Movie prime

ଆଜ୍ଞା ଆମେ ସ୍ବାମୀ ସ୍ତ୍ରୀ ଆସୁଥିଲୁ ଆଉ କିଛି ଟୋକା.... ମୁଁ ଯେତେ ମନା କଲି ହେଲେ ସେମାନେ ଜମା ଶୁଣିଲେନି..

 
Ffg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଦିନ ଦ୍ୱିପହର ରେ ଦମ୍ପତି ଙ୍କୁ ଗୁଳି ଦେଖାଇ ପାଖରୁ ଲୁଟି ନେଲେ ସବୁକିଛି।ଘଟଣା ଏତେ ଭୟାଭୟ ଥିଲା ଯେ କହିଲା ବେଳକୁ ଥରି ଉଠୁଛନ୍ତି ସ୍ବାମୀ ସ୍ତ୍ରୀ।
ରାସ୍ତା ରେ ଗାଡି ରଖିଲେ ଆଉ ତିନି ଜଣ ଯୁବକ ପଲ୍ସର୍ ରେ ଆସି ଗୁଳି କରିଲେ।ଆଉ ଏହାପରେ ଭୟଭୀତ କରି ପିନ୍ଧି ଥିବା ଗହଣା ଏବଂ ସବୁକିଛି ନେଇଗଲେ।
Hh
କେନ୍ଦୁଝର ଜିଲ୍ଲାର ୨୦ ନମ୍ବର ଜାତୀୟ ରାଜପଥ ବିର ଗୋବିନ୍ଦ ପୁର ଛକ ରେ ତିନି ଜଣ ଦୃର୍ବୁତ୍ତ ସ୍ବାମୀ ନିଗମ ପ୍ରସାଦ ସାହୁ ଏବଂ ତାଙ୍କ ସ୍ତ୍ରୀ ସ୍କୁଟି ରେ ଯାଉଥିବା ସମୟରେ ପ୍ରଥମେ ସ୍କୁଟି କୁ ଧକ୍କା ଦେଇଥିଲେ ଦୃର୍ବୁତ୍ତ ମାନେ।
ସ୍ବାମୀ ନିଗମ ପ୍ରସାଦ ସାହୁ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ବିର ଗୋବିନ୍ଦ ପୁର ଛକ ପାଖରେ ତିନି ଜଣ ଦୃର୍ବୁତ୍ତ ଗାଡ଼ି ଧରି ଆସିଥିଲେ।ସେଠାରେ ଓହ୍ଲାଇ ମୁଣ୍ଡ କୁ ବନ୍ଧୁକ ଦେଖାଇ ଫାୟାରିଂ କରିଥିଲେ।ତାଙ୍କ ଗୋଡ଼ ରେ ବାଜିଥାନ୍ତା କିନ୍ତୁ ତାଙ୍କ ଗୋଡ଼ ଟେକି ଦେଲେ। 
Hh
ହାର କାନଫୁଲ ଆଉ ମଙ୍ଗଳସୂତ୍ର ଛିଡେଇ କି ନେଇଗଲେ।ସ୍ବାମୀ ନିଗମ ପ୍ରସାଦ ସାହୁ କହିଛନ୍ତି ଯେ ସେ ପଛ ଛକ ରେ ତିନି ଜଣ ଙ୍କୁ ଛିଡ଼ା ହୋଇଥିବାର ଦେଖିଥିଲେ।ସେମାନେ ପଛରେ ସ୍ଲୋ ସ୍ଲୋ ରେ ଆସୁଥିଲେ ସେଥିପାଇଁ ଜାଣି ପାରିଲେ ନାହିଁ।
କାହିଁକି ଧକ୍କା ଦେଲେ ପଚାରିବା ପରେ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିଥିଲେ ତିନି ଜଣ ଯୁବକ।ଏହାପରେ ବନ୍ଧୁକ ବାହାର କରିଲେ ତିନି ରାଉଣ୍ଡ ଗୁଳି ମଧ୍ୟ ଫୁଟାଇଲେ।ଭୟଭୀତ କରି ପିନ୍ଧିଥିବା ସୁନା ଗହଣା ସବୁ ଲୁଟି ନେଇ ଯାଇଛନ୍ତି।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.