Movie prime

କଲେଜ୍ ହଷ୍ଟେଲ ରେ ପହଞ୍ଚି ଛାତ୍ରୀ ସହ ରୋମାନ୍ସ କଲା ଛାତ୍ର ଆଉ ପରେ ଭିଡିଓ କରି କଲା viral

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ପ୍ରତ୍ୟେକ ଦିନ ଭାଇରାଲ୍ ହେଉଥିବା ଅନେକ ଖବର ମାନଙ୍କ ସମ୍ପର୍କରେ ଶୁଣିବାକୁ ପାଉଥିବେ। ଏଥି ମଧ୍ୟରୁ ଆପଣ ମାନେ ଅନେକ କଥା ଉପରେ ବିଶ୍ବାସ ମଧ୍ୟ କରି ପାରୁ ନଥିବେ।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇ ଯାଉଛି।
Special Report
ଆମେ ଆପଣଙ୍କୁ ଏବେ ଏଭଳି ଏକ କଥା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ମାତ୍ରେ ହିଁ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଏହାକୁ ଆପଣ ମାନେ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ। ଏହି ଘଟଣା ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି।
Special Report
ଜଣେ ମହିଳା ତାଙ୍କର ଶାଶୁ ଘର ଲୋକଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ଯେତେବେଳେ ୨୫ ଜୁନ ରେ ବିବାହ କରି ସେ ତାଙ୍କର ଶାଶୁ ଘରେ ଯାଇ ପହଞ୍ଚି ଥିଲେ ସେତେବେଳେ ସେ ଜାଣିବାକୁ ପାଇଲେ କି ତାଙ୍କର ସ୍ଵାମୀ ଜଣେ ନପୁଂସକ ଅଟନ୍ତି।
ହେଲେ ଯେତେବେଳେ ସେ ଏହା ତାଙ୍କର ଶାଶୁ ଘର ଲୋକଙ୍କୁ ଜଣାଇ ଥିଲେ ସେତେବେଳେ ତାଙ୍କର ଶାଶୁ ଘର ଲୋକ ତାଙ୍କୁ ଏକଥା କାହାରିକୁ ନକହିବା ପାଇଁ ମନା କରିଥିଲେ।
Viral video
ହେଲେ ଏହାପରେ ଶାଶୁ ଘର ଲୋକେ ତାଙ୍କୁ ତାଙ୍କର ଦିଅର ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। ଆଉ ଯେତେବେଳେ ମହିଳା ଜଣକ ମନା କରିଦେଇଥିଲେ ସେତେବେଳେ ସେ ତାଙ୍କର ଦିଅର ଙ୍କ ସହ ମହିଳା ଜଣକୁ ଗୋଟେ ଘରେ ରଖି ତାଲା ପକାଇ ଦେଇଥିଲେ।
ଏହାପରେ ସେହି ଘରେ ତାଙ୍କର ଦିଅର ତାଙ୍କୁ ଜୋର୍ ଜବରଦସ୍ତ ସେଠାରେ ହିଁ ଦୁ-ଷ୍କ-ର୍ମ କରିଥିଲେ। ଏହାପରେ ମହିଳା ଜଣକ ଥାନାରେ ଦ୍ବାରସ୍ଥ ହୋଇ ତାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ ଆଉ ନିଜ ପାଇଁ ନ୍ୟାୟ ମାଗିଥିଲେ।
Viral video
ଆଉ ଏବେ ମହିଳା ଙ୍କ ବୟାନ ଆଧାରରେ ତଦନ୍ତ ଚାଲିବା ସହ ତାଙ୍କର ଶାଶୁ ଘର ଲୋକଙ୍କୁ ପୋଲିସ ଅଟକ ରଖି ଏବେ ତାଙ୍କୁ ପଚରା ଉଚରା ଜାରି ରଖିଛି। ତେବେ ଆପଣ ମାନେ ଏହା ପ୍ରତି କଣ ପ୍ରତିକ୍ରିୟା ଦେବେ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.