Movie prime

ରଶ୍ମି ଆଉ ଜିଜ୍ଞାସା ର ଗୁପ୍ତ ଭିଡିଓ ଯାହା ନିଜେ କ୍ୟାମେରା ରେ ରେକର୍ଡ କରିଥିଲେ Dj azex

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି DJ ଆଜେକ୍ସ ଆଉ ଆମ ଗହଣରେ ଉପସ୍ଥିତ ନାହାଁନ୍ତି। ସେ ଭୁବନେଶ୍ୱର ସ୍ଥିତ ତାଙ୍କ ଘରେ ବେକରେ ବେଡ ସିଟ ଲଗାଇ ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି।
ଏହି ମାମଲା ମଧ୍ୟ ଦିନକୁ ଦିନ ଅଧିକ ସଙ୍ଗୀନ ହେବାର ଲାଗିଛି। କାରଣ ତାଙ୍କର ଏଭଳି ପଦକ୍ଷେପ ନେବା ପଛରେ ପ୍ରକୃତ କାରଣ କଣ ତାହା ଏବେ ପର୍ଯ୍ୟନ୍ତ ମଧ୍ୟ ଜଣାପଡି ନାହିଁ। ତାଙ୍କ ପରିବାର ଲୋକ ତାଙ୍କର ଏଭଳି ପଦକ୍ଷେପ ପାଇଁ,
ତାଙ୍କ ବନ୍ଧବୀ ଜିଜ୍ଞାସା କୁ ମଧ୍ୟ ଏଥିପାଇଁ ଦାୟୀ କରୁଛନ୍ତି। ହେଲେ ଏହି ଘଟଣାରେ ଥିବା ପ୍ରକୃତ ଦୋଷୀ ପୋଲିସ ର ତଦନ୍ତ ପରେ ହିଁ ଜଣା ପଡ଼ିବ। ଅଭିଯୋଗ କ୍ରମେ ପୋଲିସ ମଧ୍ୟ ଜିଜ୍ଞାସା କୁ ପଚରା ଉଚୁରା କରିବା ଆରମ୍ଭ କରି ଦେଇଛି।
ହେଲେ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କି ଦେଖିବାକୁ ମିଳିଛି ତାଙ୍କ ପ୍ରେମିକା ଙ୍କ ହଷ୍ଟେଲ ନିକଟକୁ ଜିଜ୍ଞାସା ଙ୍କ ପୁରୁଷ ବନ୍ଧୁ ରଶ୍ମୀ ରଞ୍ଜନ ଯାଇଥିଲେ।
ଆଉ ସେ ରାତି ଅଧରେ ତାଙ୍କ ହଷ୍ଟେଲ ନିକଟକୁ ତାଙ୍କୁ ଦେଖା ମଧ୍ୟ କରିବାକୁ ଯାଇଥିଲେ। ଆଉ ଏବେ ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପ୍ରଚୁର ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି।
କୁହାଯାଉଛି କି ଏହି ଭିଡିଓ ଅନ୍ୟ କେହି ନୁହେଁ ବରଂ ନିଜେ DJ ଆଜେକ୍ସ ହିଁ ବନେଇ ଥିଲେ। ସେ ତାଙ୍କ ପ୍ରେମିକା ର ସତ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ଏଭଳି ଭିଡିଓ ବନେଇ ଥିବା ନେଇ ଏହା ସୂଚନା ମଧ୍ୟ ମିଳିଛି।
ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ପ୍ରସାରିତ ହେବାରେ ଲାଗିଛି ଏବଂ ଏହି ଭିଡିଓ କୁ ମଧ୍ୟ ଏବେ ଅନେକ ଲୋକ ମାନେ ଦେଖି ସାରିଲେଣି ପ୍ରେମିକା ଜଣକ ଙ୍କ ଏଭଳି ବ୍ୟବହାର କୁ ସମସ୍ତେ ଖୁବ ନିନ୍ଦା ମଧ୍ୟ କରିଛନ୍ତି।
ଏଥିସହ ବୋଧ ହୁଏ ଏହି ଭିଡିଓ କୁ ପୋଲିସ ତାର ତଦନ୍ତ ପରିସର ଭୁକ୍ତ କରିଛି। ତେବେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.