Movie prime

ହଠାତ ଧାଇଁ ଆସିଲେ ରାସ୍ତା ଉପରେ ହାଣି ପକାଇଲେ ଦେଖନ୍ତୁ ଘଟିଲା କେତେ ଭୟଙ୍କର ଘଟଣା - CCTV FOOTAGE

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାଜଧାନୀରେ ହେଉଥିବା ଗୁଣ୍ଡା ରାଜ ବିଷୟରେ ଜାଣିପାରିବେ ।
ଆପଣମାନେ ସମସ୍ତେ ତ ଆଜିକାଲି ଦୁନିଆରେ ଘଟୁଥିବା ଘଟଣା ଆଉ ଗୁଣ୍ଡା ମାନଙ୍କର 
ପାଦ୍ରୁର୍ଭାବ ଜାଣି ପାରୁଛନ୍ତି । ଏବେ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି କିଛି ଦୃଶ୍ୟ ।
Bb
ଲୋକମାନେ ଏଭଳି କାମ କରିବା ପୂର୍ବରୁ ଭାବନ୍ତି ନାହିଁ । ରାଜଧାନୀରେ ଗୁଣ୍ଡାମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୁଣ୍ଡାମାନେ ହୋଲିରେ ଏଭଳି କାମ କରିଛନ୍ତି ଯାହା ସତରେ ଭୟାନକ ଅଟେ ।
ଏବେ ଏହି ଘଟଣାକୁ ନେଇ କିଛି ଖବର ଆସିଛି । ରାଜଧାନୀରେ ଗୁଣ୍ଡାମାନେ ବାଇକରେ ବୁଲି କାଣ୍ଡ ଭିଆଇଛନ୍ତି । ଏହି ଗୁଣ୍ଡାମାନେ ଯାହାକୁ ପାରିଛନ୍ତି ତାକୁ ହାଣିଛନ୍ତି । ସମାଜରେ ସତରେ ଏହି ଘଟଣା ବହୁତ ଭୟାନକ ଅଟେ । 
Hh
ରାସ୍ତା ଉପରେ ଦୁର୍ବୃତ୍ତମାନେ ଚଳାଇଲେ ଗୁଣ୍ଡା ରାଜ । କାହାରିକୁ ଛାଡ଼ିଲେ ନାହିଁ ଯାହାକୁ ପାରିଲେ ତାକୁ ମାରଣାସ୍ତ୍ର ଧରି ଆକ୍ରମଣ କରିଲେ । ଏହି ଦୁର୍ବୃତ୍ତମାନେ ୧୦ ରୁ ୧୫ ବାଇକରେ ଆସିଲେ ଆଉ ମାରି ଚାଲିଲେ । ବାଇକ ରୁ ଆରମ୍ଭ କରି ଲୋକମାନଙ୍କୁ ସମସ୍ତଙ୍କୁ କରିଚାଲିଲେ ଆକ୍ରମଣ ।
ଏହି ଆକ୍ରମଣର ଶିକାର ହୋଇଛନ୍ତି କିଛି ଲୋକ । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ଥାଇ ମଧ୍ୟ ଏଭଳି ଘଟଣା ଘଟିଛି । ଏବେ ଏହି ଦୁର୍ବୃତ୍ତମାନେ ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ।
କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତମାନେ । ହାତରେ ମାରଣାସ୍ତ୍ର ଧରି ବାଇକରେ ଆସି ହାଣି ପକାଇଲେ । ଗାଳି ଗୁଲଜ କରିବା ସହ କାର ଭାଙ୍ଗିଲେ, ବୁଲେଟକୁ ଚୋଟ ପକାଇଲେ । ଯୁବକଙ୍କୁ ମଧ୍ୟ ହାଣି ପକାଇଛନ୍ତି ।
ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ନୟାପଲ୍ଲୀ ବ୍ରିକ କଲୋନୀରେ । କେମ୍ବିନ ଗ୍ୟାଙ୍ଗର ଲୋକମାନେ ଏଭଳି କରିଛନ୍ତି ବୋଲି ସୂଚନା ମିଳିଛି । ହୋଲି ଦିନ ଏହି ଦୁର୍ବୃତ୍ତମାନେ ଆସି ଏଭଳି କରିଥିଲେ । ଏହି କାମକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।