Movie prime

ଫ୍ରିଜ୍ କିଣି ଠକାମୀରେ ପଡ଼ିଥିବା ବେଳେ ଯୁବକ ହେଲେ ନିରାଶ ଦେଖନ୍ତୁ ଦୋକାନ ସାମ୍ନାରେ ସିଧା ପୋଡ଼ିଦେଲେ

 
Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି ଖବର ଜାଣି ପାରୁଛନ୍ତି ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ଜଣେ ବ୍ୟକ୍ତି ଗୋଟିଏ ଫ୍ରିଜ୍ କିଣିଥିଲେ ଆଉ ଏହା ବାରମ୍ବାର ଖରାପ ହେବା ପରେ ବ୍ୟକ୍ତି ଜଣକ ଏଭଳି କାମ କରିଥିଲେ ଯାହା ଏବେ ଚର୍ଚ୍ଚାକୁ ଆସିଛି । ବ୍ୟକ୍ତି ଜଣକ ଫ୍ରିଜ କିଣିଥିଲେ ଆଉ ଏହା ଖରାପ ହୋଇ ଯାଇଥିଲା ।
Vv
ୱାରେଣ୍ଟି ମଧ୍ୟ ଥିଲା କିନ୍ତୁ ଦୋକାନୀ ଫ୍ରିଜ ସଜାଡ଼ିବା ପାଇଁ ଟଙ୍କା ନେଲେ । ଆଉ ଏହାପରେ ପୁଣି ବାରମ୍ବାର ଫ୍ରିଜ ଖରାପ ହୋଇଥିଲା । ବାରମ୍ବାର ଖରାପ ହେବା ପରେ ମଧ୍ୟ ଦୋକାନୀ ଶୁଣି ନଥିଲେ ।
ବ୍ୟକ୍ତି ଜଣକ ଯେଉଁ ଦୋକାନରୁ ଫ୍ରିଜ କିଣିଥିଲେ ସେହି ଦୋକାନ ଆଗରେ ଫ୍ରିଜକୁ ଜାଳି ଦେଲେ । ଏହି ବ୍ୟକ୍ତି ଜଣକ କହିଛନ୍ତି ଫ୍ରିଜ ପୁରା ନିମ୍ନମାନର ଅଟେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଏହି ବ୍ୟକ୍ତି ଜଣକ ଫ୍ରିଜ ଜାଳି ଦେଉଛନ୍ତି । 
ଏହି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ସହରରେ । ଫକୀରମୋହନ ପଲେଇ ଛକ ନିକଟରେ ଥିବା ପାତ୍ର ଇଲେକ୍ରୋନିକସ୍ ଦୋକାନରୁ ବ୍ୟକ୍ତି ଜଣକ ଫ୍ରିଜ ନେଇଥିଲେ । ଆଉ ଏହାପରେ ଏହା ଖରାପ ହୋଇ ଯାଇଥିଲା ।
Bb
ବ୍ୟକ୍ତି ଜଣକ ଗୋଦ୍ରେଜ୍ କମ୍ପାନୀର ଫ୍ରିଜ କିଣି ଘରକୁ ନେଇଥିଲେ ଯାହାର ମୂଲ୍ୟ ହେଉଛି ୨୩ ହଜାର ଟଙ୍କା । ଆଉ ଏହା ଏକ ବର୍ଷ ହୋଇନଥିଲା ଏହାର କମ୍ପ୍ରେଶର ଖରାପ ହୋଇଗଲା । ଏହାପରେ ସେ ଏହାକୁ ଠିକ୍ କରିବାକୁ ଆଣିଥିଲେ । ମେକାନିକ ଯାଇ ପ୍ରଥମ ବର୍ଷ ସେଠାକୁ ଯାଇଥିଲେ ।
ମେକାନିକ ଠିକ୍ କରି ୱାରେଣ୍ଟି ଥାଇ ମଧ୍ୟ ୨୩୦୦ ଟଙ୍କା ନେଇଥିଲେ । ଦ୍ଵିତୀୟ ବର୍ଷ ପୁଣି ଏହି ଫ୍ରିଜ ଖରାପ ହୋଇଥିଲା । ଆଉ ଏହାକୁ ସଜାଡିବାକୁ ଟଙ୍କା ମାଗିଥିଲେ । ଗ୍ରାହକ ମଧ୍ୟ ଏହି କଥାରେ ରାଜି ଥିଲେ କିନ୍ତୁ ଫ୍ରିଜ ଠିକ୍ କରିବାକୁ ୭ ଦିନ ଲାଗିବ କହି ମଧ୍ଯ ସେମାନେ ଫ୍ରିଜ ଠିକ୍ କରି ପାରିନଥିଲେ ।
ଆଉ ଏହାପରେ ୱାରେଣ୍ଟ ଥାଇ ମଧ୍ଯ ସେମାନେ ଠିକ୍ କରିଲେ ନାହିଁ । ୭ ଦିନ ପାଇଁ କହି ୨୮ ଦିନ ପର୍ଯ୍ୟନ୍ତ ମଧ୍ୟ ସେମାନେ ଠିକ୍ କରି ନଥିଲେ । ଏହାପରେ ବ୍ୟକ୍ତି ଜଣକ ରାଗି ଯାଇ ଫ୍ରିଜ ଦୋକାନ ଆଗରେ ଜାଳି ଦେଇଥିଲେ ।