Movie prime

ଅଧା କପଡା ରେ ବୁଲୁଥିବା urfi ଙ୍କ ମଝି ରାସ୍ତା ରେ ଖୋଲିଗଲା କପଡା ! ଲୋକେ ନେଲେ ଫଟୋ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଉର୍ଫି ଯାବେଦ ପ୍ରାୟତଃ ସମୟରେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଥାଆନ୍ତି। କାରଣ ସେ ଏଭଳି କିଛି ପୋଷାକ ପିନ୍ଧି ଥାଆନ୍ତି ଯାହା ପାଇଁ କି ସେ ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ପ୍ରତ୍ୟେକ ଥର ଉର୍ଫି ଯାବେଦ ବିଭିନ୍ନ ପ୍ରକାରର ପୋଷାକ ପିନ୍ଧି ଫଟୋ ସୁଟ୍ କରନ୍ତି। ସେଗୁଡିକ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ମଧ୍ଯ ହୋଇଥାଏ।
ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ ମାନଙ୍କ ଅପେକ୍ଷା ତାଙ୍କର ବିରୋଧୀ ଙ୍କ ସଂଖ୍ୟା ଅଧିକା ଥାଏ। ଯେଉଁମାନେ କି ତାଙ୍କୁ ଖୁବ ଟ୍ରୋଲ ମଧ୍ଯ କରି ଥାଆନ୍ତି। ସେ ତାଙ୍କର ସମସ୍ତ ଡ୍ରେସ ଡିଜାଇନ ନିଜେ ହିଁ କରନ୍ତି।
ଆଉ ସେ ଏହି ଡ୍ରେସ୍ ପାଇଁ ମଧ୍ୟ ଖୁବ୍ ଟ୍ରୋଲ ର ଶିକାର ମଧ୍ୟ ହୁଅନ୍ତି। ଅନେକ ଲୋକ ମାନେ ମଧ୍ୟ ତାଙ୍କୁ ଅନେକ କଥା କହିଥାଆନ୍ତି। ହେଲେ ଏଭଳି କଥାରୁ ତାଙ୍କୁ କୌଣସି ପ୍ରକାରର ଫରକ ମଧ୍ୟ ପଡି ନଥାଏ।
Special report
ସେ ତାଙ୍କୁ କୁହା ଯାଉଥିବା ଓ ଅଟହାସ୍ୟ କରାଯାଉଥିବା ସମସ୍ତ କଥାର କଡ଼ା ଜବାବ ଦେଇଥାନ୍ତି। ସେ କାହାରିକୁ ହେଲେ ମଧ୍ୟ ଡରନ୍ତି ନାହିଁ। ସେ ଯେତେ ବଡ଼ ସେଲିବ୍ରିଟି ହେଲେ ମଧ୍ୟ ସମସ୍ତଙ୍କୁ ସେ କଡ଼ା ରୁ କଡ଼ା ଜବାବ ଦିଅନ୍ତି।
ବର୍ତ୍ତମାନ୍ ସମୟରେ ଉର୍ଫି ଯାବେଦ ଙ୍କ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି କି ଲୁଗା ସଫା ପରେ ତାହାକୁ ଖରାରେ ଶୁଖାଇବା ପାଇଁ ଯେଉଁ କ୍ଲିପ୍ ର ବ୍ୟବହାର କରାଯାଏ,
ସେ ସେହି କ୍ଲିପ୍ ରେ ହିଁ ଏକ ପୋଷାକ ନିର୍ମାଣ କରିଛନ୍ତି ଏବଂ ତାହାକୁ ମଧ୍ୟ ସେ ନିଜେ ପରିଧାନ କରିଛନ୍ତି। ତେବେ ବଡ଼ ଆଶ୍ଚର୍ଯ୍ୟ ର କଥା ଏହା ହେଲା କି ସବୁ ବେଳେ ଟ୍ରୋଲ ହେଉଥିବା ଉର୍ଫି ଯାବେଦ
ତାଙ୍କର ଏହି ଡ୍ରେସ ପାଇଁ ତାଙ୍କୁ ଖୁବ ପ୍ରଶଂସା ମଧ୍ଯ କରା ଯାଇଛି। ତେବେ ଆପଣଙ୍କୁ ଏହି ଭିଡିଓ ଟି କିଭଳି ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.