Movie prime

ଶାଶୁଘର ଭିତରେ ଥାଇ ଚିତ୍କାର କରୁଚି ନୂଆ ବୋହୂ ଗାଆଁ ଲୋକେ ଧାଇଁ ଆସି ଦେଖିଲା ବେଳକୁ...

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Bb
ସୋସିଆଲ ମିଡିଆରେ ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି। ଯୁବପଢ଼ି ମାନଙ୍କ ପାଇଁ ସୋସିଆଲ ମିଡିଆ ହେଉଛି ଏକ ସହଜ ମାଧ୍ୟମ ଯାହାଦ୍ଵାରା ସମସ୍ତ ଖବର ଆମେ ଜାଣିବାକୁ ପାଉଛେ।
ତେବେ ଏବେ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ଲକ୍ଷ୍ମୀ ଦୀର୍ଘଦିନ ଧରି ଗୋଟିଏ ଘର ଭିତରେ ବନ୍ଦୀ ହୋଇରହୁଥିଲେ। ଏମିତି କି ଲକ୍ଷ୍ମୀଙ୍କୁ ଶାଶୂଘର ଲୋକେ ତାଙ୍କ ପରିବାର ସହିତ ମିଳାମିଶା କରିବାକୁ ଦେଉନଥିଲେ।
Bh
ଲକ୍ଷ୍ମୀ ନାମକ ଏହି ମହିଳା ଜଣେ ଯୁବକଙ୍କୁ ଗତ ତିନିବର୍ଷ ତଳେ ପ୍ରେମ କରୁଥିବା ବେଳେ ତାଙ୍କୁ ୨୦୨୧ ମସିହାରେ ବିବାହ କରିଥିଲେ। କିନ୍ତୁ ବିବହାର କିଛିଦିନ ପରେ ତାଙ୍କ ସ୍ବାମୀ ସ୍ତ୍ରୀକୁ ଛାଡ଼ି ଅନ୍ୟ କୁଆଡେ ଚାଲି ଯାଇଥିଲେ। ଯାହାକୁ ନେଇ ସେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।
ଆଉ ପୋଲିସ ମଧ୍ୟ ନୃଶ୍ୟକୁ ଗିରଫ କରି ଚାରିମାସ ଧରି ଜେଲରେ ରଖିଥିଲା। ବର୍ତ୍ତମାନ ଦୀର୍ଘଦିନ ଧରି ଲକ୍ଷ୍ମୀ ନୃଶ୍ୟଙ୍କ ଘରେ ରହୁଥିବା ବେଳେ ନୃଶ୍ୟ ଗାଁ ବାହାରେ ରହୁଛନ୍ତି।ଆଉ ଲକ୍ଷ୍ମୀ ରହୁଥିବା ଘରର ବାହାରେ ଓ ବାରିପଟେ ତାଲା ପକେଇ ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ। 
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋଳନଥରା ଥାନା ଅନ୍ତର୍ଗତ ପଞ୍ଚମା ଗାଁର ଲକ୍ଷ୍ମୀ ମଣ୍ଡଳଙ୍କ କଥା ଶାଶୂଘର ଲୋକେ ଲକ୍ଷ୍ମୀଙ୍କ ଗ୍ରହଣ କରୁନଥିବା ଅଭିଯୋଗ କରିଥିଲେ। ଯାହାକୁ ନେଇ ହାଇକୋର୍ଟ ଲକ୍ଷ୍ମୀକୁ ନ୍ୟାୟ ପ୍ରଦାନ କରିବା ସହିତ ତାଙ୍କୁ ନିଜ ପରିବାର ସହିତ ମିଳିମିଳାମିଶି ନିମନ୍ତେ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ।
ତେବେ ବ୍ରହ୍ମପୁର ଏସପିକୁ ସଭାପତି ପ୍ରମିଳା ତ୍ରୀପାଠୀ ଓ ଲକ୍ଷ୍ମୀଙ୍କୁ ଦେଖା କରିବା ସହିତ ଲକ୍ଷ୍ମୀଙ୍କ ପ୍ରତି ଅନ୍ୟାୟ ହେଉଥିବା କଥା ମଧ୍ୟ ଜଣାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.