Movie prime

ସବ୍ୟସାଚୀ ଙ୍କୁ ଏମିତି କଲେ ଅର୍ଚ୍ଚିତା, ଦେଖିଲେ ହସି ହସି ଗଡି ଯିବେ

 
Viral video
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀ ଙ୍କ
ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ଦର୍ଶକ ମାନଙ୍କୁ ତାଙ୍କ ଚଳଚ୍ଚିତ୍ର ବହୁତ ପସନ୍ଦ ଆସିଥାଏ।
ଆପଣମାନେ ଜାଣିଥିବେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ସୁଟିଂ ସେଟ୍ ରୁ ଭଲ ପାଇଥିଲେ।ଏବଂ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି।ସେ ତୋର ମୋର ଯୋଡ଼ି ସୁନ୍ଦର,କେଉଁ ଦୁନିଆରୁ ଆସିଲ ବନ୍ଧୁ,ସପନର ସୌଦାଗର,
ପାଗଳ କରିଛି ପାଉଁଜି ତୋର,ପିଲାଟି ବିଗିଡି ଗଲା, ବାଏ ବାଏ ଦୁବାଇ,ମୁଁ ଏକା ତୁମର,ସ୍ମାଇଲ ପ୍ଲିଜ୍ ଏଭଳି ଅନେକ ଚଳଚ୍ଚିତ୍ର ରେ ଅଭିନୟ କରି ଦର୍ଶକ ମାନଙ୍କ ଭଲ ପାଇବା ପାଇଛନ୍ତି।
ବର୍ତମାନ ଅଭିନେତ୍ରୀ ଅର୍ଚ୍ଚିତା ଅନେକ ସମୟରେ ସୋସିଆଲ ମିଡ଼ିଆ ରେ କିଛି ନା କିଛି ପୋଷ୍ଟ କରୁଛନ୍ତି।ସେ ଯାହା ବି କାମ କରୁଛନ୍ତି,ଯେଉଁ ଆଡେ ଯାଉଛନ୍ତି,ଲୋକ ମାନଙ୍କୁ ସାହାର୍ଯ୍ୟ କରୁଛନ୍ତି ଏସବୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।
ଅଭିନେତ୍ରୀ ଅର୍ଚ୍ଚିତା ଅନେକ ସମୟରେ ମଜାଳିଆ ଭିଡିଓ ମଧ୍ୟ କରୁଛନ୍ତି।ସବ୍ୟସାଚୀ ଙ୍କ ସହିତ ମଧ୍ୟ ଅନେକ ଭିଡିଓ କରୁଛନ୍ତି ଯାହାକି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି।
ଅନେକ ଗୁଡ଼ିଏ ଭିଡିଓ ସୋସିଆଲ ମିଡିଆରେ ଭାଇ ରାଲ୍ ହେବାରେ ଲାଗିଥାଏ।ଏବଂ ବର୍ତମାନ ସମୟରେ ସେମିତି ଏକ ଭିଡିଓ ଦେଖିବାକୁ ମିଳିଛି।
ଯେଉଁ ଭିଡିଓ କୁ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅର୍ଚ୍ଚିତା ସବ୍ୟସାଚୀ ଙ୍କୁ ଏକ ଝିଅ ପିଲାଙ୍କ ଚୁଟି ଲଗାଇ ଦେଇଥିଲେ।
ଏହାପରେ ତାଙ୍କ ସହିତ ଭିଡିଓ କରିଥଲେ।ଦର୍ଶକ ମାନେ ଏହା ଦେଖି ବହୁତ ହସୁଛନ୍ତି।ଏହି ଭିଡିଓ ଟି ୨୪ଘଣ୍ଟା ଭିତରେ ସୋସିଆଲ ମିଡ଼ିଆରେ ଦୁଇ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.