Movie prime

କେଡେ ଭୟାନକ ଏଇ କିନ୍ନର ଗୁଡ଼ା..ସୁନ୍ଦରୀ ଯୁବତୀ ଙ୍କୁ ଦେଖି ଟେକି ନେଇ କରନ୍ତି ଧ-ର୍ଷ-ଣ..

 
Bh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଏବେ ରାସ୍ତା ରେ ଅନେକ ବୋହୁରୁପି ମାନେ ଘୁରି ବୁଲୁଛନ୍ତି।ନିଜକୁ ଝିଅ ରୂପ ରେ ସଜାଇ ସେମାନେ ଲୋକଙ୍କୁ ରାସ୍ତା ରେ ହଇରାଣ କରୁଥିଲେ।
ଯାହାକୁ କି ଧରି ପକାଇ ଥିଲେ ପୋଲିସ।ଓ ଏହା ପରେ ଯାହା କିଛି ଘଟଣା ଘଟିଲା ତାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ତେବେ ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ।
Hj
ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ରେ।ସେଠାରେ କିଛି ଯୁବକ ମାନେ ଏଭଳି ନିନ୍ଦନୀୟ କାମ କରିଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ସୂଚନା ଅନୁସାରେ କିଛି ଯୁବକ ମାନେ ନିଜକୁ କିନ୍ନର ବେଶ ରେ ସଜାଇ ଥିଲେ।
ତାଙ୍କ ଦଳ ର ନାମ ହେଉଚି ତାଳି ଦଳ।ଏମାନେ ପ୍ରତିଦିନ ଯାଇ ରାସ୍ତା କଡ଼ ରେ ଠିଆ ହୋଇ ଯାଉଛନ୍ତି।ଲୋକ ଙ୍କୁ ବହୁତ ହଇରାଣ କରୁଥିବାର ଦେଖା ଯାଉ ଥିଲା।ମହିଳା ମାନଙ୍କୁ ମଧ୍ୟ ଖରାପ ବ୍ୟବହାର ଦେଖାଇଥିଲେ।
Hh
ମହିଳା ମାନଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ଓ ଯେଉଁ ବ୍ୟକ୍ତି ଏ ବିଷୟ ରେ କାହାକୁ କହିବ ସେମାନେ ତାକୁ ମାରି ଦେବେ ବୋଲି ଧମକ ଦେଉଥିଲେ।ତେବେ ଘରେ ଘରେ ବୁଲି ଲୋକ ଙ୍କ ଠାରୁ ଟଙ୍କା ରୋଜଗାର କରୁଥିଲା ଏହି ଦଳ।
ଶେଷ ରେ ପୋଲିସ ହାତ ରେ ଧରା ପଡ଼ି ଏବେ ଜେଲ ରେ ଅଛନ୍ତି।ଏହି ଯୁବକ ମାନେ ଝିଅ ମାନଙ୍କ ପୋଷାକ ପିନ୍ଧି ଓଠ ରେ ଲିପଷ୍ଟିକ ଲଗାଇ ବାହାରି ଯାଆନ୍ତି ରାସ୍ତା କୁ।ସେଠାରେ ଲୋକ ମାନଙ୍କୁ ହଇରାଣ କରନ୍ତି।
ଏ ନେଇ କିଛି ଲୋକ ଥାନା ରେ ଅଭିଯୋଗ କରି ଥିଲେ ତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏଭଳି ଲୋକ ମାନଙ୍କ ଠାରୁ ଆପଣ ମାନେ ଦୂରେଇ ରୁହନ୍ତୁ।ଏବେ ମଧ୍ୟ କିଛି ଲୋକ ମାନେ ଏପରି କିନ୍ନର ରୂପ ଧାରଣ କରି ଘୁରି ବୁଲୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.