Movie prime

କଲେଜ ପଢୁଆ ଝିଅକୁ... ପଥର ଛେଚି ମା-ରି-ଲା କିଏ..?

 
Hjj
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଝିଅ ମାନଙ୍କୁ ବାହାର କୁ ଛାଡିବା ହେଉଚି ଏବେ ସବୁଠାରୁ ବଡ ବିପଦ।ସେଭଳି ଗୋଟିଏ ଝିଅ ଟି ରାସ୍ତା ରେ ଟିଉସନ୍ ସାରି ଫେରିବା ସମୟ ରେ ତା ସହିତ ଏଭଳି କିଛି ଘଟଣା ଘଟି ଯାଇଚି।
ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହି।ଝିଅ ଟି ର ନାମ ହେଉଚି ଜସ୍ମିନ।ଯିଏ କି ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ରେ ପାଠ ପଢୁଥିଲା।
Ghu
ହେଲେ କେହି ଜଣେ ତାକୁ ମାରି ରାସ୍ତା ରେ ପକାଇ ଦେଇଚି।ଯାହାକୁ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ଜସ୍ମିନ ସାହୁ ନାମକ ଏହି ଯୁବତୀ ଜଣକ ପାଠ ରେ ଯେମିତି ଆଗୁଆ ଥିଲା ବ୍ୟବହାର ମଧ୍ୟ ସେପରି ଥିଲା।ଶାନ୍ତ ସରଳ ସ୍ଵଭାବ ର ଏହି ଝିଅଟି।ହେଲେ ତା ସହିତ ଏଭଳି କିଛି ହେବ ବୋଲି କେହି ବିଶ୍ବାସ କରି ନ ଥିଲେ।ସେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ର ବିଜ୍ଞାନ ବିଭାଗ ର ଛାତ୍ରୀ ଥିଲା।
Kk
ଗାଁ ନିକଟ ରେ ଥିବା ଗୋଟିଏ କୋଚିଂ ସେଣ୍ଟର୍ ରେ ସେ ପାଠ ପଢ଼ାଇବା ପାଇଁ ଯାଉ ଥିଲା।ସବୁ ଦିନ ସେହି ରାସ୍ତା ରେ ସେ ଓ ତାର ତିନି ଜଣ ସାଙ୍ଗ ଯିବା ଆସିବା କରନ୍ତି।ହେଲେ ଘଟଣା ଦିନ ସେ ଘର କୁ ସନ୍ଧ୍ୟା ୫.୩୦ ରେ ଫେରୁ ଥିଲା।
ଏହି ସମୟ ରେ ସେ କେହି ଜଣେ ଜସ୍ମିନ ଙ୍କୁ ପଥର ରେ ଛେଚି ଦେଇଛନ୍ତି।ତାଙ୍କର ଶବ କୁ ଜଙ୍ଗଲ ଭିତରୁ ଉଦ୍ଧାର କରା ଯାଇଛି। ଓଢ଼ନି ଓ ଚପଲ ଜଙ୍ଗଲ ବାହାରେ ପଡ଼ି ରହିଛି।ଯେ କେହି ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଚି।
ଯେତେବେଳେ ଝିଅ ର ଫେରିବା ରେ ବିଳମ୍ବ ହୋଇଚି।ସେତେବେଳେ ତାଙ୍କ ବାପା ଖୋଜିବାକୁ ଲାଗି ଥିଲେ।ଏହା ପରେ ସେମାନେ ପୋଲିସ ର ସାହାର୍ଯ୍ୟ ନେଇ ଥିଲେ।ପରେ ତାଙ୍କ ଚପଲ ଜଙ୍ଗଲ ଭିତରେ ମିଳି ଥିଲା।
ସଙ୍ଗେ ସଙ୍ଗେ ଆଗକୁ ଯାଇ ତାଙ୍କ ଶବ ମିଳି ଥିଲା।କିଛି କାରଣ ନ ଥାଇ ତାଙ୍କୁ କିଏ ମାରି ଦେଇଚି ବୋଲି ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଜସ୍ମିନ ଙ୍କୁ ମାରି ଥିବା ସେହି ଲୋକ ମାନଙ୍କୁ ଜଲଦି ଗିରଫ କରା ଯାଇ ଫାଶୀ ଖୁଣ୍ଟ ରେ ଝୁଲାଇ ଦିଆ ଯାଉ ବୋଲି ଗାଁ ର ଲୋକ ମାନେ କହିଛନ୍ତି।