତୀ ଦୁଇଜଣଙ୍କ ଭିତରୁ ଜଣେ କହିଲା କି ପଇସା ପାଇଁ ଏଭଳି ପୋଲିସ କରୁଛନ୍ତି ।
ଆଉ ସେହି ଯୁବତୀ ଜଣକ ପୋଲିସକୁ ପଇସା ଦେଉଛନ୍ତି । କିନ୍ତୁ ପୋଲିସ ଆଉ ଜଣେ ଯୁବତୀଙ୍କୁ ତାଙ୍କ ମାଆଙ୍କ ପାଖକୁ କଲ୍ କରିବାକୁ କହିଥିଲେ । ଆଉ ସେ ତାଙ୍କ ମାଙ୍କ ସହିତ କଥା ହେଲେ ଆଉ ହଷ୍ଟେଲରେ ପିଲା ରହିବା ପରେ ଏଭଳି କାମ କରୁଛନ୍ତି ବୋଲି ତାଙ୍କ ମାଆ ଜାଣି ନଥିଲେ ।
ଆଉ ଏହା ଜାଣିବା ପରେ ସେ ତାଙ୍କୁ ବୁଝାଇବେ ବୋଲି କହିଲେ । ହଷ୍ଟେଲରେ ପାଠ ପଢୁଥିବା ଝିଅ ଦୁଇଜଣ ମଦ ପିଇ ଏତେ ଦୃତଗତିରେ ଗାଡ଼ି ଚଳାଇବା ଏବଂ ପୁଣି ଜଣେ ପୁଅଙ୍କ ସହ ମିଶିବା ସତରେ ବହୁତ ଖରାପ ଅଟେ । ଏହି ଭିଡିଓରେ ଆପଣ ଏହା ଦେଖିପାରିବେ ।