Movie prime

ଖଲି ଙ୍କ ସ୍ତ୍ରୀ ଛୋଟ ସାଇଜ ହେଲେ ବି ସ୍ଵାମୀ ଖଲି କୁ ଖୁସି କରିବାର କୌଣସି ମଉକା ଛାଡନ୍ତିନି, ଏମିତି ସ୍ତ୍ରୀ ସବୁ ଙ୍କୁ ମିଳୁ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଭାରତୀୟ ରେସଲିଙ୍ଗ ଦୁନିଆ ର ବେଷ୍ଟ ଖେଳାଳି ଦି ଗ୍ରେଟ ଖଲ୍ଲି।ଭାରତ ରେ ତାଙ୍କୁ କିଏ ବା ନ ଜଣେ।ବିଦେଶୀ ଖେଳାଳି ଏହି ଖେଳ କୁ ଅଧିକ ପସନ୍ଦ କରନ୍ତି।ଓ ତାଙ୍କ ଦେଶରେ ଏହାର ଲୋକ ପ୍ରିୟତା ଅଧିକ।ଭାରତୀୟ ମାନେ ଏହି ଖେଳ କୁ ଏତେ ପସନ୍ଦ କରନ୍ତି ନାହିଁ।
Special Report
ମାତ୍ର ଦି ଗ୍ରେଟ ଖଲ୍ଲି ଏହି ମ୍ୟାଚ କୁ ଖେଳିବା ପରେ ଭାରତ ରେ ମଧ୍ୟ ଏହାର ଲୋକ ପ୍ରିୟତା ବଢ଼ି ଚାଲିଛି।ସେ ଅନେକ ବିଦେଶୀ ଖେଳାଳି ଙ୍କୁ ତାଙ୍କରି ମାଟି ରେ ହରାଇ ଦେଇଛନ୍ତି।ତାଙ୍କର ଏଭଳି ଖେଳ ପାଇଁ ତାଙ୍କୁ ଅଧିକ ପୁରସ୍କାର ଦିଆ ଯାଇଛି।
ସେ ଖେଳ ରୁ ଅବସର ନେବା ପରେ ଏବେ ଘର ଲୋକ ଙ୍କ ସହ ସମୟ ବିତାଉ ଛନ୍ତି।ଓ ସବୁବେଳେ ନିଜ ପରିବାର ର ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼ କରୁଛନ୍ତି।ତାଙ୍କ ସ୍ତ୍ରୀ ହେଉଛନ୍ତି ହରମନ୍ଦିର୍ କୌର୍।ଯିଏ କି ଦେଖିବାକୁ ବହୁତ ସୁନ୍ଦର।ଏମାନେ ଦୁଇ ଜଣ ୨୦୦୩ ମସିହା ରେ ବିବାହ ବନ୍ଧନ ରେ ଆବଦ୍ଧ ହୋଇଥିଲେ।
Special Report
ବହୁତ ଦିନ ପର୍ଯ୍ୟନ୍ତ ଏମାନଙ୍କର କିଛି ପିଲା ପିଲି ହେଉ ନଥିଲା।ଶେଷ ରେ ବିବାହ ର ୧୦ ବର୍ଷ ପରେ ଏମାନେ ଏକ କନ୍ୟା ସନ୍ତାନ ର ଜନକ ହୋଇଥିଲେ।ଯାହାକୁ ପାଇଁକି ସମସ୍ତେ ଖୁସି ହୋଇ ଥିଲେ।ଏଥିରେ ବେଶୀ ଖୁସି ହୋଇ ଥିଲେ ଦି ଗ୍ରେଟ ଖଲ୍ଲି।
ଖଲ୍ଲି ଙ୍କ ପତ୍ନୀ ହରମନ୍ଦିର୍ କୌର୍ ଙ୍କ ଏକ କନ୍ୟା ସନ୍ତାନ ହୋଇ ଥିଲେ ବି ତାଙ୍କ ସୁନ୍ଦରତା ଏ ପର୍ଯ୍ୟନ୍ତ ମଧ୍ୟ କମି ନାହିଁ।ସେ ବର୍ତ୍ତମାନ ସମୟ ରେ ଅଧିକ ମାତ୍ରା ରେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେଉଛନ୍ତି।
Special Report
ତାଙ୍କ ପତ୍ନୀ ଙ୍କ ସୁନ୍ଦରତା କୁ ଦେଖି ସମସ୍ତେ ତାଙ୍କୁ ଏହି କଥା ପଚାରୁଛନ୍ତି।ସମସ୍ତେ ସୋସିଆଲ ମିଡ଼ିଆରେ ଦୁଇ ଜଣ ଙ୍କ ଯୋଡି କୁ ଖୁବ ପସନ୍ଦ କରନ୍ତି।ଏବଂ କହନ୍ତି ଏ ଦୁଇ ଜଣ ଦୁଇ ଜଣ ଙ୍କ ପାଇଁ ଜନ୍ମ ନେଇଛନ୍ତି।ଗ୍ରେଟ ଖଲ୍ଲି ତାଙ୍କ ପତ୍ନୀ ଙ୍କୁ ବହୁତ ଭଲ ପାଆନ୍ତି।
Special Report
କାରଣ ଯେତେବେଳେ ଦି ଗ୍ରେଟ ଖଲ୍ଲି ଅନେକ ଦୁଃଖ ଦୁର୍ଦ୍ଦଶା ଦେଇ ଗତି କରୁଥିଲେ ସେତେବେଳେ ତାଙ୍କ ସ୍ତ୍ରୀ ହରମନ୍ଦିର୍ କୌର୍ ହିଁ ତାଙ୍କୁ ସପୋର୍ଟ କରିଥିଲେ।ସବୁବେଳେ ତାଙ୍କ ସାଥ ଦେଉଥିଲେ।ତାଙ୍କର ଏହି ଗୁଣ କୁ ଦେଖି ଦି ଗ୍ରେଟ ଖଲ୍ଲି ଙ୍କ ଫ୍ୟାନ୍ସ୍ ସଂଖ୍ୟା ବଢ଼ିବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.