Movie prime

ଛି ପୋଲିସ ଶବ୍ଦରେ ଲାଗିଲା କଳଙ୍କ ଦେଖନ୍ତୁ ସାମ୍ନାକୁ ଆସିଲା ଲଜ୍ୟା ବୋଧକ ଦୃଶ୍ୟ ଯିଏ ଦେଖିଲେ ସିଏ କହିଲେ.....

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନାର ମହିଳା କନେଷ୍ଟବଳ ଏବଂ ପୁରୁଷ କନେଷ୍ଟବଳ ଭିତରେ ଚାଲିଛି ଶା-ରୀ-ରି-କ ସମ୍ପର୍କ। ମହିଳା କନେଷ୍ଟବଳ ଜଣକ ହେଉଛନ୍ତି କଙ୍କଡ଼ାହାଡ଼ ଥାନାର ଜଣେ କାର୍ଯ୍ୟରତ କନେଷ୍ଟବଳ ସୁଫଳା ପ୍ରଧାନ।
ପୁରୁଷ କନେଷ୍ଟବଳ ଜଣକ ହେଲେ ଢେଙ୍କାନାଳ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ, ରଞ୍ଜନ ବିଶ୍ଵାଳ ଅନେକ ଦିନରୁ ମହିଳାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଆସୁଥିଲେ। 
କଙ୍କଡାହାଡ ଥାନା ମହିଳା କନେଷ୍ଟବଳ ବିବାହିତ ହୋଇଥିବା ପର ପୁରୁଷ କନେଷ୍ଟବଳ ସହିତ ନିଜ ଭଡ଼ାଘର ରୁମରେ କବାଟ ଦେଇ ଶା-ରୀ-ରି-କ ସମ୍ପର୍କ ରଖି ଆସୁଥିଲେ।
Special Report
ଏହି ଖବର ରଞ୍ଜନଙ୍କ ସ୍ତ୍ରୀ ଓ ସୁଫଳାଙ୍କ ସ୍ଵାମୀ ଉଭୟ ଖବର ପାଇ ସୁଫଳା ରହୁଥିବା ଭଡାଘରେ ପହଞ୍ଚି କବାଟ ବାଡେଇ ଥିଲେ। ଶବ୍ଦ ଶୁଣି ମହିଳା କନେଷ୍ଟବଳ ନିଜ ଡ୍ରେସ ପିନ୍ଧି କବାଟଟି ବିଳମ୍ବରେ ଖୋଲିଥିଲେ। 
ସେପଟେ ଭିତରେ ପୁରୁଷ କନେଷ୍ଟବଳ ରଞ୍ଜନ କିଛି ପିନ୍ଧି ନଥିଲା ସେହି ଉ-ଲ-ଗ୍ନ ଅବସ୍ଥାରେ ନିଜ ସ୍ତ୍ରୀକୁ ମାଡ ବିଧା ମାରି ଘରରୁ ବାହାର କରିଦେବା ପାଇଁ ଚେଷ୍ଟା କରୁଥିବା ସମୟରେ ମହିଳା କନେଷ୍ଟବଳ ସୁଫଳାଙ୍କ ସ୍ଵାମୀ ବାହାର ପଟୁ କବାଟ ବନ୍ଦ କରି।
ଥାନା ଅଧିକାରୀଙ୍କୁ ଖବର ଦେବା ସହ ଏତଲା ଦେଇଥିଲେ। ଘଟଣାସ୍ଥଳରେ ଥାନା ଅଧିକାରୀ ନିର୍ମଳା ଗୋଚ୍ଛାୟତ ପହଞ୍ଚି ବୁଝାସୁଝା କରିବା ସହିତ ଉକ୍ତ ଆସାମୀ ରଞ୍ଜନ ବିଶ୍ବାଳଙ୍କୁ ଥାନାରେ ଅଟକ ରଖିଥିଲେ। 
ରଞ୍ଜନଙ୍କ ଝିଅ ଦଶମ ଶ୍ରେଣୀରେ ପଢୁଥିବା ବେଳେ ସାନ ପୁଅ ପଡୁଛି ଅଷ୍ଟମ ଶ୍ରେଣୀରେ। ଆଉ ଅନ୍ୟପଟେ ସୁଫଳାଙ୍କ ସ୍ଵାମୀ ଜଣେ କନେଷ୍ଟବଳ ନିଜ ସ୍ତ୍ରୀର କଳାକାରନାମା ଦେଖି ବିଷ ପିଇ ମଧ୍ୟ ସେ ବଞ୍ଚି ଯାଇଥିଲେ।
ଆଇନର ରକ୍ଷକ ହୋଇ ଲୋକ ମାନଙ୍କୁ ସଚେତନ କରାଇବା ବଦଳରେ ପୋଲିସ ବର୍ଦିକୁ କଳଙ୍କିତ କରୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।