Movie prime

ଚିତା ବାଘ ମୁଣ୍ଡରେ ଫସିଲା ଷ୍ଟିଲ ମାଠିଆ, ବନ ବିଭାଗ ହେଲେ ହାଲିଆ..

 
Viral video
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତିଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ଘଟଣା ଦେଖିବାକୁ ମିଳିଥାଏ କିନ୍ତୁ ଆଜିର ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ତେବେ ବନ୍ଧୁଗଣ ବନ ବିଭାଗ ଘେରାଉ କରିଥିବା ଜାଲରୁ ଖସି ପଳାଇଲା ବାଘ। ବାଘଟି ରାଜସ୍ଥାନର ଏକ ଗାଁକୁ ପଶି ଆସି ରାସ୍ତାରେ ଗୋଟିଏ ହାଣ୍ଡିରେ ପାଣିଥିବା ଦେଖିଥିଲା।
ବାଘକୁ ଶୋଷ ମଧ୍ୟ ଲାଗୁଥିଲା ଓ ସେ ପାଣି ଖାଇବାକୁ ଗଲା ବେଳେ ହାଣ୍ଡିଟି ମୁହଁରେ ଅଟକି ଯାଇଥିଲା। କଲରାପତରିଆ ବାଘକୁ ଧରିବାକୁ ଅପରେସନ୍ ଆରମ୍ଭ କରି ଦେଇଥିଲେ ବନ ବିଭାଗ। 
ବାଘକୁ ଧରିବା ପାଇଁ ଜାଲ ଆସିଥିଲା, ଜନ୍ତା ସହ ବାଘ ଆଗରେ ଆହାର ଛେଳି ମଧ୍ୟ ଥିଲା। ବାଘକୁ କାବୁ କରିବାକୁ ଅପରେନ୍ ଚାଲିଥିଲା। କିନ୍ତୁ ଲୋକଙ୍କୁ ଡରି ବାଘଟି ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଯାଉଥିଲା।
Viral video
ବାନବିଭାଗରୁ ଆସିଥିବା ଲୋକମାନେ ବାଘର ମୁଣ୍ଡରେ ଅଟକି ଯାଇଥିବା ହାଣ୍ଡିକୁ କାଢ଼ିଥିଲେ। ତେବେ ବନ୍ଧୁଗଣ ରାତିରେ ବାଘ ଛପିଥିବା ବୁଦା ଚାରିପାଖ ଜାଲ ଘେରେଇ ବନ ବିଭାଗ ବାଣ ଫୁଟାଇବାରୁ ବୁଦାରେ ଲାଗିଯାଇଥିଲା। 
ଆଉ ଏତିକିବେଳେ ହଠାତ୍ ବାଘଟି ବନ ବିଭାଗର ପ୍ଲାନକୁ ଚକମା ଦେଇ ଅନ୍ୟ ବୁଦାକୁ ଡେଇଁ ଚାଲିଯାଇଥିଲା। ବାସ୍ ତା ପରଠୁ ଏବେ ଯାଏଁ ବାଘର ଖୋଜ ଖବକାଗଜମାନଙ୍କରେ ନାହିଁ।
ତେବେ ସକାଳୁ ପୁଣି ବାଘକୁ ଖୋଜା ଚାଲିଥିବା ବେଳେ ପାହଡ଼ ତଳେ ଥିବା ଏକ ଜଳାଶୟ ନିକଟରେ କେବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ବନବିଭାଗ ଅନୁମାନ କରୁଛି ରାତିରେ ପାଣି ପିଇବାକୁ ହୁଏତ ଏ ଜଳାଶୟକୁ ଆସିଥିଲା। 
ହେଲେ ଏହା ପରେ ସେ ବୁଦାକୁ ଫେରିଛି ନାଁ ଅନ୍ୟ କେଉଁ ଜଙ୍ଗଲକୁ ପଳେଇଛି, ତାର ସନ୍ଧାନ ଚାଲିଛି। ତେଣୁ ନିକଟ ଅତୀତରେ କେବେବି ଏ ଅଞ୍ଚଳରେ ବାଘ ଦେଖି ନଥିବା ଲୋକଙ୍କୁ ଭୟ ଓ ଆଶଙ୍କା ଘାରିଛି।
ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଖେଳିଯାଇଥିଲେ ବି ଏବେଯାଏଁ ବାଘଟି କାହାରି କୌଣସି କ୍ଷତି କରିନାହିଁ।ଅପରପକ୍ଷେ ଆଖପାଖରେ ସେଭଳି ଘଞ୍ଚ ଜଙ୍ଗଲ ନଥିବାରୁ କଲରାପତରିଆ ବାଘଟି କୁଆଡ଼ୁ ଆସିଲା, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.