Movie prime

ସ୍କୁଲ ଝିଅ ମାନେ ଡ୍ରେସ୍ ରେ ପୁରେଇ ଆଣୁଛନ୍ତି ମଦ! ଦେଖନ୍ତୁ କିପରି ବୋତଲ ଟେକି ପିଉଛନ୍ତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସାମ୍ନାକୁ ଆସିଲା ଦଶମ ଶ୍ରେଣୀ ଝିଅ ମାନଙ୍କ ମଦ ପିଇବା ଦୃଶ୍ୟ। ସ୍କୁଲ୍ କୁ ପାଠ ପଢ଼ିବାକୁ ଯାଉଥିବା ବେଳେ ପାଠ ପଢା ଛାଡ଼ି ସେମାନେ ମଦ ବୋତଲ ରୁ ମଦ ପିଉଛନ୍ତି।
Special report
 ଆଉ ସେମାନେ ଏଭଳି ମଦ ପିଇ ପିଇ ନିଶା ନିଶା ରାତିର ଗୀତ ମଧ୍ୟ ଗାଉଛନ୍ତି। ଆଉ ଏହା ସହିତ ସେମାନେ ଯେଉଁ କାରନାମା କରିଥିଲେ ତାହାକୁ ସେମାନେ ନିଜ ଫୋନ ମାଧ୍ୟମରେ ରେକର୍ଡ ମଧ୍ୟ କରୁଛନ୍ତି।
ଆଉ ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ମଧ୍ଯ ହେବାରେ ଲାଗିଛି।ବର୍ତ୍ତମାନ୍ ଏହି ସଭ୍ୟ ସାମଜ ରେ ଝିଅ ମାନଙ୍କୁ ଆଗ ଧାଡ଼ି ରେ ରଖା ଯାଉଥିବା ବେଳେ ଏବେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି।
ଘର ଲୋକ ଝିଅ ମାନଙ୍କ ଭବିଷ୍ୟତ କୁ ନେଇ ଅନେକ ସ୍ବପ୍ନ ଦେଖୁଥିବା ବେଳେ ଏପଟେ ମଦ ପିଇ ବାପା ଙ୍କ ସ୍ବପ୍ନ କୁ ଛାରଖାର କରି ଦେଉଛନ୍ତି ଏହି ଯୁବତୀ ମାନେ। ଏମାନେ ହେଉଛନ୍ତି ଦଶମ ଶ୍ରେଣୀର ଝିଅ ମାନେ।
Special report
ଆଉ ସମସ୍ତଙ୍କର ବୟସ ହେଉଛି ପାଖାପାଖି ୧୦ ବର୍ଷରୁ ୧୫ ବର୍ଷ। ହେଲେ ସେମାନେ ଏହି ବୟସରେ ଭଲ ପାଠ ପଢି ବାପା ମାଆ ଙ୍କ ନାଆଁ ରଖିବା ବଦଳରେ ଏଠି ସେମାନେ ଲୁଚି ଛପି ମଦ ପିଇବାରେ ଲାଗି ପଡିଛନ୍ତି।
ଏହା ସହ ସେମାନେ ସେଠାରେ ନିଶା ନିଶା ରାତିର ଗୀତ ମଧ୍ୟ ଗାଇଛନ୍ତି। ଘରୁ ସ୍କୁଲ୍ ଯିବେ ବୋଲି କହି ବ୍ୟାଗ୍ ଧରି ଘରୁ ବାହାରି ଆସିଥିଲେ। ଯିଏ ଦେଖୁଥିଲା ସେ କହୁଥିଲା କି ଝିଅ ମାନେ ବ୍ୟାଗ୍ ଧରି ପାଠ ପଢିବାକୁ ଚାହୁଁ ଛନ୍ତି।
ବାସ୍ତବରେ ଏମାନେ ବ୍ୟାଗ୍ ରେ ବହି ବଦଳରେ ମଦ ବୋତଲ ଭର୍ତି କରି ଆଣିଥିଲେ। ଆଉ ଏକ ଶୁନଶାନ୍ ଜାଗାରେ କେହି ନଥିବା ଦେଖି ଜଣେ ପରେ ଜଣେ ମଦ ପିଇବାକୁ ଲାଗିଥିଲେ।
ତେବେ ଥରେ ଭାବି ଦେଖନ୍ତୁ ନିଜ ଝିଅ କୁ ଅନେକ ସ୍ବପ୍ନ ଦେଖି ପାଠ ପଢ଼ାଉଥିବା ବାପା ମାଆ ଯଦି ଏହି ଭିଡିଓ ଦେଖି ଦେବେ ତେବେ ତାଙ୍କ ଉପରେ କି ପ୍ରଭାଵ ପଡ଼ିବ। ତେବେ ଏହି ଦୃଶ୍ୟ ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.