Movie prime

ନିଜ ବଡ଼ ଭାଇ ଘରେ ନ ଥିଲା ବେଳେ..ଭାଉଜ କୁ ରୁମ୍ ଡାକି ଶା-ରି-ରୀ-କ ସ-ମ୍ପ-ର୍କ ରଖିଲା ଦିଅର

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଦିଅର କୁ ନିଜର କରିବା ପାଇଁ ସ୍ଵାମୀ କୁ ହତ୍ୟା କଲା ସ୍ତ୍ରୀ।ଏଭଳି ଅନେକ ଖବର ଆପଣ ମାନେ ଆଗରୁ ଶୁଣି ଥିବେ।ଆଜି ଆମେ ଆପଣ ମାନଙ୍କୁ ସେଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।
ବିହାର ରାଜ୍ୟ ର ରାଜପୁର ଗାଁ ରେ ଘଟିଛି ଏଭଳି କିଛି ଘଟଣା।ଛଟ ପୂଜା କରିବା ପାଇଁ ସେଠାରେ ଜଣେ ଯୁବକ ଗାଁ କୁ ଆସି ଥିଲେ।ହେଲେ ଶେଷ ରେ ତାଙ୍କ ଶ-ବ ଗାଁ ର ଗୋଟିଏ ଚାଷ ଜମି ରୁ ମିଳିଛି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।
Hu
ସୂଚନା ଅନୁସାରେ ସେହି ଅଞ୍ଚଳ ର ଅଜୟ ସେହନି ଗତ କିଛି ଦିନ ତଳେ ଅଞ୍ଜଳି ଦେବୀ ଙ୍କୁ ବିବାହ କରି ଥିଲେ।ବିବାହ ର କିଛି ଦିନ ପରେ ସେ ବାହାରକୁ କାମ କରିବା ପାଇଁ ଚାଲି ଯାଇ ଥିଲେ।
ଏହି ସମୟ ରେ ଅଞ୍ଜଳି ଅଜୟ ଙ୍କ ଭାଇ ଧର୍ମବୀର ସେହନି ଙ୍କୁ ପ୍ରେମ କରିବାକୁ ଲାଗିଲେ।ଉଭୟ ପରସ୍ପର ସହିତ ଶା-ରୀ-ରି-କ ସମ୍ପର୍କ ରଖିଲେ।ଯେତେବେଳେ ଅଜୟ ଘର କୁ ବୁଲିବାକୁ ଆସି ଥିଲେ।ତାଙ୍କ ପତ୍ନୀ ଓ ଭାଇ ଙ୍କ ର ଏଭଳି ଅବସ୍ଥା କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।
ଉଭୟ ଙ୍କୁ ଖୁବ୍ ପିଟି ଥିଲେ ସେ।ଏହା ପରେ ତାଙ୍କ ସାନ ଭାଇ ବଡ ଭାଇ କୁ ମାରିବା ପାଇଁ ଯୋଜନା କଲେ।ଅଜୟ ଯେତେବେଳେ ଗାଁ କୁ ପୂଜା ପାଇଁ ଆସି ଥିଲେ।
Bh
ସେତେବେଳେ ସାନ ଭାଇ ଓ ନିଜ ପତ୍ନୀ ଅଞ୍ଜଳି ମିଶି ଅଜୟ ଙ୍କ ବେକ ରେ ଦଉଡ଼ି ଲଗାଇ ହ-ତ୍ୟା କରି ଦେଇ ଥିଲେ।ଏହା ପରେ ତାଙ୍କୁ ନେଇ ଗାଁ ର ଗୋଟିଏ ଧାନ କ୍ଷେତ ରେ ପକାଇ ଦେଇ ଥିଲେ।ପ୍ରଥମେ ଗ୍ରାମବାସୀ ମାନେ ଏହାକୁ ଦେଖି ପୋଲିସ କୁ ଖବର ଦେଇ ଥିଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରି ଥିଲା।ପରେ ଜଣା ପଡି ଥିଲା କି ତାଙ୍କ ଭାଇ ଓ ସ୍ତ୍ରୀ ମିଶି ତାଙ୍କୁ ହ-ତ୍ୟା କରିଛି।ଏହା ପରେ ପୋଲିସ ତାଙ୍କ ଭାଇ ପତ୍ନୀ ଓ ଅନ୍ୟ ପାଞ୍ଚ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ଘଟଣା ଟି ଏବେ ସବୁ ଠାରେ ଶୁଣିବାକୁ ମିଳୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.