Movie prime

ଫେରାର ହେଇ ସରିବା ପରେ ଭିଡିଓ କଲେ ପ୍ରେମୀ ଯୁଗଳ ଦେଲେ ଖିଲମ ଖୁଲା ପ୍ରେମ ପ୍ରତିଶ୍ରୁତି ଯିଏ ଭିଡିଓ ଦେଖୁଛି ସିଏ କହୁଛି ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ କିଭଳି ଘଟଣା ମାନ ଘଟିବା ରେ ଲାଗିଛି। ଦିନକୁ ଦିନ ମଧ୍ୟ ସମାଜ ଏତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି କି
 ପ୍ରେମୀ ଯୁଗଳ କିଛି ବି କରିବାକୁ ପ୍ରସ୍ତୁତ ଅଟନ୍ତି। ଦିନକୁ ଦିନ ସେମାନେ ଖରାପ୍ ଦିଗକୁ ଗତି କରିବାକୁ ଲାଗୁଛନ୍ତି। ନିଜ ଆପଣାର ପରିଜନ ମାନଙ୍କୁ ଧୋକା ଦେଇ ପ୍ରେମ କୁ ସେମାନେ ସର୍ବପ୍ରଥମେ ରଖୁଛନ୍ତି।
ସେଥିପାଇଁ ସେମାନେ ନିଜ ବାପା ମାଆ ଙ୍କୁ ମଧ୍ୟ ଧୋକା ଦେଇ ଦେଇଛନ୍ତି। ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖି ନିଶ୍ଚିତ ଭାବରେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ତେବେ ପ୍ରେମୀ ଯୁଗଳ ଦୁହେଁ ଫେରାର ହୋଇ ଯାଇଥିବାର ଦେଖିବାକୁ ମିଳିଛି। ଦୁହେଁ ଫେରାର ହୋଇ ଏହା କହୁଛନ୍ତି କି ସେମାନେ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ଆଉ ବିବାହ କରିବାକୁ ଚାହାଁନ୍ତି।
ଆଉ ବିବାହ କରିବା ପାଇଁ ସେମାନେ ଏଭଳି ଭାବରେ ଘରୁ ଫେରାର ହୋଇ ଆସିଛନ୍ତି ବୋଲି ମଧ୍ୟ କହିଛନ୍ତି। ପୁର୍ବରୁ ସେମାନେ ଗୁରୁଗ୍ରାମ ରେ ମଧ୍ଯ ବିବାହ କରି ସାରିଛନ୍ତି ସେମାନେ କହିଛନ୍ତି
 ସେମାନେ ବିବାହ କରି ସାରିଥିବା ସତ୍ତ୍ୱେ ତାଙ୍କୁ ଗ୍ରାମର ପଞ୍ଚାୟତ ଖୁବ ହଇରାଣ କରିଛନ୍ତି। ହେଲେ ଦୁହିଁଙ୍କ ଜାତି ଅଲଗା ହୋଇ ଥିବାରୁ ଘର ଲୋକ ମାନେ ସେମାନଙ୍କ ବିବାହ କୁ ମଧ୍ଯ ସ୍ଵୀକୃତି ପ୍ରଦାନ କରୁ ନାହାଁନ୍ତି।
ସେହି ପରି ତାଙ୍କର ଗ୍ରାମବାସୀ ମାନେ ମଧ୍ୟ ତାଙ୍କର ବିବାହ କୁ ସ୍ଵୀକୃତି ପ୍ରଦାନ କରୁ ନାହାଁନ୍ତି। ଆଉ ସେଥିପାଇଁ ଏହି ପ୍ରେମୀ ଯୁଗଳ ତାଙ୍କ ଘରୁ ଫେରାର ହୋଇ ଯାଇଛନ୍ତି।
ଆଉ ଏବେ ତାଙ୍କର ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଅଧିକାଂଶ ଲୋକ ମାନେ ମଧ୍ୟ ଦେଖି ସାରିଲେଣି ତେବେ ଆପଣଙ୍କୁ ଏହା କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.