Movie prime

ଆମ ଝିଅ କୁ ଖରାପ କାମ ପାଇଁ ବାଧ୍ୟ କଲେ ରାଜି ନ ହେବାରୁ ରାସ୍ତା ରୁ ହଟେଇ ଦେଲେ

 
Vhg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମନରେ ଅନେକ ଅସୁମାରୀ ସ୍ବପ୍ନ ନେଇ ଗାଁ ରୁ ଏକ ଝିଅ ଭୁବନେଶ୍ୱର ଆସିଥିଲା। ସେ ଭାବିଥିଲା କି ସେ ନିଜର ସ୍ଵପ୍ନ ପୂରା କରିବା ସହ ବାପା ମାଆ ଙ୍କ ଅଭାବକୁ ମଧ୍ୟ ସେ ସମ୍ପୁର୍ଣ୍ଣ ଭାବରେ ଦୂର କରିଦେବ।
ହେଲେ ଗାଁ ରୁ ଆସି ଭୁବନେଶ୍ୱର ରେ ରହିବାର କେଇଟା ଦିନରେ ହିଁ ସବୁଦିନ ପାଇଁ ଝିଅକୁ ଛଡ଼ାଇ ନେଇ ଯାଇଥିଲା ଏହି ସ୍ମାର୍ଟ ସିଟି। ଗାଁ ରେ ବାପା ମାନଙ୍କୁ ସାହି ପଡିଶା ଅନେକ କଥା କହୁଥିଲେ।
Gh
ଏକା ଝିଅ କିପରି ଭୁବନେଶ୍ୱର ସହରରେ ରହିବ ବୋଲି ପ୍ରଶ୍ନ ମଧ୍ୟ କରୁଥିଲେ। ହେଲେ ଝିଅ କାହା କଥାକୁ କିଛି ହେଲେ ମଧ୍ୟ ଖାତିର ନକରି ଭୁବନେଶ୍ବର ଆସି ଏକ ହୋଟେଲ୍ ରେ କାମ କରୁଥିଲା।
ଝିଅ ସରୋଜିନୀ ହେଉଛି ଏକ ରାଜ୍ୟ ସ୍ଥାରୀୟ ବକ୍ସିଂ ଓ ଖୋଖୋ ଖେଳାଳୀ।ଖେଳରେ ଆଗକୁ ଯିବାପାଇଁ ମଧ୍ୟ ସେ ଅନେକ ସାରା ସ୍ବପ୍ନ ମଧ୍ୟ ଦେଖୁଥିଲେ। ହେଲେ ଯେଉଁ ହୋଟେଲ୍ ରେ ସେ କାମ କରୁଥିଲେ ସେହି ହୋଟେଲ୍ ରେ ତାଙ୍କୁ ଖରାପ କାମ କରିବାକୁ ବାଧ୍ୟ କରା ଯାଉଥିଲା।
ସେଥିପାଇଁ ଏବେ ପରିବାର ଲୋକ ମଧ୍ୟ ଅଭିଯୋଗ ଆଣିଛନ୍ତି କି ହୋଟେଲ୍ ରେ କାମ କରୁ ଥିବାରୁ କେହି ତାଙ୍କୁ ଖରାପ୍ କାମରେ ଲିପ୍ତ କରିଥାଇ ପାରନ୍ତି କି ସେଭଳି କାମ କରିବାକୁ ବାଧ୍ୟ କରିଥାଇ ପାରନ୍ତି।ଆଉ ସେଥିପାଇଁ ସେ ଶେଷରେ ଆ-ତ୍ମ-ହ-ତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ।
Gh
ତାଙ୍କ ଘର ପୁରୀ ଜିଲ୍ଲା, ବେଳାଙ୍ଗ ଜଗଧରପୁର ଠାରେ। ଭୁବନେଶ୍ୱର ର ଏକ ଭଡ଼ା ଘରୁ ହିଁ ତାଙ୍କର ଝୁଲନ୍ତା ମୃ-ତ-ଦେହ ଉଦ୍ଧାର କରାଯାଇ ଥିଲା।ସେହି ଭଡ଼ା ଘର ମାଲିକ ମଧ୍ୟ ଅନେକ ଝିଅ ମାନଙ୍କୁ ସେଠାରେ ବିନା ତଥ୍ୟ ପ୍ରମାଣ ରେ ମଧ୍ୟ ରଖୁଥିଲେ।
ଏଭଳି କି ସେହି ଘର ମାଲିକଙ୍କ ଉପରେ ମଧ୍ୟ ସନ୍ଦେହ ଉପୁଜିଛି। ଏହି ଘଟଣା ଉପରୁ ପରଦା ଉଠାଇବା ପାଇଁ ପୋଲିସ ତାର ତଦନ୍ତ ଚଳାଇଛି।
ପୋଲିସ ର ତଦନ୍ତ ପରେ ହିଁ ଏହି ଘଟଣା ପଛରେ ଥିବା ପ୍ରକୃତ କାରଣ କଣ ତାହା ଜଣା ପଡ଼ିବ। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।