Movie prime

ଲୋକପ୍ରିୟ କଳାକାର ସବ୍ୟସାଚୀ ନାଚିଲେ ଏମିତି ନାଚ ଭିଡିଓ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ଓଲିଉଡ,
ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ବିଷୟରେ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତ ଏବଂ ଓଲିଉଡ ଜଗତର ଅନେକ କଳାକାରମାନଙ୍କ ବିଷୟରେ ସବୁ ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣିବାକୁ ପାଉଥିବେ । 
ଆପଣମାନେ ସମସ୍ତେ ଓଲିଉଡ ଜଗତର କଳାକାରମାନଙ୍କ ଭିତରୁ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବହୁତ ଭଲଭାବରେ ଜାଣିଥିବେ । ଅଭିନେତା ସବ୍ୟସାଚୀ ମିଶ୍ର ଜଣେ ମହାନ୍ କଳାକାର ଅଟନ୍ତି ।
ଅଭିନେତା ସବ୍ୟସାଚୀ ସବୁବେଳେ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଅଭିନେତା ସବ୍ୟସାଚୀ ଜଣେ ମହାନ୍ କଳାକାର ଅଟନ୍ତି । ସେ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସବୁବେଳେ ଦର୍ଶକମାନେ ତାଙ୍କ ଫିଲ୍ମ୍ ଦେଖିବାକୁ ଅପେକ୍ଷା କରିଥାନ୍ତି । 
ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ନେଇ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଅଭିନେତା ଜଣଙ୍କର ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅଭିନେତା ସବ୍ୟସାଚୀ ମିଶ୍ର ତାଙ୍କ ସ୍ତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ନାଚ କରୁଥିବାର
ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏତେ ସୁନ୍ଦର ନାଚ କରୁଛନ୍ତି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ଅଭିନେତା ସବ୍ୟସାଚୀ ମିଶ୍ର ବାଉଁଶ ଧରି ତା ଉପରେ ଛିଡ଼ା ହୋଇ ନାଚ କରୁଛନ୍ତି । ଆଉ ସେ ଏଭଳି ନାଚ କରୁଛନ୍ତି ଯାହା ଦେଖିଲେ ଆପଣ ବି ଭାବିବେ କି ସତରେ ଯେମିତି ବାଉଁଶ ଉପରେ ଛିଡ଼ା ହୋଇ ଲୋକମାନେ ନାଚିଥାଆନ୍ତି
ସେଭଳି ସେ ବହୁତ ସୁନ୍ଦର ନାଚ କରୁଛନ୍ତି । ଏବେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଏହି ନାଚକୁ ନେଇ ଚର୍ଚ୍ଚା ହେଉଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Around The Web