Movie prime

ଝିଅକୁ ଧୁମ୍ ଧାମରେ ବାହା କରେଇଥିଲେ ହେଲେ ଶେଷରେ ଏମିତି ହେଲା DJ ବଜାଇ ଝିଅକୁ ଫେରେଇ ଆଣିଲେ ବାପା

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଖବର ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ସତରେ ଜଣେ ବାପା ଏଭଳି କରିପାରନ୍ତି ଯାହା ବିଶ୍ବାସ ହେଉ ନଥିଲେ ମଧ୍ୟ ଏହା ସତ ଅଟେ । କନିଆଁ ସବୁବେଳେ ବାପଘର ଛାଡିଥାଏ କିନ୍ତୁ ଏବେ ଖବର ଆସିଛି କି କନିଆଁ ଛାଡ଼ିଲା ଶାଶୁଘର । ଆଜିକାଲି ଯୁଗରେ ନିର୍ଯ୍ୟାତନା ଦେବା ଏକ ସାଧାରଣ କଥା ହୋଇଗଲାଣି ।
Hh
ଜଣେ ବାପା ତାର ଝିଅକୁ ବିବାହ କରାଇଥିଲେ କିନ୍ତୁ ଏବେ ତାର ଝିଅକୁ ନିର୍ଯ୍ୟାତନା ଦିଆଯାଉଛି । ଆଉ ଝିଅକୁ ନିର୍ଯ୍ୟାତନା ଦେଉଥିବାରୁ ବାପା ଜଣକ ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ଏହି ଝିଅ ଜଣଙ୍କୁ ତାର ବାପା ବାଜା ବଜାଇ ରୋଷଣୀ କରି ଘରକୁ ଫେରାଇ ଆଣିଥିଲେ ।
ଆଉ ଏହାପରେ ଝିଅକୁ ପାଛୋଟି ନେଇଗଲେ ପରିବାର ଲୋକେ । ଝିଅକୁ ବିବାହ କରିବା ପୂର୍ବରୁ ବାପା ଜଣକ ଅନେକ ସ୍ବପ୍ନ ଦେଖିଥାନ୍ତି ଆଉ ଝିଅ ଖୁସିରେ ରହୁ ବୋଲି ଭାବିଥାନ୍ତି କିନ୍ତୁ ଏହି ଝିଅ ଜଣଙ୍କୁ ଶାଶୁଘର ଲୋକେ ଯନ୍ତ୍ରଣା ଦେଲେ ।
ଆଉ ଏହାକୁ ସହି ପାରିଲେ ନାହିଁ ବାପା । ଏହାପରେ ବାପା ଜଣକ ସେହି ଝିଅକୁ ତାର ଶାଶୁଘରୁ ବାଜା ବଜାଇ ନିଜ ଘରକୁ ଆଣିଥିଲେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅନୀଲ କୁମାର । ବାପା ଅନୀଲ କୁମାର ଆଉ ତାଙ୍କ ପତ୍ନୀ ଏବେ ତାଙ୍କ ଝିଅକୁ ଘରକୁ ନେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
Hh
ଯେମିତି ତାଙ୍କ ବାପା ଖୁସିରେ ତାଙ୍କ ଝିଅକୁ ଶାଶୁଘରକୁ ପଠାଇଥିଲେ ଠିକ୍ ସେହିଭଳି ଶାଶୁଘରୁ ମଧ୍ୟ ଝିଅଙ୍କୁ ଆଣିଥିଲେ । ଝିଅ ଜଣକ ୨୦୧୬ ମସିହାରେ ବିବାହ କରିଥିଲେ । ଆଉ ଏହାପରେ ତାଙ୍କୁ ନିର୍ଯାତନା ଦିଆ ଯାଇଥିଲା ।
ତାଙ୍କ ସ୍ଵାମୀ ଜଣେ ଇଞ୍ଜିନିୟର ଥିଲେ । ଆଉ ସେ ତାଙ୍କ ଶାଶୁଘରେ ରହୁଥିଲେ । ଶାଶୁଘରେ ରହିବା ପରେ ତାଙ୍କ ଶାଶୁ ସବୁବେଳେ ତାଙ୍କୁ ନିର୍ଯାତନା ଦେଉଥିଲେ । ଆଉ ଏହି ନିର୍ଯ୍ୟାତନାକୁ ରୋକିବା ପାଇଁ ଅନେକ ଥର ଚେଷ୍ଟା କରିଛନ୍ତି ଝିଅର ବାପା ।
ଆଉ ଝିଅର ବାପା ଅନେକ ଥର ବୁଝାଇବା ପରେ ମଧ୍ୟ ତାଙ୍କ ଶାଶୁଘରଲୋକେ ଏହାକୁ ମାନି ନଥିଲେ । ଏହାପରେ ତାଙ୍କ ବାପା ତାଙ୍କ ଝିଅକୁ ତାଙ୍କ ଘରକୁ ଫେରାଇ ଆଣିଥିଲେ । ଉତ୍ତରପ୍ରଦେଶର କନୌଜ ଅଞ୍ଚଳର ଏହି ଘଟଣା ଏବେ ଚର୍ଚ୍ଚାକୁ ଆସିଛି ।