Movie prime

ଆରେ ଆରେ !! ବିଧବା ମହିଳା ଙ୍କ କିଏ ଶତ୍ରୁ ଥିଲା ଯେ କାଠ ଫାଳିଆ ରେ ପିଟି ପିଟି ନେଇଗଲା ଜୀବନ..

 
Yy
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ମହିଳା ଙ୍କୁ ପଥର ଏବଂ କାଠ ଫାଳିଆ ରେ ପିଟି ପିଟି ହ-ତ୍ୟା କରାଯାଇଛି।ଏଭଳି ହ-ତ୍ୟା କରିବା ପରେ ବାଡ଼ି ପଟେ ଫିଙ୍ଗି ଦେଇଛନ୍ତି ଅଭିଯୁକ୍ତ।
କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ ଥାନା ଗୋଡ଼ି ସାହି ଫାଣ୍ଡି ବାର୍ସିଂହା ଗ୍ରାମ ରେ ଘଟିଛି ଏଭଳି ଅଭାବନୀୟ ହ-ତ୍ୟା-କା-ଣ୍ଡ।ମୃ-ତ-ଦେ-ହ ନିକଟ ରେ ପଡ଼ି ରହିଛି ରକ୍ତ ଭିଜା କାଠ ଫାଳିଆ ଓ ପଥର। ପଥର ଓ କାଠ ଫାଳିଆ ରେ ପିଟି ପିଟି ହ-ତ୍ୟା କରାଯାଇଥିବା ସନ୍ଦେହ କରାଯାଇ ଥିବା ବେଳେ ପୁଅ ଅଭିଯୋଗ ଆଣିଛନ୍ତି।
Tt
ଜମି ବାଡ଼ି ବିବାଦ କୁ ନେଇ ମା ଙ୍କୁ ହ-ତ୍ୟା କରିବା ପରେ ବର୍ତମାନ ନ୍ୟାୟ ଦାବି ରେ ପୁଅ।ତେବେ ଘରେ ପୁଅ ବୋହୁ ନଥିବା ବେଳେ ମା ଙ୍କୁ ଏପରି କିଏ ଆଉ କାହିଁକି ହ-ତ୍ୟା କରିଲେ ତାକୁ ନେଇ ବର୍ତମାନ ପୁଅ ଦ୍ଵନ୍ଦ ରେ ରହିଛନ୍ତି।
ଆଉ କାରଣ ମଧ୍ୟ ଖୋଜି ବୁଲୁଛନ୍ତି।ଗତକାଲି ବିଳମ୍ବିତ ରାତିରେ ମହିଳା ଜଣଙ୍କ ସୋଇଥିବା ବେଳେ କେହି ତାଙ୍କୁ ହ-ତ୍ୟା କରିଥିବା ଅନୁମାନ କରାଯାଉଛି।ଏବଂ ବାରଙ୍ଗ ଏବଂ ଗୋଡ଼ି ସାହି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଏବଂ ସନ୍ଧାନି କୁକୁର ର ସହାୟତା ନିଆ ଯାଇଛି।
5t
ମହିଳା ଙ୍କ ପୁଅ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଗତକାଲି ଘରେ ଅନ୍ଧ ଜେଜେ ରହିଥିଲେ,ଆଉ ମହିଳା ଥିଲେ।ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀ ଆଉ ଛୋଟ ପୁଅଙ୍କୁ ଶଶୁର ଘର କୁ କିଛି ଦିନ ହେବ ପଠାଇ ଦେଇଛନ୍ତି।ଗ୍ରାମବାସୀ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏବଂ ମହିଳା ଙ୍କ ପୁଅ ଦୁଃଖ ରେ ଭାଙ୍ଗି ପଡିଛନ୍ତି।
ଆଉ ତାଙ୍କ ମାଆ ଙ୍କୁ କିଏ ହ-ତ୍ୟା କରିଛି ତାକୁ ଯଥାଶୀଘ୍ର ଧରାଯାଉ ବୋଲି କହିଛନ୍ତି।ବର୍ତମାନ ଏହି ଖବରଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.