Movie prime

କିଏ ଏହି ମୁନା ଯାହାକୁ ଦେଖି ମହିଳା ,ଝିଅ ସମସ୍ତେ ଦେଇ ଦିଅନ୍ତି ତାଟି କବାଟ ଜାଣନ୍ତୁ ପୁରା ସତ

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Bh
ନିଶା ଖାଇ ଗାଁର ଝିଅ ବୋହୂକୁ କମେଣ୍ଟ ମାରୁଥିଲା ମୁନା। ଆଉ ଗତକାଲି ରାତିରେ ମୁନାର ଛୁରୀ ମାଡ଼ରେ ଚାଲି ଯାଇଥିଲା ମହିଳାଙ୍କ ଜୀବନ। ସିଆରଆରଆଇ ଥାନା ଅଞ୍ଚଳରେ ଥିବା ନେହେରୁ ପଲ୍ଲୀ ଦେବେନ୍ଦ୍ର ନଗର ବସ୍ତିରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିବା ବେଳେ ଏବେ ହତ୍ୟା ଅଭିଯୋଗରେ ମୁନାକୁ ବାନ୍ଧିଲା ପୋଲିସ।
ତେବେ ବନ୍ଧୁଗଣ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।ସୂଚନା ଅନୁଯାୟୀ କଟକ ଜିଲ୍ଲା ସିଆରଆରଆଇ ଥାନା ଅଞ୍ଚଳରେ ଥିବା ନେହେରୁ ପଲ୍ଲୀ ଦେବେନ୍ଦ୍ର ନଗରୀ ବସ୍ତିରେ ଏହି ଯୁବକ ଘଟାଇଛି ଜଘନ୍ୟ କାଣ୍ଡ। ଦେବେନ୍ଦ୍ର ନଗରୀ ବସ୍ତିର ଆରତୀ ସାହୁଙ୍କ ବଡ ଝିଅକୁ ମୁନା ଅଶ୍ଳୀଳ ଭାଷାରେ କମେଣ୍ଟ ପାସ କରିଥିଲା।
Tt
ମୃତ୍ୟୁ ଭାରତୀ ସାହୁଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ ଦେଇଥିଲେ। ଏହାପରେ ପୋଲିସ ମୁନାକୁ ଗିରଫ କରିଥିଲେ। ଗିରଫ ପରେ ଏବେ ମୁନା ଥାନାରୁ ଆସିଲା। ଆଉ ଗତକାଲି ରାତିରେ ମୁନାର ଛୁରୀ ମାଡ଼ରେ ଚାଲି ଯାଇଥିଲା ଆରତୀ ସାହୁଙ୍କ ଜୀବନ।
ତେବେ ଘଟଣାସ୍ଥଳରେ ସାଇଣ୍ଟଫିକ ଟିମ ପହଂଚି ବିଭିନ୍ନ ଦିଗକୁ ତଦନ୍ତ କରୁଛନ୍ତି। ଏନେଇ ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି ଅଭିଯୁକ୍ତ ମୁନ୍ନା କୁ ଗିରଫ କରାଯାଇଛି।
ଆଉ ତାକୁ ଖୁବ ଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅନିଲ ମିଶ୍ର। ତେବେ ଅଭିଯୁକ୍ତ ମୁନା ନାମ ରେ ପୂର୍ବରୁ ଅଭିଯୋଗ ଥିବାବେଳେ ଏବେ ପୁଣି ହତ୍ୟା ଅଭିଯୋଗ ରେ ବାନ୍ଧିଚି ପୋଲିସ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.