Movie prime

ବହୁତ୍ ଥର ମନା କଲି ହେଲେ ସେ ମୋ ସହ...ଜ-ବ-ର-ଦ-ସ୍ତି ସମ୍ପର୍କ ରଖି ଚାଲିଲା ଆଉ ଏବେ ଫୋନ୍ ଉଠାଉନି

 
Jjk
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ। ଶିବ ମନ୍ଦିର କୁ ଯିବା ପାଇଁ ଶାଢ଼ୀ ପିନ୍ଧୁ ଥିବା ବେଳେ ଭାଇ ବୋହୂ ଙ୍କୁ ଅସଦାଚରଣ କରିଛନ୍ତି ଦେଢ଼ସୁର।
ମହିଳା ଙ୍କ ସ୍ବାମୀ ଘର ବାହାରେ ଥିଲେ।ମହିଳା ଜଣଙ୍କ ମନ୍ଦିର ଯିବା ପାଇଁ ବେଡ଼ ରୁମ ରେ ଶାଢ଼ୀ ପିନ୍ଧୁ ଥିଲେ।ଆଉ ଏପଟେ ମହିଳା ଙ୍କ ଦେଢସୁର ଆଜି ଭଳିଆ ଦିନରେ ଭାଇ ବୋହୂ ଙ୍କୁ ଅସଦାଚରଣ କରିଛନ୍ତି।
Bh
ଥାନା ଆଗରେ ମୁହଁ ରେ ଓଡ଼ଣୀ ଘୋଡେ଼ଇ ଘରର ବୋହୂ କାନ୍ଦୁଛନ୍ତି।କାରଣ ଆଜି ତାଙ୍କ ସହିତ ଯାହା ସବୁ ଘଟି ଯାଇଛି ତାହା ସେ କେବେ ଭୁଲିବେ ନାହିଁ। ମହିଳା ଜଣଙ୍କ ୬ ମାସ ତଳେ ଭଲ ପାଇ ବିବାହ କରିଥିଲେ।
ମହିଳା ଙ୍କ ଦେଢସୁର ଯିଏକି ଛୁଇଁବା ଦୂରର କଥା ତାଙ୍କୁ ଚାହିଁବା କଥା ବି ନୁହେଁ ସିଏ ଆଜି ତାଙ୍କୁ ଅସଦାଚରଣ କରିଛନ୍ତି।ମହିଳା ଙ୍କ ସ୍ବାମୀ ଘର ବାହାରେ ଅପେକ୍ଷା କରି ରହିଥିଲେ।ଆଉ ସ୍ତ୍ରୀ ସଜ ହୋଇ ମନ୍ଦିର ଯିବେ ବୋଲି ବାହାରୁ ଥିଲେ।
Hh
କିନ୍ତୁ ପୂର୍ବରୁ ଭାଇ ବୋହୂ ଉପରେ ଖରାପ ନଜର ପକାଉଥିବା ଦେଢସୁର ଏପରି ଯୋଜନା କରିଥିଲା।ଆଉ ଯେତେବେଳେ ମହିଳା ଜଣଙ୍କ ପାଟି କରି ସମସ୍ତଙ୍କୁ ଘର ଭିତର କୁ ଡାକି ଥିଲେ ସେତେବେଳେ ଝିଅ ର ଶାଶୁ,ସ୍ବାମୀ ଆଉ ତାଙ୍କର ଦେଢସୁର ଙ୍କ ସ୍ତ୍ରୀ ଆସି ସେଠାରେ ପହଞ୍ଚି ଯାଇଥିଲେ।
ସେତେବେଳେ ସମସ୍ତେ ଦେଢସୁର ଙ୍କୁ ଦୋଷ ନ ଦେଇ ମହିଳା ଙ୍କୁ ଦୋଷ ଦେଇଥିଲେ।କାରଣ ଝିଅ ଯେତେବେଳ ଭଲ ପାଈ ବିବାହ କରିଥିଲେ ସେତେବେଳେ ଯୌତୁକ ଆଣି ନଥିଲେ।
ଯାହାକୁ ନେଇ ସ୍ବାମୀ ଠାରୁ ଆରମ୍ଭ କରି ସମସ୍ତ ଙ୍କ ନଜର ରେ ମହିଳା ଜଣଙ୍କ ତଳକୁ ଖସି ଯାଇଥିଲା।ଆଉ ଆଜି ଏତେ ବଡ ଘଟଣା ଘଟି ଯାଇଥିଲେ ମଧ୍ୟ କେହି ବି ସପୋର୍ଟ କରି ନଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.