Movie prime

ପୁଅ ସ୍ଵାମୀଙ୍କ ପାଇଁ ଆଗେଇ ଆସିଲେ ମହିଳା ଖୋଲିଲେ ରୋମାଞ୍ଜଳିଙ୍କ ସବୁ ସତ

 
Ghh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଓଲିଉଡ , ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଆପଣମାନେ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ଆଲବମ ଅଭିନେତ୍ରୀ ରୋମାଞ୍ଜଳୀଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏବେ ନିକଟରେ ତାଙ୍କ ନାଁରେ ଆସିଥିବା ଖବର ଜାଣିଥିବେ । 
Hhj
ଅଭିନେତ୍ରୀ ଜଣଙ୍କ ଭଉଣୀଙ୍କ ସହିତ ସେହି ଗାଁର ପୂର୍ବତନ ସରପଞ୍ଚଙ୍କ ପୁଅ ବ୍ଲାକମେଲ କରୁଥିଲା ଆଉ ସେଥିପାଇଁ ଅନେକ ଗଣ୍ଡଗୋଳ ମଧ୍ୟ ହୋଇଥିଲା । ଏହି ଅଭିନେତ୍ରୀ ଜଣଙ୍କ ଭଉଣୀ ପୂର୍ବତନ ସରପଞ୍ଚଙ୍କ ପୁଅକୁ ଭଲ ପାଉଥିଲେ । ସେମାନେ ଦୀର୍ଘ ଦିନ ହେବ ଭଲ ପାଉଥିଲେ ।
ଆଉ ଏହି ପୁଅ ଜଣକ ତାଙ୍କ ଭଉଣୀ ସହ ଏଭଳି ବ୍ୟବହାର କରିବାରୁ ତାଙ୍କ ଭିତରେ ରାସ୍ତାରେ ଝଗଡ଼ା ହୋଇଥିଲା । ଆଉ ରାସ୍ତାରେ ଅଭିନେତ୍ରୀ ରୋମାଞ୍ଜଳୀ ସରପଞ୍ଚଙ୍କ ପୁଅକୁ ମାଡ ମାରିବାକୁ କହିଥିଲେ ।
Hhj
ସେ ନିଜ ଚପଲ ଖୋଲି ମାଡ ମାରିବାକୁ କହିଥିଲେ ଆଉ ଏହି ଖବର ତ ଆପଣମାନେ ସମସ୍ତେ ଜାଣିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ପୂର୍ବତନ ସରପଞ୍ଚଙ୍କ ସ୍ତ୍ରୀ ଅନେକ କଥା କହିଛନ୍ତି । ସେ କହିଛନ୍ତି, ଦୀର୍ଘ ୧୦ ବର୍ଷ ହେଲା ତାଙ୍କ ପୁଅକୁ ଅଭିନେତ୍ରୀଙ୍କ ଭଉଣୀ ଭଲ ପାଇଥିଲେ ।
ଆଉ ସେତେବେଳେ ଏହି ଅଭିନେତ୍ରୀ ଜଣକ ଭଲ ଥିଲେ । ଆଉ ସେ ଏଭଳି ନଥିଲେ । ଆଉ ଏବେ ତାଙ୍କର ରୂପ ସେ ଦେଖୁଛନ୍ତି ବୋଲି କହିଲେ । 
Bbb
ରାସ୍ତା ଉପରେ ମାରପିଟ୍ ଚାଲିଥିଲା । ପୂର୍ବତନ ସରପଞ୍ଚଙ୍କୁ ମାଡ ମାରିଥିଲେ ଅଭିନେତ୍ରୀ । ଆଉ ଏହାସହ ତାଙ୍କ ପୁଅକୁ ଗୁଳି କରି ମାରିଦେବେ ବୋଲି ମଧ୍ଯ କହିଥିଲେ । ଏହି ଘଟଣା ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତରେ ଘଟିଥିଲା ।
ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ ଆଏଜ । ତାଙ୍କ ପରିବାର ଆଉ ଅଭିନେତ୍ରୀଙ୍କ ପରିବାର ମଧ୍ୟରେ ଏଭଳି ଝଗଡ଼ା ହୋଇଥିଲା । ଏବେ ଏହି ଘଟଣା ଥାନାରେ ପହଞ୍ଚିଛି । ଥାନାରେ ପହଞ୍ଚିବା ପରେ ଏହି ଘଟଣା ଏବେ ସବୁଠି ଚର୍ଚ୍ଚା ହେଉଛି ।